ଏହି ବଲିଉଡ୍‌ ଅଭିନେତ୍ରୀଙ୍କ ସହ ବୁଲୁଛନ୍ତି ପାଣ୍ଡ୍ୟା: କ୍ୟାମେରା ଦେଖିଲେ ମୁହଁ ଲୁଚାଉଛନ୍ତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାରେ। ଏଥର ତାଙ୍କ ପ୍ରଦର୍ଶନ ପାଇଁ ନୁହେଁ। ବ୍ୟକ୍ତିଗତ ଜୀବନ ପାଇଁ। ଆଜିକାଲି ତାଙ୍କୁ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସହ ବୁଲାବୁଲି କରିବାର ଦେଖିବାକୁ ମିଳୁଛି। ଆଉ ଯେତବେଳେ କ୍ୟାମେରା ତାଙ୍କୁ ସେହି ଅଭିନେତ୍ରୀଙ୍କ ସହ ଫଟୋ କେବେ କରିବାକୁ ଚେଷ୍ଟା କରୁଛି ସେ ଲୁଚୁଛନ୍ତି। ସେ ଆଉ କେହି ନୁହଁନ୍ତି, ବଲିଉଡ୍‌ ଅଭିନେତ୍ରୀ ଏଲି ଆବ୍ରାହମ୍‌ଙ୍କ ସହ ବୁଲାବୁଲିରେ ମାତିଛନ୍ତି ହାର୍ଦ୍ଦିକ୍। ନିକଟରେ ଦୁହିଁକୁ […]

hardik-pandya-TEASER

hardik-pandya-TEASER

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 05:56 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଚର୍ଚ୍ଚାରେ। ଏଥର ତାଙ୍କ ପ୍ରଦର୍ଶନ ପାଇଁ ନୁହେଁ। ବ୍ୟକ୍ତିଗତ ଜୀବନ ପାଇଁ। ଆଜିକାଲି ତାଙ୍କୁ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସହ ବୁଲାବୁଲି କରିବାର ଦେଖିବାକୁ ମିଳୁଛି। ଆଉ ଯେତବେଳେ କ୍ୟାମେରା ତାଙ୍କୁ ସେହି ଅଭିନେତ୍ରୀଙ୍କ ସହ ଫଟୋ କେବେ କରିବାକୁ ଚେଷ୍ଟା କରୁଛି ସେ ଲୁଚୁଛନ୍ତି। ସେ ଆଉ କେହି ନୁହଁନ୍ତି, ବଲିଉଡ୍‌ ଅଭିନେତ୍ରୀ ଏଲି ଆବ୍ରାହମ୍‌ଙ୍କ ସହ ବୁଲାବୁଲିରେ ମାତିଛନ୍ତି ହାର୍ଦ୍ଦିକ୍।

ନିକଟରେ ଦୁହିଁକୁ ବାନ୍ଦ୍ରାରେ ଦେଖିବାକୁ ମିଳିଥିଲା। ଦୁହେଁ ଅଲଗା କାରରେ ଆସି ପହଁଚିଥିଲେ। ମିଡିଆକୁ ଦେଖି ଦୁହେଁ ମୁହଁ ମଧ୍ୟ ଲୁଚାଇଥିଲେ। ଏକାଠି ଫଟୋ ଉଠାଇବାକୁ କହିବାରୁ ଦୁହେଁ ମନା କରିଦେଲେ।

କିଛି ଦିନ ତଳେ ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ ଦୁହିଁକୁ ଏକାଠି ଦେଖିବାକୁ ମିଳିଥିଲା। ଗତ ସପ୍ତାହରେ ଏଲି ଆବ୍ରାହମ୍ ଗୁରୁଗାଓଁ ରେ ଫିଲ୍ମିସ୍ଥାନ ସ୍ଟୁଡିଓରେ ନଜର ଆସିଥିଲେ। ସେହି ସମୟରେ ହାର୍ଦ୍ଦିକ ସେଠାରେ ବିଜ୍ଞାପନ ସୁଟ୍ କରୁଥିଲେ।

ଏଲି ଆବ୍ରାହମ୍‌ଙ୍କୁ ଏବେ ୨୭ବର୍ଷ ଏବଂ ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ୨୪ବର୍ଷ। ଦୁହିଁକୁ ଅନେକ ଇଭେଣ୍ଟରେ ଦେଖିବାକୁ ମିଳେ। ହାର୍ଦ୍ଦିକଙ୍କ ଭାଇ କୃଣାଲ୍‌ ପାଣ୍ଡ୍ୟାଙ୍କ ବିବାହରେ ମଧ୍ୟ ଏଲି ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story