ଏହି ଅଭିନେତାଙ୍କ ବାହାଘରରେ ମଧ୍ୟସ୍ତି ହେଲେ ଜୟୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡ୍‌ର ଦୁଇ କଳାକାରଙ୍କର ବିବାହ କରିବାକୁ ଆଗେଇ ଆସିଛନ୍ତି ଜୟୀ। ମଧ୍ୟସ୍ତି ହୋଇଛନ୍ତି।  ଓଲିଉଡ୍‌ର ଜଣାଶୁଣା ଅଭିନେତା ଜ୍ୟେତି ବିବାହ କରିବାକୁ ଯାଉଛନ୍ତି। ସେ ପୁଣି ଅଭିନେତ୍ରୀ ଝିଲିକ୍‌ଙ୍କୁ। ବାପା ମାଆ ନମାନିବାରୁ ଜୟୀ ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ଏକାଠି କରିବାକୁ ସ୍ଥିର କରିଛନ୍ତି। ଏସବୁ ରିୟଲ୍‌ରେ ନୁହେଁ, ହେବ ରିଲ୍‌ରେ। ହଁ, ଦୀର୍ଘଦିନର ଅନ୍ତର ପରେ ବଡ ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ବା ହାସ୍ୟ ରସିକ ଜୟୀରାମ ସାମଲ। ପୁଣି […]

jayi

jayi

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 08:22 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଓଲିଉଡ୍‌ର ଦୁଇ କଳାକାରଙ୍କର ବିବାହ କରିବାକୁ ଆଗେଇ ଆସିଛନ୍ତି ଜୟୀ। ମଧ୍ୟସ୍ତି ହୋଇଛନ୍ତି।  ଓଲିଉଡ୍‌ର ଜଣାଶୁଣା ଅଭିନେତା ଜ୍ୟେତି ବିବାହ କରିବାକୁ ଯାଉଛନ୍ତି। ସେ ପୁଣି ଅଭିନେତ୍ରୀ ଝିଲିକ୍‌ଙ୍କୁ। ବାପା ମାଆ ନମାନିବାରୁ ଜୟୀ ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ଏକାଠି କରିବାକୁ ସ୍ଥିର କରିଛନ୍ତି। ଏସବୁ ରିୟଲ୍‌ରେ ନୁହେଁ, ହେବ ରିଲ୍‌ରେ। ହଁ, ଦୀର୍ଘଦିନର ଅନ୍ତର ପରେ ବଡ ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ବା ହାସ୍ୟ ରସିକ ଜୟୀରାମ ସାମଲ। ପୁଣି ଥରେ ସେ ତାଙ୍କ ହାସ୍ୟ ରସ ମାଧ୍ୟମରେ ଦର୍ଶକଙ୍କୁ ହସେଇ ହସେଇ ପେଟ ଦରଜ କରିବେ। ଏମିତି କିଛି ହେବ ବିନାୟକ ଫିଲ୍ମ ପ୍ରଡକ୍ସନର ଫିଲ୍ମ ‘ପ୍ୟାର୍‌ ଅଲଗା ପ୍ରକାର’ରେ। ଯେଉଁଥିରେ ଜୟୀଙ୍କ କମେଡିର ଜଲୱା ଦେଖିବାକୁ ମିଳିବ।

Jairam-Samalକିଛିଦିନ ହେବ ଫିଲ୍ମରୁ ଦୂରେଇ ରହିଥିଲେ ଜୟୀ। ବଡ ପରଦାରେ ପସନ୍ଦିତା ହାସ୍ୟ କଳାକାର ଜୟୀଙ୍କୁ ନପାଇ ସିନେପ୍ରେମୀ ନିରାଶ ଥିବା ବେଳେ ତାଙ୍କ ଆଗାମୀ ଫିଲ୍ମ ଏବେ ମନରେ ଦର୍ଶକଙ୍କ ମନରେ ଉତ୍ସାହ ନେଇ ଆସିଛି।

ଫିଲ୍ମରେ ଜୟୀଙ୍କ ସହ ଝିଲିକ୍‌ ,ଜ୍ୟୋତି ଏବଂ ବିଜୟ ମହାନ୍ତି ପ୍ରମୁଖ ଅଭିନୟ କରୁଛନ୍ତି। ପିଲ୍ମରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜୟୀଙ୍କର ଭରପୁର୍‌ କମେଡି ରହିଛି। ଏତେଦିନ ପରେ ପୁଣିଥରେ ପରଦାକୁ ଫେରି ଖୁବ୍‌ ଉତ୍ସାହିତ ଥିବା କହିଛନ୍ତି ଜୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story