ମାଧୁରୀଙ୍କ ଏହି ଗୀତରେ ଠୁମ୍‌କା ଲଗାଇବେ ଆଉ ଜଣେ ସୁନ୍ଦରୀ

ମୁମ୍ୱାଇ: ବଲିଉଡର ଧକ୍ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତ ସବୁବେଳେ ନିଜ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଠୁମକା, ହସ ଓ ନାଚରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଫିଦା। ‘ତେଜାବ’ରେ ଅଭୀନିତ ମାଧୁରୀଙ୍କ ଆଇକୋନିକ ଗୀତ ‘ଏକ ଦୋ ତିନ୍‌’ ରେ ଦେଇଥିବା ଠୁମୁକାରେ ପାଗଳ ହୋଇଥିଲେ ଦର୍ଶକ। ଖବର ଆସୁଛି ଯେ ‘ତେଜାବ୍‌’ର ‘ଏକ୍‌ ଦୋ ତିନ୍‌’ ଆଇଟମ୍‌ ସଙ୍ଗ୍‌ର ସିକ୍ୱେଲ୍‌ ହେବ। ବଲିଉଡର ଜଣାଶୁଣା ସିଂହଳ ସୁନ୍ଦରୀ […]

magic-jacueline-fernandez-madhuri-able-dixit-recreate_5981381c-0ca8-11e8-9ced-6b0f736beaca

Rakesh Mallick
  • Published: Friday, 09 February 2018
  • Updated: 09 February 2018, 12:18 PM IST

Sports

Latest News

ମୁମ୍ୱାଇ: ବଲିଉଡର ଧକ୍ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତ ସବୁବେଳେ ନିଜ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ତାଙ୍କ ଠୁମକା, ହସ ଓ ନାଚରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଫିଦା। ‘ତେଜାବ’ରେ ଅଭୀନିତ ମାଧୁରୀଙ୍କ ଆଇକୋନିକ ଗୀତ ‘ଏକ ଦୋ ତିନ୍‌’ ରେ ଦେଇଥିବା ଠୁମୁକାରେ ପାଗଳ ହୋଇଥିଲେ ଦର୍ଶକ। ଖବର ଆସୁଛି ଯେ ‘ତେଜାବ୍‌’ର ‘ଏକ୍‌ ଦୋ ତିନ୍‌’ ଆଇଟମ୍‌ ସଙ୍ଗ୍‌ର ସିକ୍ୱେଲ୍‌ ହେବ। ବଲିଉଡର ଜଣାଶୁଣା ସିଂହଳ ସୁନ୍ଦରୀ ଜ୍ୟାକଲିନ୍‌ ଏହି ଗୀତରେ ଠୁମକା ଲଗାଇବେ। ଟାଇଗର ଶ୍ରଫ୍‌ ଓ ଦିଶା ପଟାନୀଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ବାଗୀ୨’ର ଏକ ଆଇଟମ୍‌ ନମ୍ୱରରେ ମାଧୁରୀଙ୍କ ଗୀତ ସିକ୍ୱେଲ୍‌ରେ ନଜର ଆସିବେ ଜ୍ୟାକଲିନ। ପ୍ରଖ୍ୟାତ କୋରିଓଗ୍ରାଫର ସୋରଜ ଖାନ କୋରିଓଗ୍ରାଫି କରିଥିବା ବେଳେ ଗଣେଶ ଆଚାର୍ଯ୍ୟ ନୂଆ ଅନ୍ଦାଜରେ ଏହି ଗୀତକୁ ରିକ୍ରିଏଟ୍‌ କରିବେ। ‘ବାଗୀ୨’ ର ନିର୍ଦ୍ଦେଶକ ଅହମ୍ମଦ ଖାନ ପୁରୁଣା ଗୀତର ସ୍ଟେପ୍‌କୁ ମିଶାଇବାକୁ ମନସ୍ଥ କରିଛନ୍ତି। ମାଧୁରୀ ପିନ୍ଧିଥିବା ଗୋଲାପୀ ଡ୍ରେସ୍‌କୁ ନଜରରେ ରଖି  ଡିଜାଇନର ମନିଷ ମଲ୍‌ହୋତ୍ରା ଏହି ଗୀତ ପାଇଁ ଡ୍ରେସ୍‌ ଡିଜାଇନ୍‌ କରୁଛନ୍ତି। ଦେଖିବାକୁ ବାକି ରହିଲା ଜ୍ୟାକଲିନ ଏହି ଗୀତରେ କେତେ କମାଲ ଦେଖାଇପାରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story