ଖୁବଶୀଘ୍ର ଆସିବ ‘ଜଲି ଏଲ ଏଲ ବି-3’

ମୁମ୍ବାଇ: ‘ଜଲି ଏଲଏଲବି-2’ ପରେ ଜଲି ଏଲଏଲ ବି-3’କୁ ଖୁବଶୀଘ୍ର ଦେଖିବାକୁ ମିଳିବ। ନିର୍ଦ୍ଦେଶକ ସୁବାଷ କପୁର ‘ଜଲି ଏଲଏଲବି’ର ଆଉ ଏକ ସ୍ୱିକେଲ ‘ଜଲି ଏଲଏଲବି-3’ କରିବାକୁ ପୋଷ୍ଟ କରିଛନ୍ତି।

ସୁବାଷ କହିଛନ୍ତି,“ଜଲି ଏଲଏଲବି ନ୍ୟାୟିକ ବ୍ୟବସ୍ଥା ଉପରେ ଆଧାରିତ ହୋଇଥିବା ଫିଲ୍ମ। ‘ଜଲି ଏଲଏଲବି-3’ରେ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ କଡ଼ା କଡ଼ି କରିବା ପାଇଁ ବିଚାର କରାଯାଇଛି।”

ଫକ୍ସ ଷ୍ଟାର ଷ୍ଟୁଡିଓର ସିଇଓ ବିଜୟ ସିଂହ କହିଛନ୍ତି, ‘ଜଲି ଏଲ ଏଲ ବି଼’ ତୃତୀୟ ସ୍ୱିକେଲ ବନାଯିବ। ‘ଜଲି ଏଲଏଲବି’ରେ ଅରସଦ ୱାର୍ସୀଙ୍କ ଦେଖିବାକୁ ମିଳିଥିଲା। ‘ଜଲି ଏଲଏଲବି-2’ ମୁଖ୍ୟ ଭୂମିକା ଅକ୍ଷୟ କୁମାର ନଜର ଆସିଥିଲେ।