କ୍ୟାରିଅର ସଫଳତାରେ ସଲମାନ ମୋ’ ମେରୁଦଣ୍ଡ: ହିମେଶ

ମୁମ୍ବାଇ: ଗାୟକ ହିମେଶ ରେସମିଆଙ୍କ ସଫଳତା ପଛରେ ସଲମାନଙ୍କ ଭୂମିକା ଖୁବ୍‌ ଅଧିକ। ଏହା ଆମେ ନୁହେଁ କହିଛନ୍ତି ନିଜେ ହିମେଶ। ସେ ଏହା ମଧ୍ୟ କହିଛନ୍ତି, କ୍ୟାରିଅର ଗଢ଼ିବାରେ ସଲମାନ ତାଙ୍କର ମେରୁଦଣ୍ଡ ସାଜିଛନ୍ତି। ସଲମାନଙ୍କ ସହ କାମ କରିବା ପାଇଁ ସେ ସବୁବେଳେ ଉତ୍ସାହୀ ଥିବା କଥା ମଧ୍ୟ କହିଛନ୍ତି। ୧୯୯୮ରେ ହିମେଶ ସଲମାନଙ୍କ ‘ପ୍ୟାର କିୟା ତୋ ଡରନା କ୍ୟା’ରେ ଜଣେ ସଂଗୀତଜ୍ଞ ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ […]

himesh-reshammiya

himesh-reshammiya

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 07:05 PM IST

Sports

Latest News

ମୁମ୍ବାଇ: ଗାୟକ ହିମେଶ ରେସମିଆଙ୍କ ସଫଳତା ପଛରେ ସଲମାନଙ୍କ ଭୂମିକା ଖୁବ୍‌ ଅଧିକ। ଏହା ଆମେ ନୁହେଁ କହିଛନ୍ତି ନିଜେ ହିମେଶ। ସେ ଏହା ମଧ୍ୟ କହିଛନ୍ତି, କ୍ୟାରିଅର ଗଢ଼ିବାରେ ସଲମାନ ତାଙ୍କର ମେରୁଦଣ୍ଡ ସାଜିଛନ୍ତି। ସଲମାନଙ୍କ ସହ କାମ କରିବା ପାଇଁ ସେ ସବୁବେଳେ ଉତ୍ସାହୀ ଥିବା କଥା ମଧ୍ୟ କହିଛନ୍ତି।

୧୯୯୮ରେ ହିମେଶ ସଲମାନଙ୍କ ‘ପ୍ୟାର କିୟା ତୋ ଡରନା କ୍ୟା’ରେ ଜଣେ ସଂଗୀତଜ୍ଞ ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଏହା ପରେ ସେ ‘ତେରେ ନାମ’, ‘ବର୍ଡି ଗାର୍ଡ’ ଏବଂ ‘ପ୍ରେମ୍‌ ରତନ ଧନ ପାୟୋ’ ପରି ସିନେମାରେ କଣ୍ଠଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story