ହୋଲିରେ ଭାଙ୍ଗ ପିଇ ଦେଇଥିଲେ ବିଦ୍ୟା

ମୁମ୍ବାଇ:ରଙ୍ଗର ପର୍ବ ହୋଲି ଅବସରରେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ତାଙ୍କର ପୁରୁଣା ଦିନର ସ୍ମୃତି ସେୟାର କରିଛନ୍ତି। ସେ କହିଛନ୍ତି,“ ଥରେ ହୋଲିରେ ମୁଁ ଅଜଣାତରେ ଭାଙ୍ଗ ପିଇ ଦେଇଥିଲି। ପରେ ମୁଁ ଖାଲି ହସୁଥିଲି। ସେତେବେଳେ ମୋର ବୟସ ୧୬ ବର୍ଷର ଥିଲା।” ସେ ଆହୁରି କହିଛନ୍ତି, ‘‘ରଙ୍ଗର ପର୍ବ ହୋଲିକୁ ମୁଁ ବହୁତ ଭଲ ପାଏ। ହୋଲିରେ ସାବଧାନ ସହ ରଙ୍ଗ ଖେଳିବା ଉଚିତ୍। ଏହା ଆମ ତ୍ୱଚା ଉପରେ ପ୍ରଭାବ ପକାଇଥାଏ। […]

bidya

bidya

Rakesh Mallick
  • Published: Monday, 13 March 2017
  • Updated: 13 March 2017, 08:37 AM IST

Sports

Latest News

ମୁମ୍ବାଇ:ରଙ୍ଗର ପର୍ବ ହୋଲି ଅବସରରେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନ୍‌ ତାଙ୍କର ପୁରୁଣା ଦିନର ସ୍ମୃତି ସେୟାର କରିଛନ୍ତି।

ସେ କହିଛନ୍ତି,“ ଥରେ ହୋଲିରେ ମୁଁ ଅଜଣାତରେ ଭାଙ୍ଗ ପିଇ ଦେଇଥିଲି। ପରେ ମୁଁ ଖାଲି ହସୁଥିଲି। ସେତେବେଳେ ମୋର ବୟସ ୧୬ ବର୍ଷର ଥିଲା।”

ସେ ଆହୁରି କହିଛନ୍ତି, ‘‘ରଙ୍ଗର ପର୍ବ ହୋଲିକୁ ମୁଁ ବହୁତ ଭଲ ପାଏ। ହୋଲିରେ ସାବଧାନ ସହ ରଙ୍ଗ ଖେଳିବା ଉଚିତ୍। ଏହା ଆମ ତ୍ୱଚା ଉପରେ ପ୍ରଭାବ ପକାଇଥାଏ। ରଙ୍ଗ ଖେଳିବା ପୂର୍ବରୁ ଚର୍ମ ଓ କେଶରେ ନଡ଼ିଆ ତେଲ ଲଗାନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story