କାଜଲ୍‌ଙ୍କ ପ୍ଲେଟ୍‌ରେ ଥିଲା କେଉଁ ମାଂସ : ପଢ଼ନ୍ତୁ ଏ ରିପୋର୍ଟ

ମୁମ୍ୱାଇ: ଫିଲ୍ମ ‘ଦିଲ୍‌ୱାଲା’ ପରେ କାଜଲ୍‌ଙ୍କୁ ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ତେବେ କାଜଲ୍‌ ସୋସିଆଲ ମିଡିଆ ଦ୍ୱାରା ନିଜ ଫ୍ୟାନ୍‌ଙ୍କ ସହ ଜଡ଼ିତ ଅଛନ୍ତି। ଅନେକ ସମୟରେ କାଜଲ୍‌ ସ୍ୱାମୀ ଅଜୟ ଦେବଗନ୍‌, ଝିଅ  କିମ୍ୱା ସାଙ୍ଗସାଥୀଙ୍କ ସହ ଫଟୋ ସେୟାର କରୁଥିବା ଦେଖିବାକୁ ମିଳିଥାଏ। ଏବେ କାଜଲ୍ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କାଜଲ ତାଙ୍କ ବନ୍ଧୁଙ୍କ ରେସ୍ତରାଁର ଏକ ଭିଡିଓ ପୋଷ୍ଟ […]

kajol-beef

kajol-beef

Rakesh Mallick
  • Published: Tuesday, 02 May 2017
  • Updated: 02 May 2017, 09:22 AM IST

Sports

Latest News

ମୁମ୍ୱାଇ: ଫିଲ୍ମ ‘ଦିଲ୍‌ୱାଲା’ ପରେ କାଜଲ୍‌ଙ୍କୁ ଅନ୍ୟ କୌଣସି ଫିଲ୍ମରେ ଦେଖିବାକୁ ପାଇ ନାହାନ୍ତି ଦର୍ଶକ। ତେବେ କାଜଲ୍‌ ସୋସିଆଲ ମିଡିଆ ଦ୍ୱାରା ନିଜ ଫ୍ୟାନ୍‌ଙ୍କ ସହ ଜଡ଼ିତ ଅଛନ୍ତି। ଅନେକ ସମୟରେ କାଜଲ୍‌ ସ୍ୱାମୀ ଅଜୟ ଦେବଗନ୍‌, ଝିଅ  କିମ୍ୱା ସାଙ୍ଗସାଥୀଙ୍କ ସହ ଫଟୋ ସେୟାର କରୁଥିବା ଦେଖିବାକୁ ମିଳିଥାଏ।

ଏବେ କାଜଲ୍ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ କାଜଲ ତାଙ୍କ ବନ୍ଧୁଙ୍କ ରେସ୍ତରାଁର ଏକ ଭିଡିଓ ପୋଷ୍ଟ କରିଥିଲେ। ସେ ଯେଉଁ ଡିସ୍‌ ଖାଉଛନ୍ତି ତା ନାଁ କହିବାକୁ ଭିଡିଓରେ କାଜଲ୍‌ କହିଥିଲେ। ତାଙ୍କ ବନ୍ଧୁ କହିଥିଲେ ଯେ ଏହା ବିଫ୍‌। ଏହାପରେ କାଜଲ୍ ମଜ୍ଜାରେ କହିଥିଲେ ବିଫ୍‌ ପ୍ରସ୍ତୁତି କାରିବା କାରଣରୁ (ଯିଏ ବନାଇଛି) ତାଙ୍କ ହାତ କାଟି ଦେବା ଦରକାର। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ବିବାଦୀୟ ହେବାରୁ ସେ ଏହାକୁ ଡିଲିଟ୍‌ କରିଦେଇଛନ୍ତି।

ତେବେ ଏହା ବିଫ୍‌ ନୁହେଁ ମଇଁଷି ମାଂସ ବୋଲି କାଜଲ ସଫେଇ ଦେଇଛନ୍ତି। ଟ୍ୱିଟ୍‌ରରେ କାଜଲ୍‌ ଲେଖିଛନ୍ତି,“ ସାଙ୍ଗମାନଙ୍କ ସହ ଲଞ୍ଚ ସମୟ ଯେଉଁ ଭିଡିଓ ଶେୟାର କରିଥିଲି, ଏହା ବିଫ୍‌ ବୋଲି କୁହାଯାଇଥିଲା କିନ୍ତୁ ଯୋଗାଯୋଗ ଭୁଲ୍‌ ଯୋଗୁଁ ଏପରି ଭୁଲ ବୁଝାମଣା ହୋଇଛି। ଏହା ମଇଁଷିର ମିଟ୍‌ ଥିଲା। ଏହା ଏକ ସମ୍ୱେଦନଶୀଳ ଘଟଣା। ଯେକୌଣସି ଧାର୍ମିକ ଭାବନାକୁ ଏହି ଘଟଣା ଆଘାତ କରିପାରେ। ମୁଁ ଏପରି କରିବାକୁ ଚାହେଁ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story