କ୍ୟାମିଲାଙ୍କ କ୍ରୋଧ; କମେଣ୍ଟ୍ ପଢ଼ି ଦେଲେ କଡ଼ା ଜବାବ

ନ୍ୟୁୟର୍କ: ଆମେରିକୀୟ ମଡେଲ ଓ ଅଭିନେତ୍ରୀ କ୍ୟାମିଲା ମୋରୋନ୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ସ୍ୱର୍ଗତ ହଲିଉଡ୍ ଷ୍ଟାର୍ ଲରେନ୍‌ ବ୍ୟାକାଲ୍‌ ଓ ହମ୍ପ୍ରେ ବୋଗାର୍ଟଙ୍କ ଫଟୋ ପୋଷ୍ଟ୍ କରିଥିଲେ ଓ ଲେଖିଥିଲେ,“ପ୍ରେମ ଏମିତି ହେବା କଥା’। ଲରେନ୍ ଓ ହମ୍ପ୍ରେଙ୍କ ମଧ୍ୟରେ ବୟସ ବ୍ୟବଧାନ ୨୦ ବର୍ଷରୁ ଅଧିକ ଥିଲା। ତଥାପି ଦୁହେଁ ବାହା ହୋଇଥିଲେ। ବାହାଘରର ୧୨ ବର୍ଷ ପରେ ଲରେନ୍‌ଙ୍କ ପରଲୋକ ହୋଇଯାଇଥିଲା। ସେମାନଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି। ତେବେ କ୍ୟାମିଲା କାହିଁକି […]

leocamila

leocamila

Jitendra Garnayak
  • Published: Thursday, 01 August 2019
  • Updated: 01 August 2019, 03:23 PM IST

Sports

Latest News

ନ୍ୟୁୟର୍କ: ଆମେରିକୀୟ ମଡେଲ ଓ ଅଭିନେତ୍ରୀ କ୍ୟାମିଲା ମୋରୋନ୍ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ସ୍ୱର୍ଗତ ହଲିଉଡ୍ ଷ୍ଟାର୍ ଲରେନ୍‌ ବ୍ୟାକାଲ୍‌ ଓ ହମ୍ପ୍ରେ ବୋଗାର୍ଟଙ୍କ ଫଟୋ ପୋଷ୍ଟ୍ କରିଥିଲେ ଓ ଲେଖିଥିଲେ,“ପ୍ରେମ ଏମିତି ହେବା କଥା’।

ଲରେନ୍ ଓ ହମ୍ପ୍ରେଙ୍କ ମଧ୍ୟରେ ବୟସ ବ୍ୟବଧାନ ୨୦ ବର୍ଷରୁ ଅଧିକ ଥିଲା। ତଥାପି ଦୁହେଁ ବାହା ହୋଇଥିଲେ। ବାହାଘରର ୧୨ ବର୍ଷ ପରେ ଲରେନ୍‌ଙ୍କ ପରଲୋକ ହୋଇଯାଇଥିଲା। ସେମାନଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି।

ତେବେ କ୍ୟାମିଲା କାହିଁକି ସେମାନଙ୍କ ଫଟୋ ପୋଷ୍ଟ୍ କଲେ? କିଛି ଅନୁମାନ ଲଗାଇ ପାରୁଛନ୍ତି? କ୍ୟାମିଲାଙ୍କୁ ଏବେ ୨୨ ବର୍ଷ ହୋଇଛି। ଆଉ ଏବେ ସେ ଯାହାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ତାଙ୍କୁ ହେଲାଣି ୪୪। ସେ ହେଉଛନ୍ତି ହଲିଉଡ୍ ସୁପରଷ୍ଟାର ଲିଓନାର୍ଡୋ ଡି'କ୍ୟାପ୍ରିଓ। ଏବେ ଆପଣ ବୁଝି ଯାଇଥିବେ ଯେ, କ୍ୟାମିଲା କାହିଁକି ଏ ପୋଷ୍ଟ୍ କରିଥିଲେ।

View this post on Instagram

A love like this

A post shared by Camila Morrone (@camilamorrone) on

ତେବେ ଲୋକେ ଏହାକୁ ଗ୍ରହଣ କରି ପାରି ନଥିଲେ ଓ ଏବଂ ଗାଳିମନ୍ଦ କରି ନା ନା ପ୍ରକାରର ଖରାପ ପ୍ରତିକ୍ରିୟା ଦେଇଥିଲେ। ଜଣେ ଇନ୍‌ଷ୍ଟାଗ୍ରାମ୍‌ ୟୁଜର ଲେଖିଥିଲେ,“ତୁମ ଦୁହିଁଙ୍କ ପ୍ରେମ ଆଉ ବର୍ଷେ କି ଦୁଇ ବର୍ଷ। ତା’ ପରେ ସେ ତୁମକୁ ଛାଡ଼ି ଦେବଲୋ ଝିଅ। ଏବଠୁ ବ୍ୟାଗ୍‌ପତ୍ର ବାନ୍ଧି ରଖିଥାଅ।” ସେହିପରି ଆଉ ଜଣେ ଲେଖିଥିଲେ,“ତାଙ୍କ ଆଖି କେବଳ ତୁମ ଶରୀର ଉପରେ।”

ଏ ସବୁ କମେଣ୍ଟ୍ ପଢ଼ି କ୍ୟାମିଲା ପୂରା ରାଗି ଯାଇଥିଲେ ଓ କଡ଼ା ଜବାବ ବି ଦେଇଥିଲେ। କ୍ୟାମିଲା ଲେଖିଥିଲେ,“ମୁଁ ମୋ ଇନ୍‌ଷ୍ଟାଗ୍ରାମ୍‌ରେ କିଛି କମେଣ୍ଟ ପଢ଼ିଲି। ହେ ଭଗବାନ, ଲୋକମାନେ ଏତେ ଛୋଟବୁଦ୍ଧିଆ। ସେମାନେ ଯେଉଁ ବିଷୟରେ କିଛି ଜାଣନ୍ତି ନାହିଁ, ତାକୁ ନେଇ ଏତେ ରାଗନ୍ତି? ମୁଁ ଆଶା କରୁଛି ଲୋକେ କମ୍ ଘୃଣା କରନ୍ତୁ ଏବଂ ସେମାନଙ୍କ ସମୟ ଓ ଆଗ୍ରହକୁ ଅନ୍ୟ କୌଣସି ସ୍ଥାନରେ ଉପଯୋଗ କରନ୍ତୁ। କାରଣ ଘୃଣା ନ କରି ବଞ୍ଚିଲେ ବହୁତ ଭଲ ଅନୁଭବ ହୁଏ।”

ସୂଚନାଯୋଗ୍ୟ, କ୍ୟାମିଲା ଓ ଲିଓନାର୍ଡୋ ବର୍ଷେ ହେଲା ଡେଟ୍ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story