ରିଲିଜ୍‌ ହେଲା ‘ସୁପର- ୩୦'ର ଟ୍ରେଲର୍: ମିଳୁଛି ଜବରଦସ୍ତ ରେସ୍‌ପନ୍ସ

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡଶମ୍‌ ହଙ୍କ୍ ହ୍ରିତିକ୍‌ ରୋଶନଙ୍କ ଅଭିନିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୁପର- ୩୦’ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ ହୋଇସାରିଛି। ସଫଳ ଶିକ୍ଷାବିତ୍‌ ତଥା ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ଜୁଲାଇ ୧୨ରେ ରିଲିଜ୍‌ ହେବ। ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ଏବେ ଇଣ୍ଟରନେଟ୍‌ରେ ଛାଇଯାଇଛି। Supeb Superb Superb! Bahot badia👍👍 #Super30Trailer pic.twitter.com/Kml9ECelZ3 — I ❤️ Hrithik Roshan […]

super-30

super-30

Chinmayee Roy
  • Published: Tuesday, 04 June 2019
  • Updated: 04 June 2019, 04:59 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ହ୍ୟାଣ୍ଡଶମ୍‌ ହଙ୍କ୍ ହ୍ରିତିକ୍‌ ରୋଶନଙ୍କ ଅଭିନିତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୁପର- ୩୦’ଏବେ ରିଲିଜ୍‌ ପାଇଁ ପ୍ରସ୍ତୁତ ହୋଇସାରିଛି। ସଫଳ ଶିକ୍ଷାବିତ୍‌ ତଥା ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ଜୁଲାଇ ୧୨ରେ ରିଲିଜ୍‌ ହେବ। ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ଏବେ ଇଣ୍ଟରନେଟ୍‌ରେ ଛାଇଯାଇଛି।

https://twitter.com/Hrithikdbest/status/1135818898110967808

ଫିଲ୍ମରେ ହ୍ରିତିକ୍‌ ମୁଖ୍ୟ ଚରିତ୍ର ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ହ୍ରିତିକଙ୍କ ବିପକ୍ଷରେ ଅଭିନେତ୍ରୀ ମୃଣାଳ ଠାକୁର ଅଭିନୟ କରିଛନ୍ତି। ଟ୍ରେଲର ରିଲିଜ୍ ହେବା ପରେ ସୋଶାଲ ମିଡିଆରେ ଏହାକୁ ଜବରଦସ୍ତ ରେସ୍‌ପନ୍ସ ମିଳିଛି। କିଛି ଦର୍ଶକ ତ ଏହାକୁ ଏବେଠୁ ବ୍ଲକବଷ୍ଟର ବୋଲି କହିବା ଆରମ୍ଭ କରିସାରିଲେଣି। କିଏ କହୁଛି ଫିଲ୍ମ ୨୦୦ କୋଟି କମେଇବ ତ କିଏ ପୁଣି କହୁଛି ଫିଲ୍ମଟିର ଆୟ ୪୦୦ କୋଟି ଟପିଯିବ। ଟ୍ରେଲରରେ ଦର୍ଶକ ହ୍ରିତକଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି।

https://twitter.com/Vivekmallick16/status/1135818808130543616

ହ୍ରିତିକ୍‌ଙ୍କର ଏହି ଫିଲ୍ମ ଅନେକ କିଛି କାରଣ ପାଇଁ ଚର୍ଚ୍ଚାରେ ରହିଆସିଛି। ଗତ ବର୍ଷ ଫିଲ୍ମର ନିର୍ଦ୍ଦେଶକ ବିକାଶ ବହଲଙ୍କ ଉପରେ Me Too ଅଭିଯୋଗ ଆସିଥିଲା। ଏହାକୁ ନେଇ ବିବାଦ ଜୋର ଧରିବାରୁ ବିକାଶଙ୍କୁ ନିର୍ଦ୍ଦେଶକର କ୍ରେଡିଟ୍ ମିଳିପାରିନଥିଲା। ହେଲେ ବର୍ତ୍ତମାନ Me Too ମାମଲାରେ କ୍ଲିନ୍‌ଚିଟ୍‌ ମିଳିବା ପରେ ବିକାଶଙ୍କୁ ପୁଣିଥରେ ନିର୍ଦ୍ଦେଶକର କ୍ରେଡିଟ୍‌ ଦିଆଯାଇଛି। ବିକାଶଙ୍କ ବ୍ୟତିତ ଫିଲ୍ମଟି କଙ୍ଗନା ଓ ହ୍ରିତିକଙ୍କ ବିବାଦ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲା। ଏହା ପୂର୍ବରୁ ହ୍ରିତିଙ୍କ ଫିଲ୍ମ ‘କାବିଲ’ ରିଲିଜ୍ ହୋଇଥିଲା। ଏହାକୁ ଭଲ ରେସ୍‌ପନ୍ସ ମିଳିବା ସହ ବକ୍ସ ଅଫିସ୍‌ରେ ଭଲ ଆୟ ମଧ୍ୟ ହୋଇଥିଲା। ତେଣୁ ‘ସୁପର- ୩୦’ ମଧ୍ୟ ସେହିଭଳି ସଫଳତା ପାଇବ ବୋଲି ଦର୍ଶକଙ୍କର ଆଶା ରହିଛି।

https://youtu.be/QpvEWVVnICE

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story