ଖୁବଶୀଘ୍ର ପରଦାକୁ ଫେରିବେ ଈଶା

ଲମ୍ବା ସମୟ ଧରି ବଡ଼ ପରଦରୁ ଦୂରେଇ ରହୁଥିବା ଈଶା ଦେଓଲ ଖୁବଶୀଘ୍ର ପୁଣିଥରେ ପରଦାରେ ନଜର ଆସିବେ। ସେ ‘କେକ୍ ୱାକ୍’ ନାମକ ଏକ ସର୍ଟ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାମ କମଲ ମୁଖାର୍ଜୀ। ଫିଲ୍ମରେ ଇଶା ଜଣେ ସେଫ୍ ବା କୁକ୍ ଭୂମିକାରେ ନଜର ଆସିବେ। ଯେତେବେଳେ ଏହି ରୋଲ ବିଷୟରେ ଈଶାଙ୍କୁ ପଚରାଗଲା  ସେ କହିଥିଲେ, ‘ରାମ କମଲଙ୍କ ମୁଣ୍ଡରେ ଏହି ଫିଲ୍ମର ଆଇଡିଆ ସେତେବେଳେ ଆସିଲା […]

୧୨୩

୧୨୩

Rakesh Mallick
  • Published: Thursday, 15 March 2018
  • Updated: 15 March 2018, 09:44 PM IST

Sports

Latest News

ଲମ୍ବା ସମୟ ଧରି ବଡ଼ ପରଦରୁ ଦୂରେଇ ରହୁଥିବା ଈଶା ଦେଓଲ ଖୁବଶୀଘ୍ର ପୁଣିଥରେ ପରଦାରେ ନଜର ଆସିବେ। ସେ 'କେକ୍ ୱାକ୍' ନାମକ ଏକ ସର୍ଟ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାମ କମଲ ମୁଖାର୍ଜୀ। ଫିଲ୍ମରେ ଇଶା ଜଣେ ସେଫ୍ ବା କୁକ୍ ଭୂମିକାରେ ନଜର ଆସିବେ।

ଯେତେବେଳେ ଏହି ରୋଲ ବିଷୟରେ ଈଶାଙ୍କୁ ପଚରାଗଲା  ସେ କହିଥିଲେ, 'ରାମ କମଲଙ୍କ ମୁଣ୍ଡରେ ଏହି ଫିଲ୍ମର ଆଇଡିଆ ସେତେବେଳେ ଆସିଲା ଯେତେବେଳେ ସେ ମୋ ମାଆଙ୍କର ବାୟୋଗ୍ରାଫି ଲେଖିବା ପାଇଁ ମୋର ଇଣ୍ଟର୍ଭ୍ୟୁ ନେଉଥିଲେ।'

ଈଶା ଶେଷଥର ପାଇଁ ୨୦୧୫ରେ ଆସିଥିବା ତେଲୁଗୁ ଫିଲ୍ମ 'ମାଞ୍ଜା'ରେ ନଜର ଆସିଥିଲେ। ଏଥିରେ ସେ ଏକ ଛୋଟ ପିଲାର ମାଆ ଭୂମିକାରେ ଅଭିନୟ କରିଥିଲେ। ଈଶା ୨୦୦୨ ମସିହାରେ 'କୋଇ ମେରେ ଦିଲ୍ ସେ ପୁଛୋ'ରୁ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ।

କିନ୍ତୁ ବାହାଘର ପରେ ସେ ପରଦାରୁ ଗାୟବ ହୋଇଯାଇଥିଲେ। ନିକଟରେ ସେ ତାଙ୍କ ବାହାଘର ଓ ପ୍ରେଗନେନ୍‌ସି ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ। ଦୀର୍ଘ ତିନିବର୍ଷ ପରେ ଈଶା ପୁଣିଥରେ ପରଦାକୁ ଫେରୁଥିବାରୁ ତାଙ୍କ ଫ୍ୟାନ୍‌ମାନଙ୍କ ଲାଗି ଏହା ନିଶ୍ଚିତ ଏକ ଖୁସି ଖବର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story