ଚାର୍ଲି ଚାପଲିନଙ୍କ ୧୫୦ତମ ଜୟନ୍ତୀ , ଅପ୍ରତିଦ୍ୱନ୍ଦ୍ୱି କମେଡି ନାୟକଙ୍କ ସର୍ବକାଳୀନ ରେକର୍ଡ଼ ସିନେମା

କମେଡି ଜଗତ୍‌ର ବାଦ୍‌ଶାହା ଚାର୍ଲି ଚାପଲିନଙ୍କ ଏବେ ୧୫୦ତମ ଜୟନ୍ତୀ ଚାଲିଛି।  ମନୋରଞ୍ଜନ ଜଗତରେ  ସେ ହେଉଛନ୍ତି ଅଲ୍‌ ଟାଇମ୍‌ କମିକ ଆକ୍ଟର। ଉନବିଂଶ ଶତାବ୍ଦୀରେ ବିଶ୍ୱର ସବୁଠୁ ଲୋକପ୍ରିୟ କମେଡି କଳାକାର ଚାର୍ଲି ଚାପଲିନ୍‌ ଆଜି ବି ଦର୍ଶକଙ୍କ ହୃଦୟରେ ଛାଇ ହୋଇ ରହିଛନ୍ତି। ବିନା ଶବ୍ଦରେ ଦମଦାର ଆକ୍ସନ କରି  ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି କଳାକାରଙ୍କ ଜୀବନ ଅତି ଦାରୁଣ ଦୁଃଖମୟ ଥିଲା। ତେବେ ତାଙ୍କର ୧୫୦ତମ ଜୟନ୍ତୀ ଉପଲକ୍ଷେ […]

KID (THE)

KID (THE)

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 09:42 PM IST

Sports

Latest News

କମେଡି ଜଗତ୍‌ର ବାଦ୍‌ଶାହା ଚାର୍ଲି ଚାପଲିନଙ୍କ ଏବେ ୧୫୦ତମ ଜୟନ୍ତୀ ଚାଲିଛି।  ମନୋରଞ୍ଜନ ଜଗତରେ  ସେ ହେଉଛନ୍ତି ଅଲ୍‌ ଟାଇମ୍‌ କମିକ ଆକ୍ଟର। ଉନବିଂଶ ଶତାବ୍ଦୀରେ ବିଶ୍ୱର ସବୁଠୁ ଲୋକପ୍ରିୟ କମେଡି କଳାକାର ଚାର୍ଲି ଚାପଲିନ୍‌ ଆଜି ବି ଦର୍ଶକଙ୍କ ହୃଦୟରେ ଛାଇ ହୋଇ ରହିଛନ୍ତି। ବିନା ଶବ୍ଦରେ ଦମଦାର ଆକ୍ସନ କରି  ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି କଳାକାରଙ୍କ ଜୀବନ ଅତି ଦାରୁଣ ଦୁଃଖମୟ ଥିଲା। ତେବେ ତାଙ୍କର ୧୫୦ତମ ଜୟନ୍ତୀ ଉପଲକ୍ଷେ ଆସନ୍ତୁ ଜାଣିଥିବା ତାଙ୍କ ଅଭିନୀତି ହିଟ୍ ଫିଲ୍ମ ବିଷୟରେ।

ତାଙ୍କ ଚର୍ଚ୍ଚିତ ଫିଲ୍ମ ମଧ୍ୟରୁ ‘ଦି କିଡ୍‌’ ଅନ୍ୟତମ। ଏଥିରେ ସେ ଜଣେ ଖିଆଲି ପଥିକ ଭୂମିକାରେ ଆସିଥିଲେ। ଯାହା ଦର୍ଶକଙ୍କୁ ଖୁବ୍‌ ଛୁଇଁଥିଲା ତାଙ୍କର ଅନ୍ୟ ଏକ ଲୋକପ୍ରିୟ ଚଳଚ୍ଚିତ୍ର ହେଉଛି ‘ଦି ଗୋଲଡ୍ ରସ୍’। ସେହିପରି ତାଙ୍କର ଅନ୍ୟ ଏକ ବ୍ଲକ ବଷ୍ଟର ହିଟ୍ ସିନେମା ହେଉଛି ‘ସିଟି ଲାଇଟ୍ସ୍’। ଏଥିରେ ସେ ଜଣେ ଦୃଷ୍ଟିହୀନ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ତେବେ ଏହି ଅଭିନୟ ଖୁବ୍‌ ବଳିଷ୍ଟ ଥିଲା। ଏହି ତାଲିକାରେ  ସିନେମା ‘ମର୍ଡ଼ନ ଟାଇମ୍ସ’ ଏବଂ  ‘ଦି ଗ୍ରେଟ୍ ଡିରେକ୍ଟର’ ଫିଲ୍ମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story