ତୈଳଦର ବୃଦ୍ଧି: ଯାତ୍ରା ନିର୍ଦ୍ଦେଶକ ଦେଲେ ନିଆରା ପ୍ରତିବାଦର ପ୍ରସ୍ତାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଲଗାମ ତୈଳଦର ବୃଦ୍ଧିର ପ୍ରତିବାଦ ପାଇଁ ଆସନ୍ତା ଅକ୍ଟୋବର ୨ ମହାତ୍ମା ଗାନ୍ଧି ଜୟନ୍ତୀରେ ସମସ୍ତେ ନିଜର ଗାଡ଼ିକୁ ରାସ୍ତାରେ ରଖି ନିଆରା ଢଙ୍ଗରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଯାତ୍ରା ନିର୍ଦ୍ଦେଶକ ମହେଶ ହାଜରା। ଏନେଇ ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ମେସେଜ ଲେଖି ଏଥିରେ ଭାଗ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଦିନକୁ ଦିନ ବଢ଼ିଚାଲିଛି ତେଲ […]

mahesh

mahesh

Tapaswini Nayak
  • Published: Wednesday, 19 September 2018
  • Updated: 19 September 2018, 10:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପେଟ୍ରୋଲ ଓ ଡିଜେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। ବେଲଗାମ ତୈଳଦର ବୃଦ୍ଧିର ପ୍ରତିବାଦ ପାଇଁ ଆସନ୍ତା ଅକ୍ଟୋବର ୨ ମହାତ୍ମା ଗାନ୍ଧି ଜୟନ୍ତୀରେ ସମସ୍ତେ ନିଜର ଗାଡ଼ିକୁ ରାସ୍ତାରେ ରଖି ନିଆରା ଢଙ୍ଗରେ ପ୍ରତିବାଦ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଯାତ୍ରା ନିର୍ଦ୍ଦେଶକ ମହେଶ ହାଜରା। ଏନେଇ ସେ ନିଜ ଫେସ୍‌ବୁକ୍‌ ପେଜ୍‌ରେ ମେସେଜ ଲେଖି ଏଥିରେ ଭାଗ ନେବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

ଦିନକୁ ଦିନ ବଢ଼ିଚାଲିଛି ତେଲ ଦର। ଏହାର ସମାଧାନ ରାସ୍ତା ବାହାର କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଫେଲ୍‌ ମାରିଛନ୍ତି। ବରଂ ପରସ୍ପର ଉପକୁ କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି। ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି। ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢ଼ିବାରେ ଲାଗିଛି।

ଏହାର ପ୍ରତିବାଦରେ ଅକ୍ଟୋବର ୨ ତାରିଖରେ ରାସ୍ତା ଉପରେ ଗାଡ଼ି ରଖି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରିବାକୁ ମହେଶ ଅନୁରୋଧ କରିଛନ୍ତି।

ଶ୍ରୀ ହାଜରା ତାଙ୍କ ଫେସ୍‌ବୁକ୍‌ ପେଜରେ ଲେଖିଛନ୍ତି-“ପେଟ୍ରୋଲ୍‌, ଡିଜେଲ୍ ବୃଦ୍ଧି ପ୍ରତିବାଦରେ ଓଡିଶାରେ ପ୍ରଜା ମେଳି ତେଜିବାର ସମୟ ଆସିଛି। ରାଜରାସ୍ତାକୁ ଆସି ନେତା ଓ ମନ୍ତ୍ରୀଙ୍କଠାରୁ ଆମ ଭୋଟ୍‌ର ମୂଲ ମାଗିବାକୁ ପଡିବ....। ତେଣୁ ଆସନ୍ତା ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଦିନ ରାଜରାସ୍ତାକୁ ସାଧାରଣ ଜନତା ଆସି ନିଜର ଖଣ୍ଡେ ଖଣ୍ଡେ ଗାଡି ରାସ୍ତାରେ ଥୋଇ ସରକାରକୁ ଚେତେଇବାକୁ ପଡିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story