ସୁନୈନାଙ୍କ ସମ୍ପର୍କକୁ କାହିଁକି ବିରୋଧ କରୁଛନ୍ତି ରୋଶନ ପରିବାର?

ମୁମ୍ବାଇ:  ବଲିଉଡର ଜଣାଶୁଣା ରୋଶନ ପରିବାରରେ ଏବେ ସବୁକିଛି ଠିକ୍‌ଠାକ ଚାଲି ନାହିଁ। ହ୍ରିତିକ ରୋଶନଙ୍କ ଭଉଣୀ ସୁନୈନା ରୋଶନଙ୍କର ତାଙ୍କ ବାପା, ଭାଇଙ୍କ ସହ ହୋଇଥିବା ଝଗଡା ବି ଟାଉନରେ ଗସିପ୍‌ର କାରଣ ପାଲଟିଛି। ସୁନୈନାଙ୍କ ବୟଫ୍ରେଣ୍ଡ ଜଣେ ମୁସଲିମ୍‌ ହୋଇଥିବାରୁ ତାଙ୍କୁ ବାପା, ଭାଇଙ୍କ ରୋଷର ଶିକାର ହେବାକୁ ପଡୁଛି ବୋଲି ସେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି। ରିପୋର୍ଟ ଅନୁଯାୟୀ, ସୁନୈନାଙ୍କ ବୟଫ୍ରେଣ୍ଡ ରୁହେଲେ ଅମିନ ଜଣେ ରିପୋର୍ଟର ହୋଇଥିବା ବେଳେ ସେ ବିବାହିତ […]

SUNENA-5..

SUNENA-5..

Niharika Rout
  • Published: Friday, 28 June 2019
  • Updated: 28 June 2019, 10:12 AM IST

Sports

Latest News

ମୁମ୍ବାଇ:  ବଲିଉଡର ଜଣାଶୁଣା ରୋଶନ ପରିବାରରେ ଏବେ ସବୁକିଛି ଠିକ୍‌ଠାକ ଚାଲି ନାହିଁ। ହ୍ରିତିକ ରୋଶନଙ୍କ ଭଉଣୀ ସୁନୈନା ରୋଶନଙ୍କର ତାଙ୍କ ବାପା, ଭାଇଙ୍କ ସହ ହୋଇଥିବା ଝଗଡା ବି ଟାଉନରେ ଗସିପ୍‌ର କାରଣ ପାଲଟିଛି। ସୁନୈନାଙ୍କ ବୟଫ୍ରେଣ୍ଡ ଜଣେ ମୁସଲିମ୍‌ ହୋଇଥିବାରୁ ତାଙ୍କୁ ବାପା, ଭାଇଙ୍କ ରୋଷର ଶିକାର ହେବାକୁ ପଡୁଛି ବୋଲି ସେ ଖୋଲାଖୋଲି ଅଭିଯୋଗ ଆଣିଛନ୍ତି।

ରିପୋର୍ଟ ଅନୁଯାୟୀ, ସୁନୈନାଙ୍କ ବୟଫ୍ରେଣ୍ଡ ରୁହେଲେ ଅମିନ ଜଣେ ରିପୋର୍ଟର ହୋଇଥିବା ବେଳେ ସେ ବିବାହିତ ଅଟନ୍ତି। ତାଙ୍କର୨ ପିଲା ଥିବା ନେଇ ମଧ୍ୟ ନିକଟତମ ସୂତ୍ରରୁ ଜଣାପଡିଛି । ଏ‌ଥିଲାଗି ସୁନୈନାଙ୍କ ପରିବାର ଲୋକେ ଏହି ସମ୍ପର୍କକୁ ପ୍ରବଳ ବିରୋଧ କରୁଛନ୍ତି।  ରାକେଶ ରୋଶନଙ୍କ ପରିବାର ଝିଅ କୌଣସି ପ୍ରକାର ଅସୁବିଧାରେ ନ ପଡୁ ବୋଲି ଚାହୁଁଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ।

ଅପରପକ୍ଷେ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିବା ପରେ ରୋଶନ ପରିବାର ତାଙ୍କୁ ଖୁବ୍‌ ନିର୍ଯାତନା ଦେଉଥିବା କହିଛନ୍ତି ସୁନୈନା। ସେମାନେ ଏଥିରେ ବାଧା ସୃଷ୍ଟି କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଚେରି ହୋଇ ଛିଡା ହୋଇଥିବା ସେ ଅଭିଯୋଗ ଆଣିଛନ୍ତି। ସୁନୈନାଙ୍କ କହିବାନୁଯାୟୀ, ଏ ସମ୍ପର୍କରେ ଜାଣିବା ପରେ ବାପା ରାକେଶ ରୋଶନ ତାଙ୍କୁ ଖୁବ୍‌ ମାରଧର କରିବା ସହ ବୟପ୍ରେଣ୍ଡ ରୁହେଲଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଛନ୍ତି।

ସୁନୈନା ପୂର୍ବରୁ ୨ ଥର ବିବାହ କରି ସାରିଥିବା ବେଳେ ତାହା ଅସଫଳ ରହିଛି। ତେଣୁ ପୁଣି କୌଣସି ଭୁଲ ପଦକ୍ଷେପ ଝିଅ ନେଇ ପଶ୍ଚାତାପ କରୁ ବୋଲି ଚାହୁଁ ନାହାନ୍ତି ରୋଶନ ପରିବାର।

ନିଜ ପରିବାର ସଦସ୍ୟଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ନେଇ ବହୁଥର ଟୁଇଟ୍‌ ଜରିଆରେ ସୁନୈନା ଅଭିଯୋଗ ଆଣିଛନ୍ତି। ଏଥିଯୋଗୁ ତାଙ୍କୁ ନର୍କରେ ବଞ୍ଚିବା ପରି ଲାଗୁଥିବା ସେ କହିଛନ୍ତି। ବହୁ ପୂର୍ବରୁ ହ୍ରିତିକ-କଙ୍ଗନାଙ୍କ ମଧ୍ୟରେ ଚାଲିଥିବା ଟ୍ୱିଟର ୱାର ସବୁବେଳେ ଲାଇମ୍‌ଲାଇଟରେ ରହି  ଆସୁଛି। ଏପରି ସ୍ଥିତିରେ ହ୍ରିତିକଙ୍କ ଭଉଣୀ ସୁନୈନାଙ୍କୁ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲି ଏବେ ଖୁବ ସପୋର୍ଟ କରୁଥିବା ଦେଖିବାକୁ ମିଳୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story