‘ହାଫ୍‌ ଗାର୍ଲଫ୍ରେଣ୍ଡ’ର ସୁଟିଂ ଆରମ୍ଭ

ନୂଆଦିଲ୍ଲୀ: ‘ହାଫ୍‌ ଗାର୍ଲଫ୍ରେଣ୍ଡ’ର ସୁଟିଂ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏଥିରେ ଅର୍ଜୁନ କପୁର ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ମୋହିତ ସୂରୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି। ଚେତନ ଭଗତଙ୍କ ଉପନ୍ୟାସ ‘ହାଫ୍‌ ଗାର୍ଲଫ୍ରେଣ୍ଡ’କୁ ନେଇ ମୋହିତ ଏହି ଚଳଚ୍ଚିତ୍ର କରୁଛନ୍ତି। ‘ହାଫ୍‌ ଗାର୍ଲଫ୍ରେଣ୍ଡ’ ଆସନ୍ତା ବର୍ଷ ରିଲିଜ୍ ହେବ।

ShraddhaArjun

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 04:11 PM IST

ନୂଆଦିଲ୍ଲୀ: ‘ହାଫ୍‌ ଗାର୍ଲଫ୍ରେଣ୍ଡ’ର ସୁଟିଂ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏଥିରେ ଅର୍ଜୁନ କପୁର ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ମୋହିତ ସୂରୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

ଚେତନ ଭଗତଙ୍କ ଉପନ୍ୟାସ ‘ହାଫ୍‌ ଗାର୍ଲଫ୍ରେଣ୍ଡ’କୁ ନେଇ ମୋହିତ ଏହି ଚଳଚ୍ଚିତ୍ର କରୁଛନ୍ତି।

‘ହାଫ୍‌ ଗାର୍ଲଫ୍ରେଣ୍ଡ’ ଆସନ୍ତା ବର୍ଷ ରିଲିଜ୍ ହେବ।

Related story