“ହସିନା: ଦ କୁଇନ୍‌ ଅଫ୍‌ ମୁମ୍ବାଇ”ର ଫାଷ୍ଟ୍‌ ଲୁକ୍ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ “ହସିନା: ଦ କୁଇନ୍‌ ଅଫ୍‌ ମୁମ୍ବାଇ”ର ଫାଷ୍ଟ ଲୁକ୍ ରିଲିଜ୍‌ ହୋଇଛି। ଏଥିରେ ଶ୍ରଦ୍ଧାଙ୍କୁ ଗଭୀର ଅନ୍ଦାଜରେ ଦେଖିବାକୁ ମିଳୁଛି। ଏହି ଫିଲ୍ମରେ ଅଣ୍ଡରୱାଲ୍ଡ ଡନ୍‌ ଦାଉଦର ଭଉଣୀ ହାସିନା ଭୂମିକାରେ ଶ୍ରଦ୍ଧାକୁ ଦେଖିବାକୁ ମଳିବ।  ଏହି ପୋଷ୍ଟରରେ  ଶ୍ରଦ୍ଧାଙ୍କ ଲୁକ୍‌ ଦେଖିଲେ ଲାଗୁନାହିଁ ସେ କେବେ ଗ୍ଲାମର ରୋଲ୍‌ରେ ପରଦାକୁ ଆସିଥିଲେ। କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ଶ୍ରଦ୍ଧା କହିଥିଲେ,“ଏହି ଫିଲ୍ମ ପାଇଁ ବହୁତ […]

shradha

shradha

Rakesh Mallick
  • Published: Monday, 06 February 2017
  • Updated: 06 February 2017, 02:37 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଫିଲ୍ମ “ହସିନା: ଦ କୁଇନ୍‌ ଅଫ୍‌ ମୁମ୍ବାଇ”ର ଫାଷ୍ଟ ଲୁକ୍ ରିଲିଜ୍‌ ହୋଇଛି। ଏଥିରେ ଶ୍ରଦ୍ଧାଙ୍କୁ ଗଭୀର ଅନ୍ଦାଜରେ ଦେଖିବାକୁ ମିଳୁଛି। ଏହି ଫିଲ୍ମରେ ଅଣ୍ଡରୱାଲ୍ଡ ଡନ୍‌ ଦାଉଦର ଭଉଣୀ ହାସିନା ଭୂମିକାରେ ଶ୍ରଦ୍ଧାକୁ ଦେଖିବାକୁ ମଳିବ।  ଏହି ପୋଷ୍ଟରରେ  ଶ୍ରଦ୍ଧାଙ୍କ ଲୁକ୍‌ ଦେଖିଲେ ଲାଗୁନାହିଁ ସେ କେବେ ଗ୍ଲାମର ରୋଲ୍‌ରେ ପରଦାକୁ ଆସିଥିଲେ।

କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ ଶ୍ରଦ୍ଧା କହିଥିଲେ,“ଏହି ଫିଲ୍ମ ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଛି।  ଯେତିକି ସମ୍ଭବ ଏହାକୁ ମୁଁ ବାସ୍ତବ କରିବାକୁ ଚେଷ୍ଟା କରିଛି। ମୋତେ ଦୁଃଖ ଲାଗୁଛି ଯେ ମୁଁ ଦାଉଦର ଭଉଣୀ ହାସିନା ସହିତ ଦେଖା ହୋଇପାରିନାହିଁ। ୨୦୧୪ ମସିହାରେ ହାସିନାଙ୍କ ମୃତ୍ୟୁ ହୋଇଥିଲା।”

୧୪ ଜୁଲାଇରେ ଏହି ଫିଲ୍ମ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story