‘ହମିଦ୍‌’ କହିବ ‘କଶ୍ମୀର’ର କରୁଣ କାହାଣୀ

ମୁମ୍ବାଇ: କାଶ୍ମୀରର ସ୍ଥିତିକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ହମିଦ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ରିଲିଜ୍‌ ହେବାପରେ ଏବେ ଏହା ଶୋସାଲ ମିଡିଆରେ ଭାଇରାଲ ହେଉଛି। କାଶ୍ମୀରର ବର୍ତ୍ତମାନ ଅବସ୍ଥାକୁ ନେଇ ଫିଲ୍ମର କାହାଣୀ ତିଆରି ହୋଇଛି। ଜଣେ ୮ ବର୍ଷର କଶ୍ମିରୀ ଶିଶୁକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି ।କଶ୍ମିରୀ ଶିଶୁ ଓ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି। କାହାଣୀରେ ବାପା କାହିଁକି […]

hamid

hamid

Chinmayee Roy
  • Published: Monday, 11 March 2019
  • Updated: 11 March 2019, 08:07 PM IST

Sports

Latest News

ମୁମ୍ବାଇ: କାଶ୍ମୀରର ସ୍ଥିତିକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ହମିଦ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି। ରିଲିଜ୍‌ ହେବାପରେ ଏବେ ଏହା ଶୋସାଲ ମିଡିଆରେ ଭାଇରାଲ ହେଉଛି। କାଶ୍ମୀରର ବର୍ତ୍ତମାନ ଅବସ୍ଥାକୁ ନେଇ ଫିଲ୍ମର କାହାଣୀ ତିଆରି ହୋଇଛି। ଜଣେ ୮ ବର୍ଷର କଶ୍ମିରୀ ଶିଶୁକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି ।କଶ୍ମିରୀ ଶିଶୁ ଓ ଜଣେ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଫିଲ୍ମ ନିର୍ମାଣ କରାଯାଇଛି। କାହାଣୀରେ ବାପା କାହିଁକି ଆଲ୍ଲାଙ୍କ ପାଖକୁ ଚାଲିଗଲେ ବୋଲି ଶିଶୁଟି ତା’ର ମା’ଙ୍କୁ ପ୍ରଶ୍ନ କରୁଛି। ଏହାପରେ ପିଲାଟିକୁ ଏକ ନମ୍ବର ମିଳୁଛି। ଆଉ କୁହାଯାଉଛି ଏହା ହେଉଛି ଆଲ୍ଲାଙ୍କ ନମ୍ବର। ଆଉ ପିଲାଟି ସେଇ ନମ୍ବରରେ କଥା ହେଉଛି। ହେଲେ ଫୋନ୍‌ ଧରିଥିବା ବ୍ୟକ୍ତି ଜଣକ ସିଆର୍‌ପିଏଫ୍‌ ଯବାନ ବୋଲି ଜଣାପଡ଼ୁଛି। ବର୍ତ୍ତମାନ ସୁଧା ଟ୍ରେଲରଟିକୁ ପାଖାପାଖି ୫୦ ଲକ୍ଷ ଭ୍ୟୁ ହୋଇସାରିଲାଣି।

https://youtu.be/AbLtdPmKyL4

ଏହି ଫିଲ୍ମରେ କଶ୍ମୀରସାଧାରଣ ଜନତା ଓ ସିଆରପିଏଫ୍‌ ଯବାନ୍‌ମାନେ ଆତଙ୍କବାଦୀ ଓ ପଥର ଫିଙ୍ଗାଳିଙ୍କୁ କିପରି ସାମ୍ନା କରୁଛନ୍ତି ସେ ସବୁ ଦେଖିବାକୁ ମିଳିବ। ଆସନ୍ତା ୧୫ ତାରିଖରେ ଫିଲ୍ମ ହମିଦ୍‌ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story