ଟିଭି ସିରିଏଲ୍ ହେବ ବ୍ଲକ୍‌ବଷ୍ଟର ଫିଲ୍ମ ‘କଭି ଖୁସି କଭି ଗମ୍‌’

ମୁମ୍ବାଇ: ବଡ଼ ପରଦା ପରେ ଏବେ ଛୋଟ ପରଦାରେ ଦେଖିବାକୁ ପାଇବେ ସୁପରହିଟ୍‌ ଫିଲ୍ମ ‘କଭି ଖୁସି କଭି ଗମ୍‌’। ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଥିବ। ଭାବୁଥିବେ ଏଇଟା କଉ ବଡ଼ କଥା! ଟିଭିରେ ଫିଲ୍ମ ପ୍ରସାରଣ  ହେବା କିଛି ନୂଆ କଥା ନୁହେଁ। ତେବେ କଥାଟା ସେଇଆ ନୁହେଁ, ଯାହା ଆପଣ ଭାବୁଛନ୍ତି। ପ୍ରକୃତ କଥା ହେଉଛି ଏହି ବ୍ଲକ୍‌ବଷ୍ଟର ଫିଲ୍ମକୁ ଆଧାର କରି ଟିଭି କୁଇନ୍‌ ଏକ୍‌ତା କପୁର ଏକ ଧାରାବାହିକ ତିଆରି […]

film

film

Rakesh Mallick
  • Published: Friday, 20 April 2018
  • Updated: 20 April 2018, 06:56 PM IST

Sports

Latest News

ମୁମ୍ବାଇ: ବଡ଼ ପରଦା ପରେ ଏବେ ଛୋଟ ପରଦାରେ ଦେଖିବାକୁ ପାଇବେ ସୁପରହିଟ୍‌ ଫିଲ୍ମ ‘କଭି ଖୁସି କଭି ଗମ୍‌’। ଶୁଣିଲା ବେଳକୁ ଟିକେ ଅଡୁଆ ଲାଗୁଥିବ। ଭାବୁଥିବେ ଏଇଟା କଉ ବଡ଼ କଥା! ଟିଭିରେ ଫିଲ୍ମ ପ୍ରସାରଣ  ହେବା କିଛି ନୂଆ କଥା ନୁହେଁ। ତେବେ କଥାଟା ସେଇଆ ନୁହେଁ, ଯାହା ଆପଣ ଭାବୁଛନ୍ତି। ପ୍ରକୃତ କଥା ହେଉଛି ଏହି ବ୍ଲକ୍‌ବଷ୍ଟର ଫିଲ୍ମକୁ ଆଧାର କରି ଟିଭି କୁଇନ୍‌ ଏକ୍‌ତା କପୁର ଏକ ଧାରାବାହିକ ତିଆରି କରିବାକୁ ଯାଉଛନ୍ତି। କୁହାଯାଉଛି ଯେ, ଏହି ଶୋ’ ସୋନି  ଟିଭିରେ ପ୍ରସାରିତ କରାଯିବ।

ରିପୋର୍ଟ ମୁତାବକ ଏହି ଶୋ’ ପାଇଁ ‘ରୋଡିଜ୍‌’ ଓ ‘ସ୍ପିଟ୍‌ଜଭିଲ୍ଲା’ର ପ୍ରତିଯୋଗୀମାନେ ମାନଙ୍କୁ କାଷ୍ଟ କରାଯିବ।  ଏଥିପାଇଁ ଅଭିନେତା ବରୁଣ ସୁଦ୍‌ଙ୍କ ନାଁ ଚର୍ଚ୍ଚା ହେଉଛି। କୁହାଯାଉଛି, ବରୁଣଙ୍କୁ ଲିଡ୍‌ ରୋଲ ପାଇଁ ଚୟନ କରାଯାଇଛି। ବରୁଣ ସୁଦ୍‌ ‘‘ରୋଡିଜ୍‌X2’ର ପ୍ରତିଯୋଗୀ ରହିସାରିଛନ୍ତି। ତାଙ୍କୁ ଏହି ଶୋ’ରୁ ଖୁବ୍‌ ଲୋକପ୍ରିୟତା ମିଳିଥିଲା। କୁହାଯାଉଛି କି ସେ ହ୍ରିତିକ୍‌ଙ୍କ ଚରିତ୍ରରେ ଅଭିନୟ କରିପାରନ୍ତି। ଏକ୍‌ତା ଅନ୍ୟ କାଷ୍ଟମାନଙ୍କୁ ମଧ୍ୟ ଖୋଜିବା ଆରମ୍ଭ କରିଦେଲେଣି।

ଫିଲ୍ମ ‘କଭି ଖୁସି ଗମ୍‌’ରେ ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଜୟା ବଚ୍ଚନ, ରିତିକ୍‌ ରୋଶନ ଓ କୋଜୋଲ ଖୁବ୍‌ ଜବରଦସ୍ତ ଅଭିନୟ କରିଥିଲେ।  ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ କରଣ ଜୋହର। ଫିଲ୍ମଟି କରଣଙ୍କ ସବୁଠୁ ସଫଳ ଫିଲ୍ମ ଗୁଡ଼ିକ ମଧ୍ୟରୁ ଗୋଟିଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story