କସୌଟି ଛାଡ଼ିବେ ହିନା: ରିପ୍ଲେସ୍‌ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗିକି-୨’ରେ ଜବରଦସ୍ତ ଡ୍ରାମା ଚାଲିଛି। ଏଥିମଧ୍ୟରେ ଖବର ମିଳିଛି ଯେ ଶୋ’ର ଖଳନାୟିକା କୋମୋଲିକା ଭୂମିକାରେ ଅଭିନୟ କରୁଥିବା ହିନା ଖାନ୍‌ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହିନା ଖାନ୍‌ଙ୍କ ବଦଳରେ ଶୋ’ରେ ଟେଲିଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଅଲିଶା ପଲୱର କୋମୋଲିକା ଭୂମିକାରେ ଅଭିନୟ କରିବେ। https://www.instagram.com/p/BuJKlAclxjt/?utm_source=ig_web_copy_link ଅଲିସା ପନୱର ଟିଭି ଇଣ୍ଡଷ୍ଟ୍ରିର ବେଶ୍ ଜଣାଶୁଣା ନାଁ। ପୂର୍ବରୁ ସେ ‘ଥପ୍‌କି ପ୍ୟାର୍‌ କି’, ‘ଜମାଇ […]

hina

hina

Chinmayee Roy
  • Published: Tuesday, 12 March 2019
  • Updated: 12 March 2019, 01:26 PM IST

Sports

Latest News

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ମେଗା ଧାରାବାହିକ ‘କସୌଟି ଜିନ୍ଦେଗିକି-୨’ରେ ଜବରଦସ୍ତ ଡ୍ରାମା ଚାଲିଛି। ଏଥିମଧ୍ୟରେ ଖବର ମିଳିଛି ଯେ ଶୋ’ର ଖଳନାୟିକା କୋମୋଲିକା ଭୂମିକାରେ ଅଭିନୟ କରୁଥିବା ହିନା ଖାନ୍‌ ଶୋ’ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ହିନା ଖାନ୍‌ଙ୍କ ବଦଳରେ ଶୋ’ରେ ଟେଲିଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଅଲିଶା ପଲୱର କୋମୋଲିକା ଭୂମିକାରେ ଅଭିନୟ କରିବେ।

https://www.instagram.com/p/BuJKlAclxjt/?utm_source=ig_web_copy_link

ଅଲିସା ପନୱର ଟିଭି ଇଣ୍ଡଷ୍ଟ୍ରିର ବେଶ୍ ଜଣାଶୁଣା ନାଁ। ପୂର୍ବରୁ ସେ ‘ଥପ୍‌କି ପ୍ୟାର୍‌ କି’, ‘ଜମାଇ ରାଜା’ ଓ ‘ଇଶ୍କ ମେଁ ମରଜାୱା’ ସିରିୟଲରେ ଅଭିନୟ କରିସାରିଛନ୍ତି।

ସୂଚନା ଅନୁଯାୟୀ, ଖୁବ୍‌ଶୀଘ୍ର ହିନା ଖାନ୍‌ଙ୍କୁ ଶୋ’ରେ ଅଲିଶା ରିପ୍ଲେସ୍‌ କରିବେ। ତେବେ ହିନାଙ୍କର ଶୋ’ ଛାଡ଼ିବାର କାରଣ ତାଙ୍କ ବଲିଉଡ କ୍ୟାରିୟର ବୋଲି କୁହାଯାଉଛି। ‘ବିଗବସ୍‌-୧୧’ରେ ଭାଗ ନେବା ପରେ ହିନାଙ୍କୁ ଜବରଦସ୍ତ ପପୁଲାରିଟି ମିଳିଥିଲା। ଖୁବଶୀଘ୍ର ହିନା ଖାନ୍‌ ହିନ୍ଦି ଫିଲ୍ମରେ ମଧ୍ୟ ନଜର ଆସିବେ। ତେଣୁ କୁହାଯାଉଛି ଯେ ଏହି କାରଣରୁ ହିଁ ହିନା ଖାନ୍‌ ଟିଭି ଇଣ୍ଡଷ୍ଟ୍ରିକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

https://www.instagram.com/p/BuopnluFjvq/?utm_source=ig_web_copy_link

ସିରିୟଲରେ କୋମୋଲିକା ଭୂମିକାରେ ହିନାଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ହେଲେ ଏବେ ସେ ଶୋ’ ଅଧାରୁ ଛାଡ଼ିଦେଉଛନ୍ତି। ତେବେ ନୂଆ କୋମୋଲିକାଙ୍କୁ ଦର୍ଶକ ପସନ୍ଦ କରୁଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।

https://www.instagram.com/p/BuikfTfjsxJ/?utm_source=ig_web_copy_link

ସୂଚନା ଯୋଗ୍ୟ ଯେ ଏବେ ସିରିୟଲର କାହାଣୀ ଅନୁରାଗ ଓ କୋମୋଲିକାଙ୍କ ବାହାଘରରୁ ନୂଆ ମୋଡ଼ ନେଇଛି। ତେବେ ଏଥିମଧ୍ୟରେ ପ୍ରେରଣା, ଅନୁରାଗଠୁ ମିଳିଥିବା ଧୋକ୍କାର ବଦଲା ନେବାକୁ ତାଙ୍କ ଘରେ ପହଞ୍ଚିଯାଉଛି।  ପ୍ରେରଣା ଓ କୋମୋଲିକାଙ୍କ ଭିତରେ ଏବେ ଘମାଘୋଟ୍ ଲଢ଼େଇ ଚାଲିଛି। ତେବେ ଆଗକୁ ଏକ ନୂଆ ରାଜ୍‌ ଖୋଲିବାକୁ ଯାଉଛି। ନୂଆ ଅଭିନେତ୍ରୀ ଓ ନୂଆ କାହାଣୀ ଦର୍ଶକଙ୍କୁ କେତେ ପସନ୍ଦ ଆସୁଛି ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story