ହଟ୍‌ ଫଟୋ ପୋଷ୍ଟ କଲେ ପୁନମ୍‌

ମୁମ୍ବାଇ: ପୁନମ ପାଣ୍ଡେ ଏପରି ଜଣେ ମଡେଲ ତଥା ଅଭିନେତ୍ରୀ ସବୁବେଳେ ସୋସିଆଲ ମିଡିଆରେ ତାଙ୍କର ହଟ୍‌ ଫଟୋ ପୋଷ୍ଟ କରିଥାନ୍ତି। ପୁନମ ପୁଣି ଥରେ ସୋସିଆଲ ମିଡ଼ିଆରେ ଏକ ହଟ୍‌ ଫଟୋ ପୋଷ୍ଟ କରିଛନ୍ତି।

ପୁନମ ଟ୍ୱିଟ୍ କରି କହିଛନ୍ତି,“ମୁଁ ଏକ ସିକ୍ରେଟ୍ ପୋଜେକ୍ଟ ସୁଟିଂରେ ବହୁତ ଉତ୍ସାହିତ ଅଛି।”

ପୁନମ ‘ଭାଲେନଟାଇନ ଡେ’ରେ ଏକ ବିକିନି ପିନ୍ଧା ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।