ସାଙ୍ଗସାଥୀର ମା’ ହେବାକୁ ହସ ଲାଗୁଥିଲା: ହେଲେ ରଙ୍ଗବୋଳିଲେ ଭୁଲି ଯାଉଥିଲି ବୟସ

ମୁମ୍ୱାଇ: ନିରୂପମା ରାୟଙ୍କୁ ଛାଡିଦେଲେ ହିନ୍ଦି ଚଳଚ୍ଚିତ୍ର ଜଗତରେ ଯଦି କେହି ନିଖୁଣ ଭାବରେ ମାଆ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ତେବେ ସେ ହେଉଛନ୍ତି ରିମା ଲାଗୁ। ହିନ୍ଦି ଚଳଚ୍ଚିତ୍ର ଜଗତରେ ରା‍କ୍ଷୀ, ଫରିଦା ଜଲାଲ, ୱାହିଦା ରେହେମାନ ଓ ଅରୁଣା ଇରାନିଙ୍କ ଭଳି ଅନେକ ବଡବଡ କଳାକାର ମାଆ ଭୂମିକାରେ ଅଭିନୟ କରିଥିଲେ ମଧ୍ୟ ରିମା ଲାଗୁ  ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ହମ୍‌ ସାଥ ସାଥ ହୈ , ଜିସ୍‌ […]

reema lagu

reema lagu

Rakesh Mallick
  • Published: Thursday, 18 May 2017
  • Updated: 18 May 2017, 11:26 PM IST

ମୁମ୍ୱାଇ: ନିରୂପମା ରାୟଙ୍କୁ ଛାଡିଦେଲେ ହିନ୍ଦି ଚଳଚ୍ଚିତ୍ର ଜଗତରେ ଯଦି କେହି ନିଖୁଣ ଭାବରେ ମାଆ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ତେବେ ସେ ହେଉଛନ୍ତି ରିମା ଲାଗୁ। ହିନ୍ଦି ଚଳଚ୍ଚିତ୍ର ଜଗତରେ ରା‍କ୍ଷୀ, ଫରିଦା ଜଲାଲ, ୱାହିଦା ରେହେମାନ ଓ ଅରୁଣା ଇରାନିଙ୍କ ଭଳି ଅନେକ ବଡବଡ କଳାକାର ମାଆ ଭୂମିକାରେ ଅଭିନୟ କରିଥିଲେ ମଧ୍ୟ ରିମା ଲାଗୁ  ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ। ହମ୍‌ ସାଥ ସାଥ ହୈ , ଜିସ୍‌ ଦେଶ ମେ ଗଙ୍ଗା ରେହେତା ହୈ, ବାସ୍ତବ ଭଳି ହିଟ୍‌ ଚଳଚ୍ଚିତ୍ର ଗୁଡିକରେ ଅଭିନୟ କରିଛନ୍ତି ରିମା। ପରଦା ଆଗରେ ସେ ଅନେକ ବଡ ବଡ କଳାକାରଙ୍କ ମାଆ ଭୂମିକାରେ ଅଭିନୟ କରିଛନ୍ତି। ଏମିତିକି ତାଙ୍କ ସମବୟସ୍କ କିମ୍ବା ତାଙ୍କ ଠାରୁ ବଡ କଳାକାରଙ୍କର ମାଆ ଭୂମିକାରେ ଅଭିନୟ କରିଛନ୍ତି। ସେ ଯେଉଁ ସମୟରେ ଚଳଚ୍ଚିତ୍ରକୁ ଆସିଲେ ସେ ସମୟରେ ରେଖା ଓ ଭାଗ୍ୟଶ୍ରୀଙ୍କ ଭଳି ହିରୋଇନ ଫିଲ୍ମ ଜଗତକୁ ପ୍ରବେଶ କରିଥିଲ। ଆଉ ସେମାନଙ୍କ ଭିଡ଼ରେ ରିମାଙ୍କୁ ମା ଭୂମିକାରେ ସନ୍ତୁଷ୍ଚ ହେବାକୁ ପଡିଥିଲା ବୋଲି ରିମା ବିବିସିକୁ ଏକ ସାକ୍ଷାତକାର ଦେବା ସମୟରେ କହିଥିଲେ। ଗୋବିନ୍ଦା, ସଞ୍ଜୟ ଦତ୍ତ ଓ ସନି ଦେୱଲ ଭଳି ସମବୟସ୍କ କଳାକାରଙ୍କ ସହ ଅଭିନୟ କରି ସେ ସାଉଁଟିଛନ୍ତି ଅନେକ ସଫଳତା। ସମବୟସ୍କ ଅଭିନେତାଙ୍କ ମାଆ ଭୂମିକାରେ ଅଭିନୟ କରି ବେଶ୍ ମଜା ନେଇଛନ୍ତି ରିମା। ଋଷି କାପୁର ତାଙ୍କ ଠାରୁ ଗୋଟେ ବର୍ଷ ବଡ ହୋଇଥିଲେ ମଧ୍ୟ ରିମା ତାଙ୍କ ମାଆ ଭୂମିକାରେ ଅଭିନୟ କରିଥିବାର ନଜରକୁ ଆସିଛନ୍ତି। ଥିଏଟର, ଧାରାବାହିକ ଓ ସିନେମାରେ ଅଭିନୟ କରି ଅନେକ ସଫଳତା ସାଉଁଟି ଥିବା ରିମା ଲାଗୁଙ୍କର ଆଜି ହୃଦଘାତରେ ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ହିନ୍ଦି ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। କୁହାଯାଉଛି ବଲିଉଡ୍‌ରୁ ଅଲବିଦା କହିଲେ ଜଣେ ସ୍ନେହି ମାଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story