ଗର୍ଭବତୀ ଶୁଣି ବିପାଶା ଖପ୍ପା: କେମିତି ହେଲା ଚର୍ଚ୍ଚା, ପଢନ୍ତୁ

ମୁମ୍ବାଇ:ପୁଣି ଚର୍ଚ୍ଚାରେ ବଙ୍ଗୀୟ ବିୟୁଟି ବିପାସା ବସୁ । କାରଣ ବିବାହ ପରେ ଶୀଘ୍ର ସନ୍ତାନସନ୍ତିତି ପ୍ରତି ଇଚ୍ଛୁକ ନ ଥିବା ବିପାଶା ଏହାରି ଭିତରେ ଗର୍ଭବତୀ ଥିବା ଏକ ଗୁଜବ ସୃଷ୍ଟି ହୋଇଛି। ହେଲେ କ୍ୟାରିୟର ପ୍ରତି ଅଧିକ ସଚେତନ ଥିବା ବିପାଶା ମା’ ହେବା ଖବରକୁ ଖଣ୍ଡନ କରିଛନ୍ତି। ତେବେ ପ୍ରକୃତ କଥାଟିର ସତ୍ୟତା ମଧ୍ୟ ନିଜେ ବିପାଶା କହିଛନ୍ତି। ସେ କହିଛନ୍ତି ଯେ, ମୋ ବ୍ୟାଗଟିକୁ ମୁଁ କୋଳରେ ରଖି କାର ଉପରକୁ […]

bipasha

bipasha

Rakesh Mallick
  • Published: Tuesday, 27 March 2018
  • Updated: 27 March 2018, 06:02 PM IST

Sports

Latest News

ମୁମ୍ବାଇ:ପୁଣି ଚର୍ଚ୍ଚାରେ ବଙ୍ଗୀୟ ବିୟୁଟି ବିପାସା ବସୁ । କାରଣ ବିବାହ ପରେ ଶୀଘ୍ର ସନ୍ତାନସନ୍ତିତି ପ୍ରତି ଇଚ୍ଛୁକ ନ ଥିବା ବିପାଶା ଏହାରି ଭିତରେ ଗର୍ଭବତୀ ଥିବା ଏକ ଗୁଜବ ସୃଷ୍ଟି ହୋଇଛି। ହେଲେ କ୍ୟାରିୟର ପ୍ରତି ଅଧିକ ସଚେତନ ଥିବା ବିପାଶା ମା’ ହେବା ଖବରକୁ ଖଣ୍ଡନ କରିଛନ୍ତି।

ତେବେ ପ୍ରକୃତ କଥାଟିର ସତ୍ୟତା ମଧ୍ୟ ନିଜେ ବିପାଶା କହିଛନ୍ତି। ସେ କହିଛନ୍ତି ଯେ, ମୋ ବ୍ୟାଗଟିକୁ ମୁଁ କୋଳରେ ରଖି କାର ଉପରକୁ ଚଢିଲା ବେଳେ କେତେକ ଲୋକେ ଭ୍ରମରେ ପଡ଼ି ମୁଁ ଗର୍ଭବତୀ ଥିବା ଗୁଜବ ସୃଷ୍ଟି କରିଥିଲେ। ଏହି ଗୁଜବକୁ ନେଇ କେତେକ ଗଣମାଧ୍ୟମରେ ମୁଁ ଗର୍ଭବତୀ ଥିବା ଖବର ପ୍ରସାର କରିଥିଲେ।  ଯେଉଁଥିରେ ଆଦୌ ସତ୍ୟତା ନ ଥିବା ବିପାଶା ଏକ ଟ୍ୱିଟ୍ କରିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଶିଶୁଟିକୁ କୋଳରେ ପାଇବା ମା’ ପାଇଁ ଏକ ସ୍ୱର୍ଗୀୟ ଅନୁଭବ।

ତାକୁ ଛାଡ଼ି ଜଣେ ମହିଳାଙ୍କ ଜୀବନରେ ଅନେକ କିଛି କରିବାକୁ ଅଛି। ଏହାର ଅର୍ଥ ନୁହେଁ ଯେ ବିବାହ ହେଉ ହେଉ ମା’ ହେବା ଜରୁରୀ।  ସେ ଆହୁରି ଲେଖିଛନ୍ତି ‘ମୁଁ ଗର୍ଭବତୀ ନାହିଁ। ,ଏହା ସେତେ ବେଳେ ହୋଇପାରିବ ଯେତେ ବେଳେ ମୁଁ ଚାହିଁବି। ଗତ ବର୍ଷ ବିପାଶା ଏବଂ ତାଙ୍କ ଜୀବନ ସାଥୀ କରଣ ସିଂ ଗ୍ରୋଭରଙ୍କ ଲଭ୍‌ ଷ୍ଟୋରୀ ଏବଂ ବିବାହକୁ ନେଇ ମଧ୍ୟ ଉଭୟେ ଖୁବ୍‌ ଚର୍ଚ୍ଚାରେ ଥିଲେ।  ଅନେକ ଦିନ ଧରି ସୋସିଆଲ ମିଡିଆରେ ଏମାନଙ୍କ ବାହାଘର ଫଟୋ ଘୁରି ବୁଲିଥିଲା।  ୨୦୧୬ ଏପ୍ରିଲ ୩୦ରେ ଉଭୟଙ୍କ ବିବାହ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story