ଜୁନ ୧୨ରେ ରିଲିଜ ହେବ ତରଙ୍ଗ ସିନେ ପ୍ରଡକ୍ସନର ରଜ ଭେଟି 'ଗପ ହେଲେବି ସତ'

ଭୁବନେଶ୍ୱର: ଆସୁଛି ରଜ। ଆଉ ଏହି ରଜ ଅବସରରେ ଓଲିଉଡ ମାର୍କେଟକୁ ଆସୁଛି ତରଙ୍ଗସିନେ ପ୍ରଡକ୍ସନର ରଜ ଭେଟି ‘ଗପ ହେଲେବି ସତ’। ଜୁନ ୧୨ରେ ରିଲିଜ ହେବାକୁ ଯାଉଛି ଅନୁଭବ-ବର୍ଷାଙ୍କ ରିଲ ରୋମାନ୍ସରେ ଭରା ନୂଆ ଧରଣର ରୋମାଣ୍ଟିକ ଫିଲ୍ମ। ରଜ ବଜାରକୁ ଟାର୍ଗେଟ କରିଛି ଏହି ପ୍ରଯୋଜନା ସଂସ୍ଥା। ଫିଲ୍ମ ‘ଗପ ହେଲେବି ସତ’ରେ ଦେଖିବାକୁ ମିଳିବ ସିନେ ଇଣ୍ଡଷ୍ଟ୍ରୀର ଟ୍ୟାଲେଣ୍ଟେଡ ଆକ୍ଟର ଅନୁଭବଙ୍କ ଭିନ୍ନ ଧରଣର ଅଭିନୟ । ବୟସର ଭିନ୍ନ ଭିନ୍ନ […]

GAPA POSTER

GAPA POSTER

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 08:26 AM IST

Sports

Latest News

ଭୁବନେଶ୍ୱର: ଆସୁଛି ରଜ। ଆଉ ଏହି ରଜ ଅବସରରେ ଓଲିଉଡ ମାର୍କେଟକୁ ଆସୁଛି ତରଙ୍ଗସିନେ ପ୍ରଡକ୍ସନର ରଜ ଭେଟି 'ଗପ ହେଲେବି ସତ'। ଜୁନ ୧୨ରେ ରିଲିଜ ହେବାକୁ ଯାଉଛି ଅନୁଭବ-ବର୍ଷାଙ୍କ ରିଲ ରୋମାନ୍ସରେ ଭରା ନୂଆ ଧରଣର ରୋମାଣ୍ଟିକ ଫିଲ୍ମ। ରଜ ବଜାରକୁ ଟାର୍ଗେଟ କରିଛି ଏହି ପ୍ରଯୋଜନା ସଂସ୍ଥା। ଫିଲ୍ମ 'ଗପ ହେଲେବି ସତ'ରେ ଦେଖିବାକୁ ମିଳିବ ସିନେ ଇଣ୍ଡଷ୍ଟ୍ରୀର ଟ୍ୟାଲେଣ୍ଟେଡ ଆକ୍ଟର ଅନୁଭବଙ୍କ ଭିନ୍ନ ଧରଣର ଅଭିନୟ । ବୟସର ଭିନ୍ନ ଭିନ୍ନ ପହାଚରେ ଦେଖିବାକୁ ମିଳିବ ଏହି ମେଗାଷ୍ଟାରଙ୍କ ଲଭ ରୋମାନ୍ସ। ଆଉ ଏହି ରୋମାଣ୍ଟିକ ଫିଲ୍ମରେ ତାଙ୍କ ସାଥ ଦେଇଛନ୍ତି ଲେଡି ଲଭ ଚୁଲବୁଲି ବର୍ଷା।

ନିଛକ ଓଡିଆ କହାଣୀ, ନ୍ୟାଚୁରାଲ ବ୍ୟାକଡ୍ରପରେ ସୁଟିଂ, ମିହିର ଦାସ ଏବଂ ଅନୁଭବଙ୍କ କମ୍ୱିନେସନ ସେଥିରେ ପୁଣି ଚୁଲବୁଲି ବର୍ଷାଙ୍କ ସିମ୍ପ୍ଲିସିଟି ନୂଆ ଫିଲ୍ମ 'ଗପ ହେଲେବି ସତ'ରେ ଭରି ଦେଇଛି ଏଣ୍ଟରଟେନମେଣ୍ଟର ତଡକା। ଫିଲ୍ମର ଦୁଇଟି ଗୀତ ମନାଲିରେ ସୁଟିଂ ହେଇଛି। ସୁନ୍ଦର ପ୍ରାକୃତିକ ପରିବେଶ ଏବଂ ପ୍ରେମ ଆନନ୍ଦଙ୍କ କମ୍ପୋଜିସନ ଗୀତରେ ଭରିଦେଇଛି ଲଭ ରୋମାନ୍ସର ନୂଆ ରଙ୍ଗ। ଫିଲ୍ମର ଗୀତଗୁଡିକରେ ରହିଛି ନିଚ୍ଛକ ଓଡିଆ ଫ୍ଲେଭର। ଭୂବନେଶ୍ୱରରେ ଗୀତ ସୁଟିଂ ବେଳେ ତାପମାତ୍ରା ପ୍ରାୟ ୪୫ଡିଗ୍ରୀ ଥିଲା ବେଳେ ମନାଲିରେ ସୁଟିଂ ସମୟରେ ତାପମାତ୍ରା ଶୂନ ଡିଗ୍ରୀରୁ କମଥିଲା। ତେବେ ଅତି ସୁନ୍ଦର ଭାବେ ଗୀତ ଗୁଡିକର ସୁଟିଂ ସରିଥିଲା  ମନାଲି ଲୋକେସନରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story