ରାନୀ ଏକ ଖୋଲା ବହି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାନୀ ପଣ୍ଡା ଏକ ଖୋଲା ବହି। ସେହି ବହିକି ଖୋଲି ପଢ଼। ତା’ପରେ ଜାଣିପାରିବ ରାନୀ ପଣ୍ଡା କଣ? କୌଣସି ଖରାପ କାମ କରୁନି। ଯଦି ଖରାପ କାମ କରି ଅର୍ଥ ଉପାର୍ଜନ କରୁଛି, ତାହା ହେଲେ ସେହି ଅର୍ଥ ଲୋକଙ୍କୁ କାହିଁକି ଦେବି ବୋଲି ପ୍ରଶ୍ନ କରିଛନ୍ତି ରାନୀ। ଏବେ ରାନୀ ଗୋଆରେ ଅଛନ୍ତି। ସେଠାରେ ଡ୍ୟାନ୍ସ ପ୍ରୋଗ୍ରାମ୍‌ କରୁଛନ୍ତି। ଭିଡ଼ିଓ ବାର୍ତ୍ତା ଜାରି କରି ରାନୀ କହିଛନ୍ତି, ଯଲିଉଡ୍‌କୁ ଆଉ […]

rani-panda

rani-panda

Manoranjan Sial
  • Published: Wednesday, 27 January 2021
  • Updated: 27 January 2021, 07:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାନୀ ପଣ୍ଡା ଏକ ଖୋଲା ବହି। ସେହି ବହିକି ଖୋଲି ପଢ଼। ତା’ପରେ ଜାଣିପାରିବ ରାନୀ ପଣ୍ଡା କଣ? କୌଣସି ଖରାପ କାମ କରୁନି। ଯଦି ଖରାପ କାମ କରି ଅର୍ଥ ଉପାର୍ଜନ କରୁଛି, ତାହା ହେଲେ ସେହି ଅର୍ଥ ଲୋକଙ୍କୁ କାହିଁକି ଦେବି ବୋଲି ପ୍ରଶ୍ନ କରିଛନ୍ତି ରାନୀ। ଏବେ ରାନୀ ଗୋଆରେ ଅଛନ୍ତି। ସେଠାରେ ଡ୍ୟାନ୍ସ ପ୍ରୋଗ୍ରାମ୍‌ କରୁଛନ୍ତି।

ଭିଡ଼ିଓ ବାର୍ତ୍ତା ଜାରି କରି ରାନୀ କହିଛନ୍ତି, ଯଲିଉଡ୍‌କୁ ଆଉ ଫେରିବି ନାହିଁ। ଯଦି ସୁଯୋଗ ମିଳିବ, ତାହାହେଲେ କେବଳ ସଚ୍ଚିଦାନନ୍ଦମ୍‌ରେ ଅଭିନୟ କରିବି। ଏହାଛଡ଼ା ଅନ୍ୟ କୌଣସି ଯାତ୍ରା ପାର୍ଟିରେ ଯୋଗଦେବେ ନାହିଁ ବୋଲି ରାନୀ କହିଛନ୍ତି।

ଆଗାମୀ ଯୋଜନା ନେଇ ରାନୀ କହିଛନ୍ତି, ଏବେ ବଲିଉଡ୍‌ ଓ ଛତିଶଗଡ଼ୀ ଇଣ୍ଡଷ୍ଟ୍ରୀରେ ପ୍ରବେଶ ପାଇଁ ଉଦ୍ୟମ କରୁଛି। ସୁଯୋଗକୁ ଅପେକ୍ଷା କରିଛି। ବର୍ତ୍ତମାନ ପରିସ୍ଥିତିରେ ଏହି ଦୁଇ ଇଣ୍ଡଷ୍ଟ୍ରୀରେ ମୋର କେହି ଗଡ୍‌ଫାଦର ନାହାନ୍ତି। ନିଜ ପାଇଁ ନିଜକୁ ସଂଘର୍ଷ କରିବାକୁ ପଡ଼ୁଛି। ଓଡ଼ିଶା ପାଇଁ ନିଶ୍ଚିତ ଗୌରବ ଆଣିବି ବୋଲି ରାନୀ କହିଛନ୍ତି।

ଓଡ଼ିଶା କେବେ ଫେରିବେ ପ୍ରଶ୍ନରେ ରାନୀ କହିଛନ୍ତି, ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଓଡ଼ିଶା ଫେରିପାରେ।

ମନୋରଞ୍ଜନ ଦୁନିଆରେ ରାନୀ ହେଉଛନ୍ତି ଜଣେ ଚର୍ଚ୍ଚିତ ଚେହେରା। କେତେ ବେଳେ ଷ୍ଟେଜ ଉପରେ ଝାଲେମାଲା ଡ୍ୟାନ୍ସ କରି ଚର୍ଚ୍ଚାରେ ରହୁଥିଲେ ତ ଆଉ କେତେବେଳେ ବିବାଦୀୟ ବୟାନ ଦେଇ ବିବାଦରେ ରହୁଥିଲେ। ନିକଟରେ ମଞ୍ଚ ଖୋଲିବାକୁ ନେଇ ଯାତ୍ରା ହିରୋ ବାପି ପଣ୍ଡା ଓ ରାନୀ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ବାକ୍‌ ଯୁଦ୍ଧ୍ୟ କୋର୍ଟକୁ ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story