କେଉଁ ଫିଲ୍ମଟି କାଜୋଲଙ୍କ ପାଇଁ ସବୁଠୁ କଷ୍ଟ ଥିଲା?

ମୁମ୍ବାଇ: ବଲିଉଡ୍‌ରେ କାଜୋଲ୍‌ଙ୍କର ଏକ ଖାସ୍ ସ୍ଥାନ ଅଛି। ତାଙ୍କର ଫ୍ୟାନ୍‌ ସଂଖ୍ୟା ବି କିଛି କମ୍ ନୁହେଁ। ଏମିତି ବି ଦିନ ଥିଲା ଯେତେବେଳେ ସେ ଲଗାତାର ହିଟ୍ ଫିଲ୍ମ ଦେଇଥିଲେ। ‘ଦିଲ୍‌ୱାଲେ ଦୁଲହନିଆ ଲେଯାଏଙ୍ଗେ’, ‘କୁଛ୍ କୁଛ୍ ହୋତା ହୈ’, ‘ବାଜିଗର’, ‘ଗୁପ୍ତ’, ‘କଭି ଖୁସି କଭି ଗମ୍’, ‘କରନ ଅର୍ଜୁନ’, ‘ଦୁଷ୍ମନ’, ‘ଫନା’ ଓ ‘ମାଇଁ ନେମ୍‌ ଇଜ୍‌ ଖାନ୍’ ପରି ଫିଲ୍ମରେ କାମ କରିଥିବା କାଜୋଲ ୬ ଥର ଫିଲ୍ମ ଫେୟାର […]

kajol

kajol

Chinmayee Roy
  • Published: Monday, 05 August 2019
  • Updated: 05 August 2019, 02:07 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ରେ କାଜୋଲ୍‌ଙ୍କର ଏକ ଖାସ୍ ସ୍ଥାନ ଅଛି। ତାଙ୍କର ଫ୍ୟାନ୍‌ ସଂଖ୍ୟା ବି କିଛି କମ୍ ନୁହେଁ। ଏମିତି ବି ଦିନ ଥିଲା ଯେତେବେଳେ ସେ ଲଗାତାର ହିଟ୍ ଫିଲ୍ମ ଦେଇଥିଲେ। ‘ଦିଲ୍‌ୱାଲେ ଦୁଲହନିଆ ଲେଯାଏଙ୍ଗେ’, ‘କୁଛ୍ କୁଛ୍ ହୋତା ହୈ’, ‘ବାଜିଗର’, ‘ଗୁପ୍ତ’, ‘କଭି ଖୁସି କଭି ଗମ୍’, ‘କରନ ଅର୍ଜୁନ’, ‘ଦୁଷ୍ମନ’, ‘ଫନା’ ଓ ‘ମାଇଁ ନେମ୍‌ ଇଜ୍‌ ଖାନ୍’ ପରି ଫିଲ୍ମରେ କାମ କରିଥିବା କାଜୋଲ ୬ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ୫ ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସେ ଏହି ପୁରସ୍କାର ଭାବେ ପାଇଥିବା ବେଳେ ଆଉ ଗୋଟିଏ ଶ୍ରେଷ୍ଠ ଖଳନାୟିକା ଭାବେ ପାଇଛନ୍ତି। ‘ଗୁପ୍ତ’ ଫିଲ୍ମରେ ସେ ନେଗେଟିଭ୍‌ ରୋଲ୍‌ରେ ଅଭିନୟ କରି ବି ଦର୍ଶକଙ୍କ ହୃଦୟ ଜିଣିଥିଲେ। ଆଜି ହେଉଛି ବଲିଉଡ୍‌ର ଏହି ଅନ୍ୟତମ ସଫଳ ଅଭିନେତ୍ରୀଙ୍କ ଜନ୍ମଦିନ। ୧୯୭୪ ମସିହାରେ ଆଜିର ଦିନରେ ସେ ମୁମ୍ବାଇରେ ଜନ୍ମ ହୋଇଥିଲେ।

https://www.instagram.com/p/B0pYYa4J8rx/?utm_source=ig_web_copy_link

କାଜୋଲଙ୍କୁ ସମସ୍ତେ ‘କାଜଲ୍‌’ ବୋଲି ଡାକନ୍ତି। ଜନ୍ମବେଳେ ତାଙ୍କ ନାଁ ଦିଆଯାଇଥିଲା କାଜୋଲ ମୁଖାର୍ଜୀ। ସେ ହେଉଛନ୍ତି ବିଗତ ଦିନର ଅଭିନେତ୍ରୀ ତନୁଜାଙ୍କ ଝିଅ। କାଜୋଲ୍‌ ୧୯୯୨ରେ ‘ବେଖୁଦି’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲା ଏହା ବକ୍ସ ଅଫିସ୍‌ରେ କିଛି ଖାସ୍‌ କମାଲ କରିପାରିଲା ନାହିଁ। ଏହାପରେ ଆସିଲା ଫିଲ୍ମ ‘ବାଜିଗର୍’। ଏହି ଫିଲ୍ମ ବଦଳାଇ ଦେଇଥିଲା କାଜୋଲ୍‌ କ୍ୟାରିୟର। ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା। ଦର୍ଶକଙ୍କୁ ଏଥିରେ ଶାହାରୁଖ ଓ କାଜୋଲଙ୍କ ଯୋଡ଼ି ବେଶ୍ ପସନ୍ଦ ଆସିଥିଲା।

