ବୃଦ୍ଧାଶ୍ରମରେ ଜନ୍ମଦିନ ପାଳନ କଲେ ଜାହ୍ନବୀ

ମୁମ୍ବାଇ: ଗତକାଲି ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ୨୧ ବର୍ଷରେ ପାଦ ଥାପିଛନ୍ତି। ସମସ୍ତଙ୍କ ପରି  ଜାହ୍ନବୀ ବି ନିଜ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ମାଆ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ହେବା କାରଣରୁ ସେ ନିଜ ଜନ୍ମଦିନକୁ ଧୁମ୍‌ଧାମ୍‌ର ସହ ପାଳନ ନକରି ଏପରି ନିଆରା ଢଙ୍ଗରେ ପାଳନ କରିଛନ୍ତି। କଥା ହେଉଛି ଜାହ୍ନବୀ ନିଜ ଜନ୍ମଦିନ ଏକ ବୃଦ୍ଧାଶ୍ରମରେ ବୟସ୍କ ଲୋକଙ୍କ ସହ ମନାଇଛନ୍ତି। ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ […]

janvi

janvi

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 10:38 AM IST

Sports

Latest News

ମୁମ୍ବାଇ: ଗତକାଲି ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁର ୨୧ ବର୍ଷରେ ପାଦ ଥାପିଛନ୍ତି। ସମସ୍ତଙ୍କ ପରି  ଜାହ୍ନବୀ ବି ନିଜ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି। ମାଆ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ହେବା କାରଣରୁ ସେ ନିଜ ଜନ୍ମଦିନକୁ ଧୁମ୍‌ଧାମ୍‌ର ସହ ପାଳନ ନକରି ଏପରି ନିଆରା ଢଙ୍ଗରେ ପାଳନ କରିଛନ୍ତି।

କଥା ହେଉଛି ଜାହ୍ନବୀ ନିଜ ଜନ୍ମଦିନ ଏକ ବୃଦ୍ଧାଶ୍ରମରେ ବୟସ୍କ ଲୋକଙ୍କ ସହ ମନାଇଛନ୍ତି। ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ଯେଉଁଥିରେ ଜାହ୍ନବୀ ଏକ ସାଧାସିଧା ଡ୍ରେସ୍‌ ପିନ୍ଧି ବୟସ୍କ ଲୋକଙ୍କ ମଧ୍ୟରେ ଛିଡ଼ା ହୋଇ ନିଜ ଜନ୍ମଦିନ ପାଳନ କରିଛନ୍ତି। ସମସ୍ତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଶ୍ରୀଦେବୀ ସବୁବେଳେ ତାଙ୍କ ଝିଅର ଜନ୍ମଦିନକୁ ନେଇ ଖୁବ୍‌ ଉତ୍ସାହିତ ରହୁଥିଲେ। ଜାହ୍ନବୀଙ୍କ ଜନ୍ମଦିନ ପାଇଁ ସେ ଅନେକ ଯୋଜନା କରୁଥିଲେ। ଶ୍ରୀଦେବୀଙ୍କ ମୃତ୍ୟୁପରେ ଜାହ୍ନବୀ ଏକ ଦୁଃଖଭରା ନୋଟ୍‌ ଲେଖିଥିଲେ। ସେଥିରେ ସେ ନିଜ ବାପାମାଆଙ୍କୁ ଭଲପାଇବା ଓ ତାଙ୍କୁ ଖୁସିରେ ରଖିବାକୁ ମେସେଜ୍‌ ଦେଇଥିଲେ।

ଏହି ଜନ୍ମଦିନ ସେ ସେହି ମାଆବାପାଙ୍କ ସହ ପାଳନ କରିବାକୁ ନିଷ୍ପତ୍ତି ନେଲେ ଯ।ହାର ପିଲାମାନେ ସେମାନଙ୍କ ଠାରୁ ଦୂରରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story