‘ଆଶ୍ରମ’କୁ ନେଇ ଅଡୁଆରେ ବବି

ମୁମ୍ବାଇ: ଚର୍ଚ୍ଚିତ ୱେବସିରିଜ ‘ଆଶ୍ରମ’କୁ ନେଇ ବଢ଼ିଲା ବଲିଉଡ ଅଭିନେତା ବବି ଦେଓଲଙ୍କ ଅଡୁଆ । ନିର୍ଦ୍ଦେଶକ ପ୍ରକାଶ ଝା ଏବଂ ବବି ଦେଓଲଙ୍କୁ ଯୋଧପୁରର ଏକ କୋର୍ଟ ନୋଟିସ ପଠାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୧ ତାରିଖରେ ହେବ । ୧୧ ତାରିଖ ଭିତରେ ଦୁହେଁ କୋର୍ଟଙ୍କ ନୋଟିସର ଜବାବ ରଖିବାକୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, ନିକଟରେ ୱେବସିରିଜ ‘ଆଶ୍ରମ’ MXପ୍ଲେୟରରେ ରିଲିଜ ହୋଇସାରିଛି । ୱେବସିରିଜରେ ଆଶ୍ରମ […]

Bobby-deol

Bobby-deol

Madhupriya Mistry
  • Published: Monday, 14 December 2020
  • Updated: 14 December 2020, 05:45 PM IST

Sports

Latest News

ମୁମ୍ବାଇ: ଚର୍ଚ୍ଚିତ ୱେବସିରିଜ ‘ଆଶ୍ରମ’କୁ ନେଇ ବଢ଼ିଲା ବଲିଉଡ ଅଭିନେତା ବବି ଦେଓଲଙ୍କ ଅଡୁଆ । ନିର୍ଦ୍ଦେଶକ ପ୍ରକାଶ ଝା ଏବଂ ବବି ଦେଓଲଙ୍କୁ ଯୋଧପୁରର ଏକ କୋର୍ଟ ନୋଟିସ ପଠାଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୧ ତାରିଖରେ ହେବ । ୧୧ ତାରିଖ ଭିତରେ ଦୁହେଁ କୋର୍ଟଙ୍କ ନୋଟିସର ଜବାବ ରଖିବାକୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ନିକଟରେ ୱେବସିରିଜ ‘ଆଶ୍ରମ’ MXପ୍ଲେୟରରେ ରିଲିଜ ହୋଇସାରିଛି । ୱେବସିରିଜରେ ଆଶ୍ରମ ଭିତରେ ହେଉଥିବା ମହିଳାଙ୍କ ଉପରେ ଯୌନ ଉତ୍ପୀଡନ ବିଷୟରେ ଦର୍ଶାଯାଇଛି । ଏଥିସହ କିଭଳି ଜଣେ ଭଣ୍ଡବାବା ପୁରା ରାଜ୍ୟକୁ ବଶିଭୂତ କରି ରଖିଛି , ତାହା ମଧ୍ୟ ସିରିଜରେ ଦେଖିବାକୁ ମିଳିଛି ।

ପୂର୍ବରୁ ଆଶ୍ରମର ପ୍ରଥମ ପାର୍ଟ ରିଲିଜ ହେବା ପରେ ନିର୍ମାତା ଓ କଳାକାରଙ୍କ ଉପରେ ଧାର୍ମିକ ଭାବନାକୁ ଆଘାତ ଲାଗିଥିବା ଅଭିଯୋଗ ଉଠିଥିଲା । ସିରିଜର ଦ୍ୱିତୀୟ ପାର୍ଟ ରିଲିଜ ହେବାପରେ ମଧ୍ୟ ଏହା ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଛି।

ସେପଟେ ୱେବସିରିଜର ନିର୍ଦ୍ଦେଶକ ପ୍ରକାଶ ଝା ଓ ଅଭିନେତା ବବି ଦେଓଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପ୍ରକାଶ ଝା କହିଛନ୍ତି, ଦୁଇ ସାଧୁଙ୍କୁ ନେଇ ପବ୍ଲିକ ଡୋମେନରେ ଯେଉଁ ତଥ୍ୟ ରହିଛି ସେହି ଆଧାରରେ ‘ଆଶ୍ରମ’ ୱେବସିରିଜ କରାଯାଇଛି। ସେହିପରି ବବି ମଧ୍ୟ ନିଜ ସଫେଇରେ କହିଛନ୍ତି, ଧର୍ମ ନାଁରେ ଠକୁ ଥିବା ବାବାକୁ ନେଇ ୱେବସିରିଜଟି ତିଆରି କରାଯାଇଛି । ଏହାକୁ  ୪୦୦ ମିଲିଅନରୁ ବି ଅଧିକ ଲୋକେ ଦେଖିସାରିଲେଣି । ୱେବସିରିଜଟିକୁ ଦର୍ଶକେ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story