ହାର୍ଦ୍ଦିକଙ୍କ ଉପରେ ଫିଡିକି ଯାଇଛନ୍ତି ଈଶା, କହିଲେ...

ମୁମ୍ବାଇ:  ବିବାଦରେ ଫଶିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ। ନିକଟରେ କରଣ ଜୋହରଙ୍କ ଟେଲିଭିଜନ କାର୍ଯ୍ୟକ୍ରମ ‘କଫି ୱିଥ୍ କରଣ’ରେ ମହିଳାଙ୍କ ପ୍ରତି ଯୌନ ଉଦ୍ଦୀପକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ଏହି ଦୁଇ କ୍ରିକେଟର। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟଙ୍କ ଉପରେ ନିଲମ୍ବନ ଆଦେଶ ଲାଗୁ କରାଯାଇଛି। ଫଳରେ ଶନିବାରଠାରୁ ସିଡ୍‌ନିରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଏମାନେ ବାଦ୍ ପଡ଼ିଛନ୍ତି। ସେପଟ୍ ହାର୍ଦ୍ଦିଙ୍କ ପ୍ରତିକ୍ରିୟା ଉପରେ ଫିଡିକି […]

751412-702827-hardik-esha-(

751412-702827-hardik-esha-(

Biswobandita Swain
  • Published: Sunday, 13 January 2019
  • Updated: 13 January 2019, 07:35 PM IST

Sports

Latest News

ମୁମ୍ବାଇ:  ବିବାଦରେ ଫଶିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଲୋକେଶ ରାହୁଲ। ନିକଟରେ କରଣ ଜୋହରଙ୍କ ଟେଲିଭିଜନ କାର୍ଯ୍ୟକ୍ରମ ‘କଫି ୱିଥ୍ କରଣ’ରେ ମହିଳାଙ୍କ ପ୍ରତି ଯୌନ ଉଦ୍ଦୀପକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଅଛନ୍ତି ଏହି ଦୁଇ କ୍ରିକେଟର। ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟଙ୍କ ଉପରେ ନିଲମ୍ବନ ଆଦେଶ ଲାଗୁ କରାଯାଇଛି। ଫଳରେ ଶନିବାରଠାରୁ ସିଡ୍‌ନିରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳାରୁ ଏମାନେ ବାଦ୍ ପଡ଼ିଛନ୍ତି।

ସେପଟ୍ ହାର୍ଦ୍ଦିଙ୍କ ପ୍ରତିକ୍ରିୟା ଉପରେ ଫିଡିକି ଯାଇଛନ୍ତି ଗର୍ଲଫ୍ରେଣ୍ଡ ତଥା ବଲିଉଡ୍‌ ଅଭିନେତ୍ରୀ ଈଶା ଗୁପ୍ତା। ନିକଟରେ ଯେତେବେଳେ ହାର୍ଦ୍ଦିକଙ୍କ ସମ୍ପର୍କରେ ସାମ୍ବାଦିକମାନେ ଈଶାଙ୍କୁ ପ୍ରଶ୍ନ କଲେ, ତତକ୍ଷଣାତ୍‌ ଈଶା ରାଗିଯାଇ କହିଲେ ‘କିଏ ଆପଣଙ୍କୁ କହିଲା ଯେ ହାର୍ଦିକ ପାଣ୍ଡ୍ୟା ମୋର ବନ୍ଧୁ ବୋଲି? ସେ ସ୍ପଷ୍ଟଭାବେ ମନା କରିଥିଲେ କି ହାର୍ଦ୍ଦିକଙ୍କ ସହ ତାଙ୍କର କିଛି ସମ୍ପର୍କ ନାହିଁ। ଈଶା ଗୁପ୍ତା ମୁମ୍ବାଇରେ ଗେଟ୍‌ ଡାର୍ଟିର ଲଞ୍ଚିଂ ଅବସରରେ ଏହା କହିଛନ୍ତି।

ହାର୍ଦ୍ଦିକ ବଲିଉଡ୍‌ ଅଭିନେତ୍ରୀ ଏଲି ଅବରମ୍‌, ଉର୍ବଶୀ ରୌତଲେ, ଏବଂ ଇଶା ଗୁପ୍ତାଙ୍କ ସହ ଡେଟ୍‌ କରିଥିବା ସୂଚନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story