ବାପାଙ୍କ ଟିମ୍‌ରେ କାମ କରି ଖୁବ୍‌ ଖୁସି: ହ୍ରିତିକ୍‌

ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ୍‌ ନିଜ ବାପାଙ୍କ କାମକୁ ନେଇ ଖୁବ୍‌ ଗର୍ବ କରୁଛନ୍ତି। ହ୍ରିତିକ୍‌ଙ୍କ କହିବା ମୁତାବକ ତାଙ୍କ ବାପା ରାକେଶ ରୋଶନ୍‌ କଠିନ ପରିଶ୍ରମ କରନ୍ତି। ସେ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ବଳରେ ସବୁକିଛି ପାଇଛନ୍ତି। ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ‘କହୋନା ପ୍ୟାର୍‌ ହୈ’ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିବା ହ୍ରିତିକ୍‌ ନିଜ ବାପାଙ୍କ ଟିମ୍‌ରେ ଜଣେ ସଦସ୍ୟ ଭାବେ କାମ କରୁଥିବାରୁ ଖୁବ୍‌ ଖୁସି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, […]

hrithik

hrithik

Rakesh Mallick
  • Published: Friday, 27 January 2017
  • Updated: 27 January 2017, 04:35 PM IST

ମୁମ୍ବାଇ: ଅଭିନେତା ହ୍ରିତିକ ରୋଶନ୍‌ ନିଜ ବାପାଙ୍କ କାମକୁ ନେଇ ଖୁବ୍‌ ଗର୍ବ କରୁଛନ୍ତି। ହ୍ରିତିକ୍‌ଙ୍କ କହିବା ମୁତାବକ ତାଙ୍କ ବାପା ରାକେଶ ରୋଶନ୍‌ କଠିନ ପରିଶ୍ରମ କରନ୍ତି। ସେ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ବଳରେ ସବୁକିଛି ପାଇଛନ୍ତି।

ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ‘କହୋନା ପ୍ୟାର୍‌ ହୈ’ ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ପାଦ ରଖିଥିବା ହ୍ରିତିକ୍‌ ନିଜ ବାପାଙ୍କ ଟିମ୍‌ରେ ଜଣେ ସଦସ୍ୟ ଭାବେ କାମ କରୁଥିବାରୁ ଖୁବ୍‌ ଖୁସି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, “ମୋ ବାପାଙ୍କ ଜୋସ୍‌ କେବେ ଥଣ୍ଡା ପଡ଼ିବ ନାହିଁ। ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ତାଙ୍କୁ କାହାର ସାହାଯ୍ୟର ଆବଶ୍ୟକତା ନାହିଁ। ସେ ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ ନିଜ ବଳରେ ସବୁ କିଛି ପାଇଛନ୍ତି। ଏହାକୁ ସେ ସବୁବେଳେ ବଜାୟ ରଖିବେ।”

ନିକଟରେ ରିଲିଜ ହୋଇଥିବା ହ୍ରିତିକ୍‌ଙ୍କ ‘କାବୀଲ’ ତାଙ୍କ ବାପାଙ୍କ ବ୍ୟାନର ଫିଲ୍ମକ୍ରାଫ୍ଟ ପ୍ରଡକ୍‌ସନ୍‌ ଅଧୀନରେ ନିର୍ମିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story