’ହିରୋ’ରେ ଷ୍ଟାର କିଡ୍ ସୁରଜ ଓ ଆତିଥ୍ୟା

ମୁମ୍ୱାଇ :୧୯୮୩ ମସିହାରେ ସୁବାସ ଘାଇଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ହିରୋ’ର ରିମେକ ହେବାକୁ ଯାଉଛି। ବଲିଉଡର ସୁପରଷ୍ଟାର ସଲମନ ଖାନ୍ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ଆଡଭାନୀ । ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦଦେବେ ଦୁଇଜଣ ୟଙ୍ଗ ଷ୍ଟାରକିଡ୍ । ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ଏବଂ ସୁନୀଲ ସେଟ୍ଟୀଙ୍କ ଝିଅ ଆତିଥ୍ୟା ସେଟ୍ଟୀଙ୍କ ରିଲ ଲାଇଫ ରୋମାନ୍ସ ଦେଖିବାକୁ ମିଳିବ ଏହି ରିମେକ ଫିଲ୍ମରେ […]

Athiya-wiki

Rakesh Mallick
  • Published: Wednesday, 13 May 2015
  • , Updated: 13 May 2015, 05:51 AM IST

ମୁମ୍ୱାଇ :୧୯୮୩ ମସିହାରେ ସୁବାସ ଘାଇଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ 'ହିରୋ'ର ରିମେକ ହେବାକୁ ଯାଉଛି। ବଲିଉଡର ସୁପରଷ୍ଟାର ସଲମନ ଖାନ୍ ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ନିଖିଲ ଆଡଭାନୀ । ଏହି ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦଦେବେ ଦୁଇଜଣ ୟଙ୍ଗ ଷ୍ଟାରକିଡ୍ । ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପାଞ୍ଚୋଲି ଏବଂ ସୁନୀଲ ସେଟ୍ଟୀଙ୍କ ଝିଅ ଆତିଥ୍ୟା ସେଟ୍ଟୀଙ୍କ ରିଲ ଲାଇଫ ରୋମାନ୍ସ ଦେଖିବାକୁ ମିଳିବ ଏହି ରିମେକ ଫିଲ୍ମରେ ।

Related story