‘କସୌଟି-୨’ରେ ମିଷ୍ଟର ବଜାଜ ରୋଲ ପ୍ଲେ କରିବେ କରନ, ଫିସ୍‌ ବି କାହିଁରେ କେତେ

ମୁମ୍ୱାଇ: ‘ଦିଲ ମିଲ ଗେୟ’ ଫେମ୍‌ କରନ ସିଂହ ଗ୍ରୋଭର ୬  ବର୍ଷ ପରେ ଛୋଟ ପରଦାରେ କମ୍‌ ବ୍ୟାକ୍‌ କରିବାକୁ ଯାଉଛନ୍ତି। କସୌଟି ସିରିୟଲରେ ସେ ମିଷ୍ଟର ବଜାଜ ରୋଲ ପ୍ଲେ କରିବେ। ଅରିଜିନାଲ ଶୋ’ରେ ଏହି ଆଇକନିକ୍‌ ଚରିତ୍ର ରୋନିତ ରୟ କରୁଥିଲେ। ଏହାର ଦ୍ୱିତୀୟ ସଂସ୍କରଣରେ କରନ ଯୋଡି ହେବା ଖବର ଶୁଣି ତାଙ୍କ ଫ୍ୟାନ୍‌ଙ୍କ ପାଦ ଆଉ ତଳେ ଲାଗୁ ନାହିଁ। ହେଲେ ମିଡିଆ ରିପୋର୍ଟ ମୁତାବକ , ମିଷ୍ଟର ବଜାଜ […]

karan-2..

karan-2..

Niharika Rout
  • Published: Saturday, 15 June 2019
  • Updated: 15 June 2019, 12:55 PM IST

ମୁମ୍ୱାଇ: ‘ଦିଲ ମିଲ ଗେୟ’ ଫେମ୍‌ କରନ ସିଂହ ଗ୍ରୋଭର ୬  ବର୍ଷ ପରେ ଛୋଟ ପରଦାରେ କମ୍‌ ବ୍ୟାକ୍‌ କରିବାକୁ ଯାଉଛନ୍ତି। କସୌଟି ସିରିୟଲରେ ସେ ମିଷ୍ଟର ବଜାଜ ରୋଲ ପ୍ଲେ କରିବେ। ଅରିଜିନାଲ ଶୋ’ରେ ଏହି ଆଇକନିକ୍‌ ଚରିତ୍ର ରୋନିତ ରୟ କରୁଥିଲେ। ଏହାର ଦ୍ୱିତୀୟ ସଂସ୍କରଣରେ କରନ ଯୋଡି ହେବା ଖବର ଶୁଣି ତାଙ୍କ ଫ୍ୟାନ୍‌ଙ୍କ ପାଦ ଆଉ ତଳେ ଲାଗୁ ନାହିଁ।

ହେଲେ ମିଡିଆ ରିପୋର୍ଟ ମୁତାବକ , ମିଷ୍ଟର ବଜାଜ କ୍ୟାରେକ୍ଟରକୁ ପରଦାରେ ଜୀବନ୍ତ କରାଇବା ଲାଗି କରନଙ୍କୁ ପ୍ରଡକ୍ସନ ହାଉସ୍‌ ପକ୍ଷରୁ ମାସକୁ ୭୫ ଲକ୍ଷ ଟଙ୍କା ଫିସ୍‌ ଦିଆଯିବ। ଏକତା କପୁର କରନଙ୍କୁ ଏହି ଶୋ’ରେ କାଷ୍ଟ କରିବାକୁ ଚାହୁଁଛନ୍ତି। କିନ୍ତୁ ଟିଭି ଲାଗି ଲମ୍ୱା ସମୟ ପର୍ଯ୍ୟନ୍ତ ଶୁଟିଂ କରିବାକୁ ପଡୁଥିବାରୁ କରନ ପ୍ରଥମେ ଏଥିଲାଗି ରାଜି ନ ଥିଲେ।

ଗୋଟିଏ ପ୍ରୋଜେକ୍ଟକୁ କରନ ଏଥିଲାଗି ଅଧିକ ସମୟ ଦେବାକୁ  ମଧ୍ୟ ପ୍ରସ୍ତୁତ ନ ଥିବା ଜଣାଯାଇଛି।  ହେଲେ ଶୋ’ର ପ୍ରଡ୍ୟୁସର ଏକତା  ମଧ୍ୟ ନଛୋଡବନ୍ଧା।   ଯେକୌଣସି ପ୍ରକାରେ ମିଷ୍ଟର ବଜାଜ ରୋଲ ଲାଗି ସେ କରନଙ୍କୁ ନେବାକୁ ଚାହୁଁଥିଲେ। ଏଥିଲାଗି ସେ ତାଙ୍କର ସବୁ ଡିମାଣ୍ଡ ପୂରା କରିବାକୁ ପଛାଇ ନାହାନ୍ତି। ଦେଖିବାକୁ ବାକି ରହିଲା, ନୂଆ ମିଷ୍ଟର ବଜାଜଙ୍କ ଏଣ୍ଟ୍ରି ପରେ ଶୋ’ର ଟିଆରପି କେତେ ବଢୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story