https://www.instagram.com/p/Bwe1XlnHf2A/?utm_source=ig_web_copy_link

ଏହି ଫିଲ୍ମ ପରେ କାଜୋଲଙ୍କ କ୍ୟାରିୟରରେ ଆଉ ବ୍ରେକ୍‌ ଲାଗିନଥିଲା। ସବୁ ନିର୍ମାତା କାଜୋଲଙ୍କୁ ତାଙ୍କ ଫିଲ୍ମରେ ନେବାକୁ ଚାହିଁଲେ। ଏହି ଫିଲ୍ମ ପରେ କାଜୋଲ୍ ଆହୁରି ଅନେକ୍‌ ହିଟ୍‌ ଫିଲ୍ମ ଦେଇଛନ୍ତି। ଶାହାରୁଖ ଖାନ୍‌ଙ୍କ ସହିତ ସେ ଅଧିକ ଫିଲ୍ମ କରିଥିବା ବେଳେ ସ୍ୱାମୀ ଅଜୟ ଦେବଗନ, ଅନୀଲ କପୁର, ବବି ଦେଓଲ ଓ ଅମୀର ଖାନଙ୍କ ସହିତ ବି ସେ ଫିଲ୍ମ କରିଛନ୍ତି।  କାଜୋଲ୍‌ଙ୍କ କ୍ୟାରିୟରର ସବୁଠୁ ସଫଳ ଫିଲ୍ମ ହେଉଛି ‘ଦିଲ୍‌ୱାଲେ ଦୁଲହନିଆ ଲେଯାଏଙ୍ଗେ’।

https://www.instagram.com/p/BuX3TStnESb/?utm_source=ig_web_copy_link

https://www.instagram.com/p/BzDieL6pFHX/?utm_source=ig_web_copy_link

ତେବେ କେଉଁ ଫିଲ୍ମ ପାଇଁ ତାଙ୍କୁ ଅଧିକ କଷ୍ଟ କରିବାକୁ ପଡ଼ିଥିଲା ଜାଣନ୍ତି? ସେ ଫିଲ୍ମଟିର ନାଁ ‘ଗୁପ୍ତ’। ଏହା ୧୯୯୭ରେ ରିଲିଜ୍ ହୋଇଥିଲା। ଏଥିରେ ତାଙ୍କ ସହ ବବି ଦେଓଲ୍ ଓ ମନୀଷା କୋଏରାଲା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ କାଜୋଲ୍‌ଙ୍କ ନେଗେଟିଭ୍ ରୋଲ୍‌ରେ ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ନିଜେ କାଜୋଲ କହନ୍ତି ଯେ, ଏହା ହେଉଛି ତାଙ୍କ କ୍ୟାରିୟରର ସବୁଠୁ କଷ୍ଟ ରୋଲ୍‌ ଥିଲା।

https://www.instagram.com/p/BuQQYpHnSYY/?utm_source=ig_web_copy_link

https://www.instagram.com/p/BzLhkB9JFuL/?utm_source=ig_web_copy_link

କାଜୋଲ୍ ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ ମଣିଷ ମଧ୍ୟ। ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତେ ତାଙ୍କୁ ଭଲପାଆନ୍ତି। କାଜୋଲ୍‌ ଜଣେ ସମାଜ ସେବୀ ମଧ୍ୟ। ସେ ‘ଶିକ୍ଷା’ନାମରେ ଏକ ଏନଜିଓ ସହ ଜଡ଼ିତ। ଏହି ଏନଜିଓ ଜରିଆରେ ସେ ଗରିବ ପିଲାଙ୍କ ପଢ଼ିବାରେ ସାହାଯ୍ୟ କରନ୍ତି। ଶେଷଥର ପାଇଁ କାଜୋଲ୍ ୨୦୧୮ରେ ଫିଲ୍ମ ‘ହେଲିକପ୍ଟର ଇଲା’ରେ ନଜର ଆସିଥିଲେ।  ୨୦୨୦ରେ ରିଲିଜ୍ ହେବାକୁ ଥିବା ଓମ୍‌ ରାଉତ୍‌ଙ୍କ ଫିଲ୍ମ ‘ତାନାଜୀ ଦ ଅନ୍‌ସଙ୍ଗ ୱାରିୟର୍‌’ରେ ବି କାଜୋଲ ଅଛନ୍ତି।

https://www.instagram.com/p/Bye7eYCJcRK/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story