ପସନ୍ଦ ଆସିଲାନି ଡ୍ରେସ୍‌ ଷ୍ଟାଇଲ୍‌; ଅଭିନେତ୍ରୀଙ୍କ ହାତ ଛାଡ଼ିଲେ ବୟଫ୍ରେଣ୍ଡ

ମୁମ୍ବାଇ: ସଂପର୍କରେ ଫାଟ ସୃଷ୍ଟି ହେଲେ ବ୍ୟକ୍ତିଟି ଭାଙ୍ଗିପଡ଼େ। ସବୁବେଳେ ଦୁଃଖରେ ରୁହେ। କିନ୍ତୁ ଷ୍ଟାରପ୍ଲସରେ ଚାଲୁଥିବା ସିରିଏଲ ‘କୋଇ ଲୋଟ କି ଆୟା’ର ଅଭିନୟ କରୁଥିବା ଶ୍ରୀଜିତା ଡେ ସମସ୍ତଙ୍କ ଠାରୁ ନିଆରା। ଏହି ଟିଭି ଅଭିନେତ୍ରୀ ଜଣଙ୍କ କିଛିଦିନ ପୂର୍ବରୁ ତାଙ୍କ ବୟଫ୍ରେଣ୍ଡ ସହ ବ୍ରେକ୍‌ଅପ୍‌ ହୋଇଯାଇଛି। କିନ୍ତୁ ଶ୍ରୀଜିତା ନିରାଶ ହୋଇନାହାନ୍ତି।  ବରଂ ସେ ନିଜକୁ ସ୍ୱାଧୀନ ଅନୁଭବ କରୁଛନ୍ତି। ବ୍ରେକ୍‌ଅପ୍‌ ବିଷୟରେ ଶ୍ରୀଜିତା କହିଛନ୍ତି,“ମୋ ଏକ୍ସ ବୟଫ୍ରେଣ୍ଡ ମୋତେ ନିଜ ଅଧୀନରେ […]

sreejita_

sreejita_

Rakesh Mallick
  • Published: Wednesday, 03 May 2017
  • Updated: 03 May 2017, 08:22 AM IST

Sports

Latest News

ମୁମ୍ବାଇ: ସଂପର୍କରେ ଫାଟ ସୃଷ୍ଟି ହେଲେ ବ୍ୟକ୍ତିଟି ଭାଙ୍ଗିପଡ଼େ। ସବୁବେଳେ ଦୁଃଖରେ ରୁହେ। କିନ୍ତୁ ଷ୍ଟାରପ୍ଲସରେ ଚାଲୁଥିବା ସିରିଏଲ ‘କୋଇ ଲୋଟ କି ଆୟା’ର ଅଭିନୟ କରୁଥିବା ଶ୍ରୀଜିତା ଡେ ସମସ୍ତଙ୍କ ଠାରୁ ନିଆରା। ଏହି ଟିଭି ଅଭିନେତ୍ରୀ ଜଣଙ୍କ କିଛିଦିନ ପୂର୍ବରୁ ତାଙ୍କ ବୟଫ୍ରେଣ୍ଡ ସହ ବ୍ରେକ୍‌ଅପ୍‌ ହୋଇଯାଇଛି। କିନ୍ତୁ ଶ୍ରୀଜିତା ନିରାଶ ହୋଇନାହାନ୍ତି।  ବରଂ ସେ ନିଜକୁ ସ୍ୱାଧୀନ ଅନୁଭବ କରୁଛନ୍ତି।

ବ୍ରେକ୍‌ଅପ୍‌ ବିଷୟରେ ଶ୍ରୀଜିତା କହିଛନ୍ତି,“ମୋ ଏକ୍ସ ବୟଫ୍ରେଣ୍ଡ ମୋତେ ନିଜ ଅଧୀନରେ ରଖୁଥିଲା। ମୋର ଡ୍ରେସ୍‌ ପିନ୍ଧିବାର ଷ୍ଟାଇଲ ପସନ୍ଦ କରୁ ନ ଥିଲା। ସେଥିପାଇଁ ସେ ମୋତେ ସେ ଛାଡିଦେଲା। ବ୍ରେକଅପ୍‌ ପରେ ମୁଁ ବହୁତ ଭଲରେ ଅଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story