ହଟ୍‌ ଫଟୋ ପୋଷ୍ଟ କଲେ ପୁନମ୍‌

ମୁମ୍ବାଇ: ପୁନମ ପାଣ୍ଡେ ଏପରି ଜଣେ ମଡେଲ ତଥା ଅଭିନେତ୍ରୀ ସବୁବେଳେ ସୋସିଆଲ ମିଡିଆରେ ତାଙ୍କର ହଟ୍‌ ଫଟୋ ପୋଷ୍ଟ କରିଥାନ୍ତି। ପୁନମ ପୁଣି ଥରେ ସୋସିଆଲ ମିଡ଼ିଆରେ ଏକ ହଟ୍‌ ଫଟୋ ପୋଷ୍ଟ କରିଛନ୍ତି। ପୁନମ ଟ୍ୱିଟ୍ କରି କହିଛନ୍ତି,“ମୁଁ ଏକ ସିକ୍ରେଟ୍ ପୋଜେକ୍ଟ ସୁଟିଂରେ ବହୁତ ଉତ୍ସାହିତ ଅଛି।” ପୁନମ ‘ଭାଲେନଟାଇନ ଡେ’ରେ ଏକ ବିକିନି ପିନ୍ଧା ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

poonam_pandey_

poonam_pandey_

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 02:54 PM IST

Sports

Latest News

ମୁମ୍ବାଇ: ପୁନମ ପାଣ୍ଡେ ଏପରି ଜଣେ ମଡେଲ ତଥା ଅଭିନେତ୍ରୀ ସବୁବେଳେ ସୋସିଆଲ ମିଡିଆରେ ତାଙ୍କର ହଟ୍‌ ଫଟୋ ପୋଷ୍ଟ କରିଥାନ୍ତି। ପୁନମ ପୁଣି ଥରେ ସୋସିଆଲ ମିଡ଼ିଆରେ ଏକ ହଟ୍‌ ଫଟୋ ପୋଷ୍ଟ କରିଛନ୍ତି।

ପୁନମ ଟ୍ୱିଟ୍ କରି କହିଛନ୍ତି,“ମୁଁ ଏକ ସିକ୍ରେଟ୍ ପୋଜେକ୍ଟ ସୁଟିଂରେ ବହୁତ ଉତ୍ସାହିତ ଅଛି।”

ପୁନମ ‘ଭାଲେନଟାଇନ ଡେ’ରେ ଏକ ବିକିନି ପିନ୍ଧା ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos