ନିଜ କସମେଟିକ୍ ବ୍ରାଣ୍ଡ ଲଞ୍ଚ କରିବେ ଜାକଲିନ୍

ମୁମ୍ବାଇ: ବଲିଉଡି ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ବ୍ୟବସାୟରେ ମନ। ଖୁବ୍ ଶୀଘ୍ର ସେ ନିଜ ବ୍ରାଣ୍ଡର କସମେଟିକ୍ ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛନ୍ତି।  ଏହି କସମେଟିକ୍ ପ୍ରଡକ୍ଟ ଖୋଳ ଉପରେ ନିଜର ଏକ ଷ୍ଟାଇଲିସ ଫଟୋ ରହିବ। ଏହାର ଡିଜାଇନ ମଧ୍ୟ ଅତି ରଙ୍ଗିନ ହେବ।  ଏହି ପ୍ରଡକ୍ଟର ତିଆରି ଦାୟିତ୍ୱ  ନିଜେ ଜାକଲିନ୍ ହିଁ ବୁଝିବେ । ଖୁବ୍ ଶୀଘ୍ର  ଏହା ବଜାରକୁ ଆସିବ।

Fernandez

Fernandez

Rakesh Mallick
  • Published: Monday, 20 March 2017
  • Updated: 20 March 2017, 09:20 PM IST

Sports

Latest News

ମୁମ୍ବାଇ: ବଲିଉଡି ଅଭିନେତ୍ରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ବ୍ୟବସାୟରେ ମନ। ଖୁବ୍ ଶୀଘ୍ର ସେ ନିଜ ବ୍ରାଣ୍ଡର କସମେଟିକ୍ ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛନ୍ତି।  ଏହି କସମେଟିକ୍ ପ୍ରଡକ୍ଟ ଖୋଳ ଉପରେ ନିଜର ଏକ ଷ୍ଟାଇଲିସ ଫଟୋ ରହିବ। ଏହାର ଡିଜାଇନ ମଧ୍ୟ ଅତି ରଙ୍ଗିନ ହେବ।  ଏହି ପ୍ରଡକ୍ଟର ତିଆରି ଦାୟିତ୍ୱ  ନିଜେ ଜାକଲିନ୍ ହିଁ ବୁଝିବେ । ଖୁବ୍ ଶୀଘ୍ର  ଏହା ବଜାରକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos