‘ରେଡ୍‌’ର ପ୍ରମୋସନ ସମୟରେ କାହିଁକି ରାଗିଲେ ଇଲିଆନା?

ମୁମ୍ବାଇ: ଆଗକୁ ରିଲିଜ୍‌ ହେବାକୁ ଯାଉଛି ଅଜୟ ଦେବଗନ୍ ଓ ଇଲିଆନା ଡିକ୍ରୁଜ୍‌ଙ୍କ ଫିଲ୍ମ ‘ରେଡ୍‌’। ଏଥିପାଇଁ ଦୁହେଁ ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣିଛନ୍ତି ଏମିତି କ’ଣ ହେଲା କେଜାଣି ପ୍ରମୋସନ ସମୟରେ ଇଲିଆନା ଖୁବ୍‌ ଜୋରରେ ରାଗିଗଲେ। କଥା କିନ୍ତୁ ସେମିତି କିଛି ବଡ଼ ନୁହେଁ। ତାଙ୍କ ନାଁ ଉଚ୍ଚାରଣକୁ ନେଇ ସେ ଏମିତି ରାଗିଛନ୍ତି। ଫିଲ୍ମର ପ୍ରମୋସନ କରିବାକୁ ଇଲିଆନା ଓ ଅଜୟ ଏକ ଇଭେଣ୍ଟକୁ ଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ […]

iliana

iliana

Rakesh Mallick
  • Published: Tuesday, 13 March 2018
  • Updated: 13 March 2018, 02:58 PM IST

Sports

Latest News

ମୁମ୍ବାଇ: ଆଗକୁ ରିଲିଜ୍‌ ହେବାକୁ ଯାଉଛି ଅଜୟ ଦେବଗନ୍ ଓ ଇଲିଆନା ଡିକ୍ରୁଜ୍‌ଙ୍କ ଫିଲ୍ମ ‘ରେଡ୍‌’। ଏଥିପାଇଁ ଦୁହେଁ ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଜାଣିଛନ୍ତି ଏମିତି କ’ଣ ହେଲା କେଜାଣି ପ୍ରମୋସନ ସମୟରେ ଇଲିଆନା ଖୁବ୍‌ ଜୋରରେ ରାଗିଗଲେ। କଥା କିନ୍ତୁ ସେମିତି କିଛି ବଡ଼ ନୁହେଁ। ତାଙ୍କ ନାଁ ଉଚ୍ଚାରଣକୁ ନେଇ ସେ ଏମିତି ରାଗିଛନ୍ତି।
ଫିଲ୍ମର ପ୍ରମୋସନ କରିବାକୁ ଇଲିଆନା ଓ ଅଜୟ ଏକ ଇଭେଣ୍ଟକୁ ଯାଇଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧି ସେମାନଙ୍କ ପରିଚୟ ଦେଇଥିଲେ। ସେଠାରେ ସେ ଅଜୟଙ୍କୁ ସୁପରଷ୍ଟାର କହି ସମ୍ବୋଧନ କଲେ। କିନ୍ତୁ ଇଲିଆନାଙ୍କୁ ପରିଚୟ ଦେବା ବେଳେ ତାଙ୍କ ନାଁ ପୂର୍ବରୁ ଷ୍ଟାର ଲଗେଇ ନଥିଲେ କି ତାଙ୍କ ସରନେମ୍‌କୁ ବି ଠିକ୍‌ରେ କହି ନଥିଲେ।

କଥା ହେଉଛି ସେ ଇଲିଆନାଙ୍କ ସରନେମ୍ ଡିକ୍ରୁଜ୍‌ ବଦଳରେ ଡିସୁଜା ଡାକି ଦେଲେ। ପ୍ରକୃତ କଥା ହେଲା ଏମିତି ଥରେ ନୁହେଁ ଦୁଇ ଥର ହେଲାଣି। ଏହା ଶୁଣିବା ପରେ ଇଲିଆନା ପ୍ରଥମେ ଟିକେ ଚୁପ୍‌ ରହିଲେ। କିନ୍ତୁ କିଛି ସମୟ ପରେ ଇଲିଆନା ଖୁବ୍‌ ଫିଡିକି ଥିଲେ। କହିଥିଲେ ପ୍ରଥମେ ଘରୁ ହୋମ୍‌ୱାର୍କ କରି ଆସ । କାହା ନାଁକୁ ଏମିତି ଡାକିଲେ ତାଙ୍କୁ ଖୁବ ଖରାପ ଲାଗିବ। ତେଣୁ ତାଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story