ରିଲିଜ ହେଲା ‘ଜଲି ଏଲ୍‌ଏଲ୍‌-୨’

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ଅକ୍ଷୟ କୁମାରଙ୍କ ଅଭିନିତ ‘ଜଲି ଏଲ୍‌ଏଲ୍‌-୨’ ରିଲିଜ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁବାସ କାପୁର। ୨୦୧୩ରେ ରିଜିଲ ହୋଇଥିବା ‘ଜଲି ଏଲ୍‌ଏଲ୍‌ବି’ର ଏହା ହେଉଛି ସିକ୍ୱେଲ। ଏଥିରେ ଅକ୍ଷୟ କୁମାରଙ୍କ ଟିପିକାଲ ଓକିଲ ଭୂମିକା ସହ ହୁମା କୁରେସି, ଅନୁ କାପୁର ଓ ସୌରଭ ଶୁଳ୍କା ଅଭିନୟ କରୁଛନ୍ତି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ କାହାଣୀ ଲେଖିବା ସହ ଏହାର ନିର୍ଦ୍ଦେଶ ଦେଇଛନ୍ତି ସୁଭାଷ କପୁର।

Jolly_LLB_2_first_look

Jolly_LLB_2_first_look

Rakesh Mallick
  • Published: Friday, 10 February 2017
  • Updated: 10 February 2017, 04:17 PM IST

Sports

Latest News

ମୁମ୍ୱାଇ: ଫିଲ୍ମ ଫ୍ରାଇଡେରେ ଆଜି ଅକ୍ଷୟ କୁମାରଙ୍କ ଅଭିନିତ ‘ଜଲି ଏଲ୍‌ଏଲ୍‌-୨’ ରିଲିଜ ହୋଇଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସୁବାସ କାପୁର।

୨୦୧୩ରେ ରିଜିଲ ହୋଇଥିବା ‘ଜଲି ଏଲ୍‌ଏଲ୍‌ବି’ର ଏହା ହେଉଛି ସିକ୍ୱେଲ। ଏଥିରେ ଅକ୍ଷୟ କୁମାରଙ୍କ ଟିପିକାଲ ଓକିଲ ଭୂମିକା ସହ ହୁମା କୁରେସି, ଅନୁ କାପୁର ଓ ସୌରଭ ଶୁଳ୍କା ଅଭିନୟ କରୁଛନ୍ତି। ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ କାହାଣୀ ଲେଖିବା ସହ ଏହାର ନିର୍ଦ୍ଦେଶ ଦେଇଛନ୍ତି ସୁଭାଷ କପୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos