ସ୍ଲିମ୍‌ ଫିଗର୍‌ ପାଇଁ ସରିଗଲା ଜୀବନ: ଖୋଲିଲା ସାଉଥ୍ ହିରୋଇନଙ୍କ ମୃତ୍ୟୁ ରହସ୍ୟ

ମୋଟାପଣ ନେଇଗଲା ଜଣେ ହିରୋଇନର ଜୀବନ। କଥାଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତା ଠାରୁ ଅଧିକ ସମ୍ୱେଦନଶୀଳ ମଧ୍ୟ। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅରତୀ ଅଗ୍ରୱାଲ୍। ଆଜିକୁ ଠିକ୍ ତିନିବର୍ଷ ତଳେ ଆରତୀ ଚାଲି ଯାଇଥିଲେ ଆରପାରିକୁ। ଯେତେବେଳେ କି ତାଙ୍କୁ ହୋଇଥିଲା ମାତ୍ର ୩୧ବର୍ଷ। ତେବେ ଅଳ୍ପ ବୟସରେ ଆରତୀଙ୍କ କେମିତି ହେଲା ମୃତ୍ୟୁ। ଏବେ ସାମ୍ନାକୁ ଆସିଛି ସାଂଘାତିକ ସତ। କୁହାଯାଉଛି ମୋଟାପଣ ନେଇଗଲା ଆରତୀଙ୍କ ଜୀବନ। ସ୍ଲିମ୍‌ ଫିଗର […]

south1

south1

Rakesh Mallick
  • Published: Tuesday, 06 June 2017
  • Updated: 06 June 2017, 10:59 PM IST

ମୋଟାପଣ ନେଇଗଲା ଜଣେ ହିରୋଇନର ଜୀବନ। କଥାଟି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ତା ଠାରୁ ଅଧିକ ସମ୍ୱେଦନଶୀଳ ମଧ୍ୟ। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଅରତୀ ଅଗ୍ରୱାଲ୍। ଆଜିକୁ ଠିକ୍ ତିନିବର୍ଷ ତଳେ ଆରତୀ ଚାଲି ଯାଇଥିଲେ ଆରପାରିକୁ। ଯେତେବେଳେ କି ତାଙ୍କୁ ହୋଇଥିଲା ମାତ୍ର ୩୧ବର୍ଷ।

ତେବେ ଅଳ୍ପ ବୟସରେ ଆରତୀଙ୍କ କେମିତି ହେଲା ମୃତ୍ୟୁ। ଏବେ ସାମ୍ନାକୁ ଆସିଛି ସାଂଘାତିକ ସତ। କୁହାଯାଉଛି ମୋଟାପଣ ନେଇଗଲା ଆରତୀଙ୍କ ଜୀବନ। ସ୍ଲିମ୍‌ ଫିଗର ପାଇବାକୁ ଆରତୀ ସର୍ଜରୀ କରିଥିଲେ। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟ ଜଟିଳ ହୋଇ ପଡିଥିଲା। ଯଦିଓ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା, ତେବେ ସର୍ଜରୀ ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିବା ଅନୁମାନ କରାଯାଉଛି। କାରଣ ମୃତ୍ୟୁର ଠିକ୍

ମାସକ ପୂର୍ବରୁ ଦେହରୁ ଚର୍ବି ହଟାଇବାକୁ ଯାଇ ଆରତୀ ଲାପ୍ରୋସ୍କୋପିକ୍ ସର୍ଜରୀ କରାଇଥିଲେ।

ଏନେଇ ହାଇଦ୍ରାବାଦ୍ରର ଜଣେ ଡାକ୍ତର ତାଙ୍କୁ ସର୍ଜରୀ କରିବାକୁ ରୋକଠୋକ୍ ମନା କରିଥିଲେ। ତେବେ ଡାକ୍ତରଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ ଆରତୀ। ଲାପ୍ରୋସ୍କୋପିକ୍ ସର୍ଜରୀ ପରେ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ସେ ନ୍ୟୁଜର୍ସି ସ୍ଥିତ ଏକ ହସପିଟାଲରେ ଆଉ ଏକ ସର୍ଜରୀ ପାଇଁ ଭର୍ତ୍ତି ହୋଇଥିଲେ। ହେଲେ ଏହି ସର୍ଜରୀ ପୂର୍ବରୁ ସେ ପ୍ରାଣ ହରାଇଥିଲେ।

୨୦୧୫ ଜୁନ୍ ୫ରେ ତାଙ୍କର ଏକ ଫିଲ୍ମ ରିଲିଜ୍ ହୋଇଥିଲା। ତେବେ ଏହାପୂର୍ବରୁ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ସୂଚନା ମିଳିଛି। କୋଷ୍ଟାର୍ଙ୍କ ସହ ପ୍ରେମ ସଂପର୍କ ଛିଣ୍ଡି ଯିବା ପରେ ସେ ବାଥରୁମ୍ କ୍ଳିନର ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡିଥିଲା।

ମାତ୍ର ୧୬ବର୍ଷ ବୟସରେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ ଆରତୀ। ୨୫ଟି ଫିଲ୍ମ ସହ ଏକ ବଲିଉଡ୍ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ। କେବଳ ସେତିକି ନୁହେଁ ପ୍ରଭାସ, ନାଗାଜୁର୍ନ୍, ମହେଶ ବାବୁଙ୍କ ଭଳି ସୁପରଷ୍ଟାରଙ୍କ ସହ ମଧ୍ୟ ସେ ଅଭିନୟ କରିଥିଲେ। ଆମେରିକାରେ ଜନ୍ମିତ ଆରତୀ ୨୦୦୭ରେ ଜଣେ ସପ୍ଟ୍‌ୱେର୍‌ ଇଂଜିନିୟରଙ୍କୁ ବିବାହ କରିଥିଲେ। ମାତ୍ର ୨ବର୍ଷ ପରେ ତାଙ୍କୁ ଛାଡ଼ପତ୍ର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story