କାହା ସହ ଡେଟ୍‌ କରୁଛନ୍ତି ଗୀତା କପୁର୍‌ ?

ମୁମ୍ବାଇ: ଚର୍ଚ୍ଚାରେ କୋରିଓଗ୍ରାଫର ଗୀତା ମା’ ଓରଫ୍ ଗୀତା କପୁର୍। ନିଜ ଲଭ୍‌ ଲାଇଫ୍‌କୁ ନେଇ ସେ ଏବେ ଚର୍ଚ୍ଚାରେ। ୪୫ ବର୍ଷୀୟା ଗୀତାଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛି ବୋଲି ଚର୍ଚ୍ଚା ହେଉଛି । ଜାଣିଛନ୍ତି, ଗୀତା କାହାକୁ ଡେଟ୍‌ କରୁଛନ୍ତି ? ଶୁଣିବାକୁ ମିଳୁଛି ସେ ଭାଗ୍ୟବାନ୍‌ ବ୍ୟକ୍ତି ଜଣକ କୁଆଡେ ରାଜୀବ୍‌ ଖିଂଚି। ସୋଶାଲ୍ ମିଡିଆରେ ଗୀତା ଓ ରାଜୀବ୍‌ଙ୍କର କିଛି ଫଟୋ ଭାଇରାଲ୍ ହେବା ପରେ ଏବେ ବି’ଟାଉନରେ ଏହି ଯୋଡ଼ିକୁ […]

Geeta-Kapur-Bf-Rajeev-Khinc

Biswobandita Swain
  • Published: Saturday, 09 February 2019
  • , Updated: 09 February 2019, 01:14 PM IST

ମୁମ୍ବାଇ: ଚର୍ଚ୍ଚାରେ କୋରିଓଗ୍ରାଫର ଗୀତା ମା' ଓରଫ୍ ଗୀତା କପୁର୍। ନିଜ ଲଭ୍‌ ଲାଇଫ୍‌କୁ ନେଇ ସେ ଏବେ ଚର୍ଚ୍ଚାରେ। ୪୫ ବର୍ଷୀୟା ଗୀତାଙ୍କୁ ତାଙ୍କ ସ୍ୱପ୍ନର ରାଜକୁମାର ମିଳିଯାଇଛି ବୋଲି ଚର୍ଚ୍ଚା ହେଉଛି ।

ଜାଣିଛନ୍ତି, ଗୀତା କାହାକୁ ଡେଟ୍‌ କରୁଛନ୍ତି ?

ଶୁଣିବାକୁ ମିଳୁଛି ସେ ଭାଗ୍ୟବାନ୍‌ ବ୍ୟକ୍ତି ଜଣକ କୁଆଡେ ରାଜୀବ୍‌ ଖିଂଚି।

ସୋଶାଲ୍ ମିଡିଆରେ ଗୀତା ଓ ରାଜୀବ୍‌ଙ୍କର କିଛି ଫଟୋ ଭାଇରାଲ୍ ହେବା ପରେ ଏବେ ବି’ଟାଉନରେ ଏହି ଯୋଡ଼ିକୁ ନେଇ ଚର୍ଚ୍ଚା ଜମିଛି। କିନ୍ତୁ ଗୀତା ଓ ରାଜୀବ ଏ ସମ୍ପର୍କରେ କୌଣସି ମତାମତ ଦେଇନାହାନ୍ତି ।

ସେପଟେ ଏକ ସାକ୍ଷାତକାରରେ ରାଜୀବ୍‌ କହିଛନ୍ତି , 'ଆମେ କେବଳ ଭଲ ସାଙ୍ଗ। ଆମ ଦୁହିଁଙ୍କ ମଧ୍ୟରେ କୌଣସି ରୋମାଣ୍ଟିକ୍ ରିଲେସନ୍‌ଶିପ୍‌ ନାହିଁ। ଆମେ ବହୁତବର୍ଷ ହେଲା ପରସ୍ପରକୁ ଜାଣିଛୁ। ଯଦି ଲଭ୍ ରିଲେସନ୍ ଥାନ୍ତା, ତାହେଲେ ତା'ର ସୂଚନା ବହୁ ପୂର୍ବରୁ ମିଡିଆରେ ଆସିଯାଇଥାନ୍ତା।

Related story