କିୟାରାଙ୍କୁ ପାଠ ସହ ପ୍ୟାର ବି ଶିଖାଉଛନ୍ତି ସାହିଦ, ନୂଆ ଗୀତରେ ଦେଖିବେ ଏପରି ସିନ୍‌

ମୁମ୍ୱାଇ:  ମେଡିକାଲ ଟପ୍ପର ସାହିଦ କପୁର କ୍ଲାସରେ ସମସ୍ତଙ୍କୁ  ପାଠ ପଢାଉଛନ୍ତି। ହେଲେ  ପାଠ ସହ ହିରୋଇନ କିୟାରା ଆଡଭାନୀଙ୍କୁ ଭଲ ପାଇବା ମଧ୍ୟ ଶିଖାଉଛନ୍ତି । ତାହା ପୁଣି ଡରାଇ ଧମକାଇ।  ନିଜ ବୁଲେଟରେ କିୟାରାଙ୍କୁ ବସାଇ ବାହାରକୁ ନେଇ ସ୍ୱପ୍ନ ରାଇଜରେ ବୁଲୁଛନ୍ତି। ବହୁତ ଭଲ ବି ପାଉଛନ୍ତି। ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ର ଆଉ ଏକ ଗୀତ ‘କେସେ ହୁଆ’ରେ ହୋଇଛି ଏପରି ପିକ୍‌ଚରାଇଜେସନ୍‌।  ରିଲିଜ ହେଉ […]

kabir-2..

kabir-2..

Niharika Rout
  • Published: Saturday, 15 June 2019
  • Updated: 15 June 2019, 11:45 AM IST

Sports

Latest News

ମୁମ୍ୱାଇ:  ମେଡିକାଲ ଟପ୍ପର ସାହିଦ କପୁର କ୍ଲାସରେ ସମସ୍ତଙ୍କୁ  ପାଠ ପଢାଉଛନ୍ତି। ହେଲେ  ପାଠ ସହ ହିରୋଇନ କିୟାରା ଆଡଭାନୀଙ୍କୁ ଭଲ ପାଇବା ମଧ୍ୟ ଶିଖାଉଛନ୍ତି । ତାହା ପୁଣି ଡରାଇ ଧମକାଇ।  ନିଜ ବୁଲେଟରେ କିୟାରାଙ୍କୁ ବସାଇ ବାହାରକୁ ନେଇ ସ୍ୱପ୍ନ ରାଇଜରେ ବୁଲୁଛନ୍ତି। ବହୁତ ଭଲ ବି ପାଉଛନ୍ତି।

ଶାହିଦ କପୁର ଓ କିୟାରା ଆଡଭାନୀଙ୍କ ଫିଲ୍ମ ‘କବୀର ସିଂ’ର ଆଉ ଏକ ଗୀତ ‘କେସେ ହୁଆ’ରେ ହୋଇଛି ଏପରି ପିକ୍‌ଚରାଇଜେସନ୍‌।  ରିଲିଜ ହେଉ ହେଉ ବି ଖୁବ୍‌ ପପୁଲାର ହୋଇଛି ଏହି ଗୀତ। ଏଥିରେ ସାହିଦ ନିଜ ତରିକାରେ ନାୟିକାଙ୍କୁ ଇମ୍ପ୍ରେସ୍‌ କରିବାକୁ ଚେଷ୍ଟା କରିଛନ୍ତି। ଏହି ଗୀତକୁ ମନୋଜ ମୁନ୍ତିସର ଲେଖିଥିବା ବେଳେ ମ୍ୟୁଜିକ୍‌ ଓ ସ୍ୱର ବିଶାଲ ମିଶ୍ରା ଦେଇଛନ୍ତି।

ଏହି ଗୀତରେ ସାହିଦ ନିଜ ୱାନ ସିଟ୍‌ ବୁଲେଟରେ କିୟାରାଙ୍କୁ ବୁଲାଇବାକୁ ଆଉ ଏକ ସିଟ୍‌ ଯୋଡି ଦେଇଛନ୍ତି।  ଭିନ୍ନ ଲୁକ୍‌, ଗେଟଅପ୍‌ ଓ ଅବତାରରେ ନଜର ଆସିବେ ସାହିଦ ।  ଏଠାରେ କହି ରଖୁଛୁ ଯେ, ‘କବୀର ସିଂହ’ ଫିଲ୍ମ ତେଲଗୁ ବ୍ଲକବଷ୍ଟର ଅର୍ଜ୍ଜୁନ ରେଡ୍ଡୀ ଫିଲ୍ମର ରିମେକ୍‌।  ହେଲେ ଏହା କପି, ପେଷ୍ଟ ଫିଲ୍ମ ନୁହେଁ ।

ଏହା ସମ୍ପୂର୍ଣ୍ଣ ଅରିଜିନାଲ। ୨ଟି ଫିଲ୍ମର ମେନ୍‌ ଲିଡ କ୍ୟାରେକ୍ଟର ସମ୍ପୂର୍ଣ୍ଣ ଭିନ୍ନ।  ସବୁ ଫିଲ୍ମ ନିର୍ମାଣ ହେବା ବେଳେ ଏହା ଯେପରି ପ୍ରଥମ ଥର ନିର୍ମାଣ ହେଉଛି, ତାହା ଧ୍ୟାନ ରଖିବା ଦରକାର। ଫଳରେ ଭଲ ଫିଲ୍ମ ହୋଇ ପାରିବ ବୋଲି କହିଛନ୍ତି ସେ।

https://youtu.be/_P9YXESg5Es

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story