ଆଇଫାରେ ପ୍ରଦର୍ଶିତ ହେବ 'ଦିଲ୍ ଧଡକନେ ଦୋ’

ମୁମ୍ବାଇ: ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ବହୁ ଷ୍ଟାରକାଷ୍ଟ ବିଶିଷ୍ଟ ଚଳଚ୍ଚିତ୍ର ’ଦିଲ୍ ଧଡକନେ ଦୋ’ ଜୁନ ୬ରେ ମାଲସିଆରେ ଆରମ୍ଭ ହେବାକୁ ଥିବା ଆଇଫା ଫିଲ୍ମ ଫେଷ୍ଟିୱାଲରେ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବାର ଗୋଟିଏ ଦିନ ପୂର୍ବରୁ ବା ଜୁନ ୫ ତାରିଖରେ ବିଶ୍ୱବ୍ୟାପୀ ରିଲିଜ ହେବ। ଏଥିରେ ଷ୍ଟାର କାଷ୍ଟ ଭାବେ ବରିଷ୍ଠ ଅଭିନେତା ଅନିଲ କପୁର, ପ୍ରିୟଙ୍କା ଚୋପ୍ରା, ରଣବୀର ସିଂହ, ଫରାନ୍ ଅଖତର, ଅନୁଷ୍କା ଶର୍ମା ଓ ଶେଫାଲୀ ଶାହ […]

dil-dhadakne-do

Rakesh Mallick
  • Published: Sunday, 17 May 2015
  • , Updated: 17 May 2015, 01:52 PM IST

ମୁମ୍ବାଇ: ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ବହୁ ଷ୍ଟାରକାଷ୍ଟ ବିଶିଷ୍ଟ ଚଳଚ୍ଚିତ୍ର ’ଦିଲ୍ ଧଡକନେ ଦୋ’ ଜୁନ ୬ରେ ମାଲସିଆରେ ଆରମ୍ଭ ହେବାକୁ ଥିବା ଆଇଫା ଫିଲ୍ମ ଫେଷ୍ଟିୱାଲରେ ପ୍ରଦର୍ଶିତ ହେବ।

ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହେବାର ଗୋଟିଏ ଦିନ ପୂର୍ବରୁ ବା ଜୁନ ୫ ତାରିଖରେ ବିଶ୍ୱବ୍ୟାପୀ ରିଲିଜ ହେବ। ଏଥିରେ ଷ୍ଟାର କାଷ୍ଟ ଭାବେ ବରିଷ୍ଠ ଅଭିନେତା ଅନିଲ କପୁର, ପ୍ରିୟଙ୍କା ଚୋପ୍ରା, ରଣବୀର ସିଂହ, ଫରାନ୍ ଅଖତର, ଅନୁଷ୍କା ଶର୍ମା ଓ ଶେଫାଲୀ ଶାହ ପ୍ରମୁଖଙ୍କ ବଳିଷ୍ଠ ଅଭିନୟ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ସହ-ନିର୍ଦ୍ଦେଶକ ଭାବେ ଫରାନ୍ ଓ ରିତେଶ୍ ସିଦ୍ଧୱାନି ରହିଛନ୍ତି।

Related story