‘ଜଲି ଏଲଏଲବି-୨’ର ସ୍କୁଟର ଗିଫ୍ଟ କଲେ ଅକ୍ଷୟ

ମୁମ୍ବାଇ: ‘ଜଲି ଏଲଏଲବି-୨’ ବକ୍ସ ଅଫିସରେ ଆଶା ଅନୂସାରେ ସଫଳତା ପାଇଥିବା ବେଳେ ଏହି ଫିଲ୍ମକୁ ନେଇ ଏବେ ଏକ ନୂଆ କଥା ଶୁଣିବାକୁ ମିଳୁଛି। ଫିଲ୍ମରେ ଅକ୍ଷୟ କୁମାର ଚଢୁଥିବା ସ୍କୁଟରଟିକୁ ଗିଫ୍ଟ ଭାବେ ପ୍ରଦାନ କରାଯାଇଛି। ନିଜେ ଅକ୍ଷୟ ଏହି ସ୍କୁଟରକୁ ଗିଫ୍ଟ ଭାବେ ପଞ୍ଜାବର ମନି ଗର୍ଗଙ୍କୁ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଫିଲ୍ମର ପ୍ରମୋଶନ ପାଇଁ ଗୋଟିଏ ଇଭେଣ୍ଟ କରାଯାଇଥିଲା। ଏହି ଇଭେଣ୍ଟର ବିଜେତାଙ୍କୁ ଜଲିଙ୍କ ସ୍କୁଟର ଗିଫ୍ଟ ଭାବେ ଦିଆଯିବାକୁ ସ୍ଥିର […]

akshay

akshay

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 04:30 PM IST

Sports

Latest News

ମୁମ୍ବାଇ: ‘ଜଲି ଏଲଏଲବି-୨’ ବକ୍ସ ଅଫିସରେ ଆଶା ଅନୂସାରେ ସଫଳତା ପାଇଥିବା ବେଳେ ଏହି ଫିଲ୍ମକୁ ନେଇ ଏବେ ଏକ ନୂଆ କଥା ଶୁଣିବାକୁ ମିଳୁଛି। ଫିଲ୍ମରେ ଅକ୍ଷୟ କୁମାର ଚଢୁଥିବା ସ୍କୁଟରଟିକୁ ଗିଫ୍ଟ ଭାବେ ପ୍ରଦାନ କରାଯାଇଛି। ନିଜେ ଅକ୍ଷୟ ଏହି ସ୍କୁଟରକୁ ଗିଫ୍ଟ ଭାବେ ପଞ୍ଜାବର ମନି ଗର୍ଗଙ୍କୁ ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ଫିଲ୍ମର ପ୍ରମୋଶନ ପାଇଁ ଗୋଟିଏ ଇଭେଣ୍ଟ କରାଯାଇଥିଲା। ଏହି ଇଭେଣ୍ଟର ବିଜେତାଙ୍କୁ ଜଲିଙ୍କ ସ୍କୁଟର ଗିଫ୍ଟ ଭାବେ ଦିଆଯିବାକୁ ସ୍ଥିର କରାଯାଇଥିଲା। ମନି ଏହି ଇଭେଣ୍ଟକୁ ଜିତି ଥିଲେ।

ଅକ୍ଷୟ ମନିଙ୍କୁ ସ୍କୁଟର ଗିଫ୍ଟ କରିବା ଅବସରରେ ଫକ୍ସ ଷ୍ଟାରର ସିଇଓ ବିଜୟ ସିଂହ ଆଗାମୀ ଦିନରେ ‘ଜଲି-୩’ ଆସିବ ବୋଲି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos