ବିଗ୍‌ ବସ୍‌ ପରେ ହିନାଙ୍କୁ ମିଳିଲା ପ୍ରଥମ ଆକ୍ଟିଂ ପ୍ରୋଜେକ୍ଟ

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍ ହିନା ଖାନ୍‌ଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ବିଗ୍‌ବସ୍‌ ସିଜିନ-୧୧ ପରେ ହିନା ନିଜର ପ୍ରଥମ ଆକ୍ଟିଂ ପ୍ରୋଜେକ୍ଟ ସାଇନ୍‌ କରିସାରିଛନ୍ତି। ଏହାର ସୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି ହିନା। ଏହି ପ୍ରୋଜେକ୍ଟଟି ହେଉଛି ଏକ ସର୍ଟ ଫିଲ୍ମ। ଅଙ୍କୁଶ ଭଟ୍ଟ ଏହାର ନିର୍ଦ୍ଦେଶନା କରୁଛନ୍ତି। ଅଂକୁଶ ଭଟ୍ଟ ପର୍ବରୁ ଟେଲିଭିଜନ ଅଭିନେତ୍ରୀ ମିଶଲ୍ ରହେଜାଙ୍କ ସହ ଏକ ସର୍ଟ ଫିଲ୍ମ ବନାଇ ସାରିଛନ୍ତି। ହିନା ଖାନ୍‌ଙ୍କର ଏହି ଫିଲ୍ମରେ କ’ଣ […]

hinaaaaaa

hinaaaaaa

Rakesh Mallick
  • Published: Wednesday, 25 April 2018
  • Updated: 25 April 2018, 06:14 PM IST

Sports

Latest News

ମୁମ୍ବାଇ: ବିଗ୍‌ ବସ୍‌ ଫେମ୍ ହିନା ଖାନ୍‌ଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର। ବିଗ୍‌ବସ୍‌ ସିଜିନ-୧୧ ପରେ ହିନା ନିଜର ପ୍ରଥମ ଆକ୍ଟିଂ ପ୍ରୋଜେକ୍ଟ ସାଇନ୍‌ କରିସାରିଛନ୍ତି। ଏହାର ସୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି ହିନା। ଏହି ପ୍ରୋଜେକ୍ଟଟି ହେଉଛି ଏକ ସର୍ଟ ଫିଲ୍ମ। ଅଙ୍କୁଶ ଭଟ୍ଟ ଏହାର ନିର୍ଦ୍ଦେଶନା କରୁଛନ୍ତି।

ଅଂକୁଶ ଭଟ୍ଟ ପର୍ବରୁ ଟେଲିଭିଜନ ଅଭିନେତ୍ରୀ ମିଶଲ୍ ରହେଜାଙ୍କ ସହ ଏକ ସର୍ଟ ଫିଲ୍ମ ବନାଇ ସାରିଛନ୍ତି। ହିନା ଖାନ୍‌ଙ୍କର ଏହି ଫିଲ୍ମରେ କ’ଣ ଭୂମିକା ରହିଛି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ।

ହିନା ତାଙ୍କ ନୂଆ ପ୍ରୋଜେକ୍ଟ ସମ୍ପର୍କରେ ଟ୍ୱିଟ୍‌ କରି ଜଣାଇଛନ୍ତି। ହିନା ଆଜି ସୁଟିଂ ସେଟ୍‌ରୁ କିଛି ପଟୋ ପୋଷ୍ଟ କରିବେ ବୋଲି ମଧ୍ୟ ତାଙ୍କ ଫ୍ୟାନ୍‌ମାନଙ୍କୁ ଟ୍ୱିଟର୍ ଜରିଆରେ କହିଛନ୍ତି।

ହିନାଙ୍କୁ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ, ତାଙ୍କ ପପୁଲାରିଟି ପାଇଁ ମଧ୍ୟ ଏହି ପ୍ରୋଜେକ୍ଟ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story