ଆସିଲା ଶାହିଦ୍‌ଙ୍କ ଫିଲ୍ମ 'କବୀର ସିଂହ'ର ଫାଷ୍ଟ ଲୁକ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ୍‌ କପୁରଙ୍କ ଅପ୍‌କମିଂ ଫିଲ୍ମ ‘କବୀର ସିଂହ’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଯାଇଛି। ଶାହିଦ୍‌ ଏହାକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଶାହିଦ୍ ଫିଲ୍ମର ପ୍ରଥମ ପୋଷ୍ଟର ଶେଆର କରି ଲେଖିଛନ୍ତି, ‘ନିଜ ଭିତରର କବୀର ସିଂହକୁ ଖୋଜନ୍ତୁ।’ ପୋଷ୍ଟର୍‌ରେ ଶାହିଦ୍‌ଙ୍କ ମୁହଁ ସ୍ପଷ୍ଟ ଦେଖାଯାଉ ନାହିଁ। ହେଲେ ଏହି ପୋଷ୍ଟରରୁ ଶାହିଦ୍‌ଙ୍କ ଲୁକ୍‌ର ଅନୁମାନ କରାଯାଇପାରୁଛି। Find the #kabirsingh within you. @Advani_Kiara @imvangasandeep @itsBhushanKumar @MuradKhetani #KrishanKumar […]

kabir

kabir

Chinmayee Roy
  • Published: Monday, 08 April 2019
  • Updated: 08 April 2019, 08:49 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ଶାହିଦ୍‌ କପୁରଙ୍କ ଅପ୍‌କମିଂ ଫିଲ୍ମ ‘କବୀର ସିଂହ’ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଯାଇଛି। ଶାହିଦ୍‌ ଏହାକୁ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଶାହିଦ୍ ଫିଲ୍ମର ପ୍ରଥମ ପୋଷ୍ଟର ଶେଆର କରି ଲେଖିଛନ୍ତି, ‘ନିଜ ଭିତରର କବୀର ସିଂହକୁ ଖୋଜନ୍ତୁ।’ ପୋଷ୍ଟର୍‌ରେ ଶାହିଦ୍‌ଙ୍କ ମୁହଁ ସ୍ପଷ୍ଟ ଦେଖାଯାଉ ନାହିଁ। ହେଲେ ଏହି ପୋଷ୍ଟରରୁ ଶାହିଦ୍‌ଙ୍କ ଲୁକ୍‌ର ଅନୁମାନ କରାଯାଇପାରୁଛି।

https://twitter.com/shahidkapoor/status/1114460635675283456

ଫିଲ୍ମଟି ତେଲୁଗୁ ଫିଲ୍ମ ‘ଅର୍ଜୁନ୍‌ ରେଡ୍ଡି’ର ହିନ୍ଦୀ ରିମେକ୍‌। ଏହି ରିମେକ୍‌ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ମୂଳ ଫିଲ୍ମର ନିର୍ଦ୍ଦେଶକ ଭି. ସନ୍ଦୀପ ବାଙ୍ଗା ହିଁ ଦେଉଛନ୍ତି।  ଜଣେ ମେଡିକାଲ ସର୍ଜନଙ୍କ ପ୍ରେମିକାଙ୍କ ବାହାଘର ତାଙ୍କ ପରିବାର ଲୋକେ ଜବରଦସ୍ତି ଅନ୍ୟ କେଉଁଠି କରିଦେଉଛନ୍ତି। ଏହା ପରେ  ମେଡିକାଲ ସର୍ଜନ ନିଜ ଜୀବନକୁ  ବରବାଦ କରିବା ବାଟରେ ଚାଲୁଛନ୍ତି ଓ କିପରି ସବୁ ଖରାପ କାମରେ ଲିପ୍ତ ହେଉଯାଉଛନ୍ତି ଏହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ । ରିମେକ୍‌ ଫିଲ୍ମ ’କବୀର ସିଂହ’ରେ ଶାହିଦ୍‌ଙ୍କ ବ୍ୟତୀତ କିୟାରା ଆଡଭାନୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ  ଭୂମିକାରେ ଦେଖିବାକୁ ମିଳିବ।

ଫିଲ୍ମର ପୋଷ୍ଟରକୁ ଫ୍ୟାନ୍‌ମାନଙ୍କର ଜବରଦସ୍ତ ରେସ୍‌ପନ୍ସ ମିଳିଛି। ଏବେ ଦର୍ଶକ ଫିଲ୍ମ ଓ ଫିଲ୍ମରେ ଶାହିଦ୍‌ଙ୍କ ଲୁକ୍‌କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ଫିଲ୍ମ ପାଇଁ ଶାହିଦ୍‌ ଅନେକ ଦିନରୁ ନିଜ ଚୁଟି ଓ ଦାଢ଼ି ବଢ଼ାଉଛନ୍ତି। ଏବେ ଏହା ଦେଖିବା ବାକି ରହିଲା ଯେ ‘କବୀର ସିଂହ’ରେ ଶାହିଦ୍‌ଙ୍କ ଲୁକ୍‌ କେମିତି ରହୁଛି ଓ ଏହା ‘ଅର୍ଜୁନ୍‌ ରେଡ୍ଡୀ’ ଲୁକ୍‌ରୁ କେତେ ଅଲଗା ରହୁଛି। ଏ ଯାଏଁ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା ନହେଲେ ବି ଏହା ଚଳିତ ବର୍ଷ ଶେଷ ସୁଦ୍ଧା  ରିଲିଜ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story