ବୋଲ୍ଡ ସିନ୍‌ ଦେବାରେ ଏମାନେ ମାହିର୍‌

ହାଇଦ୍ରାବାଦ: ଫିଲ୍ମ ହେଉଛି ମନୋରଞ୍ଜନର ଏକ ମାଧ୍ୟମ। ଧୀରେ ଧୀରେ ଏଥିରେ ବହୁ ପରିବର୍ତ୍ତନ ଆସିଲାଣି। ପ୍ରତିବର୍ଷ ନୂଆ ନୂଆ ଆଇଟମ୍‌ ଯୋଡ଼ି ହୋଇଯାଉଛି। ଯେମିତି ଫିଲ୍ମରେ ବୋଲ୍ଡ ସିନ୍‌। ଫିଲ୍ମ ହିଟ୍‌ କରାଇବାରେ ଏହାକୁ ଏକ ଭାବେ ଗ୍ରହଣ କରିନେଲେଣି ନିର୍ଦ୍ଦେଶକ ଓ ପ୍ରଯୋଜକ। କେତେକ କ୍ଷେତ୍ରରେ ଏହା ସଫଳ ହେଉଥିବା ବେଳେ ଆଉ କେତେବେଳେ ଫ୍ଲପ୍‌ ସାବ୍ୟସ୍ତ ହେଉଛନ୍ତି। ତଥାପି ପ୍ରଯୋଜନ ଓ ନିର୍ଦ୍ଦେଶକଙ୍କ ମୁଣ୍ଡରୁ ଏହି ଭୂତି ଉତୁରୁନି। ଫିଲ୍ମ ନିର୍ମାଣ କରିବା […]

south heroin

south heroin

Rakesh Mallick
  • Published: Sunday, 06 May 2018
  • Updated: 06 May 2018, 04:05 AM IST

Sports

Latest News

ହାଇଦ୍ରାବାଦ: ଫିଲ୍ମ ହେଉଛି ମନୋରଞ୍ଜନର ଏକ ମାଧ୍ୟମ। ଧୀରେ ଧୀରେ ଏଥିରେ ବହୁ ପରିବର୍ତ୍ତନ ଆସିଲାଣି। ପ୍ରତିବର୍ଷ ନୂଆ ନୂଆ ଆଇଟମ୍‌ ଯୋଡ଼ି ହୋଇଯାଉଛି। ଯେମିତି ଫିଲ୍ମରେ ବୋଲ୍ଡ ସିନ୍‌। ଫିଲ୍ମ ହିଟ୍‌ କରାଇବାରେ ଏହାକୁ ଏକ ଭାବେ ଗ୍ରହଣ କରିନେଲେଣି ନିର୍ଦ୍ଦେଶକ ଓ ପ୍ରଯୋଜକ। କେତେକ କ୍ଷେତ୍ରରେ ଏହା ସଫଳ ହେଉଥିବା ବେଳେ ଆଉ କେତେବେଳେ ଫ୍ଲପ୍‌ ସାବ୍ୟସ୍ତ ହେଉଛନ୍ତି। ତଥାପି ପ୍ରଯୋଜନ ଓ ନିର୍ଦ୍ଦେଶକଙ୍କ ମୁଣ୍ଡରୁ ଏହି ଭୂତି ଉତୁରୁନି। ଫିଲ୍ମ ନିର୍ମାଣ କରିବା ପୂର୍ବରୁ ଅଭିନେତ୍ରୀଙ୍କଠାରୁ ନେଇଛନ୍ତି ବୋଲ୍ଡ ସିନ୍‌ କରାଇବାର ପ୍ରତିଶ୍ରୁତି। ଆଉ ସମୟ ସୁବିଧା ଦେଖି ବୋଲ୍ଡ ସିନ୍‌ ସୁଟିଂ କରାଉଛନ୍ତି। ଏମିତି ପରମ୍ପରା ବିଶେଷକରି ସାଉଥ୍‌ ଇଣ୍ଡଷ୍ଟ୍ରିରେ ବେଶୀ ଦେଖିବାକୁ ମିଳିଥାଏ। ଆସନ୍ତୁ ଦେଖିବା ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ହଟ୍‌ ବୋଲ୍ଡ ଆକ୍ଟ୍ରସଙ୍କୁ।

ପ୍ରିୟାମଣୀ: ପ୍ରିୟାମଣୀ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣେ ପରିଚିତ ଅଭିନେତ୍ରୀ। ସେ ଅନେକ ଫିଲ୍ମରେ ବୋଲ୍ଡ ସିନ୍‌ ଦେଇଛନ୍ତି। ଶୁଣିବାକୁ ମିଳେ କୁଆଡେ ଏହି ଅଭିନେତ୍ରୀଙ୍କ ବୋଲ୍ଡ ସିନ୍‌ ବହୁ ଡିମାଣ୍ଡ। ସେଥିପାଇଁ ଅଭିନେତାଙ୍କ ପ୍ରଥମ ପସନ୍ଦ ଏହି ଅଭିନେତ୍ରୀ ଥାଆନ୍ତି। ଏଥିପାଇଁ ପ୍ରିୟାମଣୀ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି।

ଚାର୍ମି କୌର: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚାର୍ମି ଜଣେ ପରିଚିତ ଅଭିନେତ୍ରୀ। ସେ ବହୁ ଫିଲ୍ମରେ ଅଭିନୟ କରି ସ୍ୱତନ୍ତ୍ର ଛାପ ଛାଡ଼ିଛନ୍ତି। ସେ ମଧ୍ୟ ଅନେକ ଫିଲ୍ମରେ ବୋଲ୍ଡ ସିନ୍‌ ଦେଇଛନ୍ତି। ଏଥିପାଇଁ ତାଙ୍କୁ କହିବାକୁ ପଡ଼େ ନାହିଁ। ପରିସ୍ଥିତିକୁ ଖାପ୍‌ ଖୁଆଇଲା ଭଳି ସିନ୍‌ କରିଥାଆନ୍ତି।

ସୃତି ହାସନ୍‌: ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ସୃତି ହାସନ୍‌। ବାପାଙ୍କ ପରି ଝିଅ ଇଣ୍ଡଷ୍ଟ୍ରିରେ ଜଣେ ପରିଚିତ କଳାକାର। ସେ ମଧ୍ୟ ବହୁ ଫିଲ୍ମରେ ବୋଲ୍ଡ୍‌ ସିନ୍‌ ଦେଇଛନ୍ତି।

ହେମାନୀ: ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ହେମାନୀ ଜଣେ ପରିଚିତ ନାଁ। ସେ ଅନେକ ଫିଲ୍ମରେ ବୋଲ୍ଡ ସିନ୍‌ ଦେଇଛନ୍ତି। ଏହାଛଡ଼ା ବହୁ ଫିଲ୍ମରେ ଆଇଟମ୍‌ ନୃତ୍ୟ ମଧ୍ୟ କରିଛନ୍ତି। ସେ ବେଶୀ ଆଇଟମ୍‌ ଡ୍ୟାନ୍ସର ଭାବେ ପରିଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story