ସ୍କ୍ରିପ୍ଟ ଚୁଜି କାଜଲ: ଏହି ସୁପରହିଟ୍‌ ଫିଲ୍ମକୁ କରିଥିଲେ ରିଜେକ୍ଟ

ମୁମ୍ୱାଇ: ବଲିଉଡରେ ସୁପରହିଟ ଯୋଡି ମଧ୍ୟରେ କାଜଲ-ଅଜୟ। ଏମାନେ ରିଲ ଲାଇଫ୍‌ରେ ଯେତିକି ପପୁଲାର ରିୟଲ ଲାଇଫ୍‌ରେ ତା’ଠାରୁ ଅଧିକ। ଫିଲ୍ମ କ୍ୟାରିୟରରୁ ପ୍ରେମରେ ପଡ଼ି ଉଭୟ ବିବାହ କରିଛନ୍ତି। ଏହି କପଲ୍‌ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ରହିଥାଏ। ଦର୍ଶକ ଭୟଙ୍କୁ ସିଲଭର ସ୍କ୍ରିନ୍‌ରେ ଏକାଠି ଦେଖିବାକୁ ସବୁବେଳେ ଚାତକ ପରି ଅନାଇ ବସିଥାନ୍ତି। ହେଲେ ଦର୍ଶକଙ୍କ ପାଇଁ ଏକ ଦୁଃଖଦ ଖବର ଆମ ପାଖରେ ଅଛି। ସବୁବେଳେ ସ୍କ୍ରିପ୍ଟକୁ ଗୁରୁତ୍ୱ ଦେଉଥିବା କାଜଲ ଅଜୟଙ୍କ ସହ […]

kajol

kajol

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 12:56 PM IST

Sports

Latest News

ମୁମ୍ୱାଇ: ବଲିଉଡରେ ସୁପରହିଟ ଯୋଡି ମଧ୍ୟରେ କାଜଲ-ଅଜୟ। ଏମାନେ ରିଲ ଲାଇଫ୍‌ରେ ଯେତିକି ପପୁଲାର ରିୟଲ ଲାଇଫ୍‌ରେ ତା’ଠାରୁ ଅଧିକ। ଫିଲ୍ମ କ୍ୟାରିୟରରୁ ପ୍ରେମରେ ପଡ଼ି ଉଭୟ ବିବାହ କରିଛନ୍ତି। ଏହି କପଲ୍‌ଙ୍କୁ ନେଇ ସବୁବେଳେ ଚର୍ଚ୍ଚା ରହିଥାଏ। ଦର୍ଶକ ଭୟଙ୍କୁ ସିଲଭର ସ୍କ୍ରିନ୍‌ରେ ଏକାଠି ଦେଖିବାକୁ ସବୁବେଳେ ଚାତକ ପରି ଅନାଇ ବସିଥାନ୍ତି। ହେଲେ ଦର୍ଶକଙ୍କ ପାଇଁ ଏକ ଦୁଃଖଦ ଖବର ଆମ ପାଖରେ ଅଛି। ସବୁବେଳେ ସ୍କ୍ରିପ୍ଟକୁ ଗୁରୁତ୍ୱ ଦେଉଥିବା କାଜଲ ଅଜୟଙ୍କ ସହ ଏକ ଫିଲ୍ମ କରିବାକୁ ମନା କରିଦେଇଛନ୍ତି। ସେ ଅଜୟଙ୍କ ସହ ଫିଲ୍ମ କରିବାକୁ ଚାହିଁନାହାନ୍ତି ବୋଲି ନୁହେଁ। ପ୍ରକୃତ କଥା ହେଲା ତାଙ୍କର ସ୍କ୍ରିପ୍ଟ ପସନ୍ଦ ହୋଇନାହିଁ। ତେବେ ଆଜି ଆପଣଙ୍କୁ କାଜଲଙ୍କ ସମ୍ପର୍କରେ ଏମିତି କିଛି ଫିଲ୍ମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସେ ରିଜେକ୍ଟ କରିଦେଇଥିଲେ।

ଦବଙ୍ଗ-୩: ‘ଦବଙ୍ଗ ୩’ରେ ଏକ ରୋଲ ପାଇଁ  ଅରବାଜ ଖାନ କାଜଲଙ୍କ ପାଖକୁ ଯାଇଥିଲେ। ଖବର ଅନୁସାରେ  କାଜଲଙ୍କ ମନକୁ ଯାଇ ନଥିଲା ରୋଲଟି। ସଲମାନଙ୍କ ଆଗରେ ଏହି ରୋଲ ଫିକା ପଡିଯିବ କହି ସିଧା ସିଧା ନା କହିଦେଇଥିଲେ।

ଦିଲ୍‌ ତୋ ପାଗଲ ହେ: ମାଧୁରୀ ଯୁଗ ବେଳେ ତାଙ୍କୁ କେହି ଟକ୍କର ଦେବାକୁ ସାହାସ କରୁ ନଥିଲେ। ‘ଦିଲ୍‌ ତୋ ପାଗଲ ହେ’ରେ ମାଧୁରୀଙ୍କ ସହ କରିସ୍ମାକୁ ଦେଖିବାକୁ ମିଳିଥିଲା। ହେଲେ କରିସ୍ମାଙ୍କ ପୂର୍ବରୁ ଏହି ରୋଲ୍‌ଟି କାଜଲଙ୍କୁ ଅଫର କରାଯାଇଥିଲା। ଯାହାକୁ ସେ ରିଜେକ୍ଟ କରିଦେଇଥିଲେ।

ଖାମୋସୀ: ସଂଜୟ ଲୀଳା ଭଂସାଲିଙ୍କ ଏହି ବ୍ଲକବଷ୍ଟର ଫିଲ୍ମକୁ କାଜଲ ରିଜେକ୍ଟ କରିଦେଇଥିଲେ । ଏହାସହ ସଲମାନଙ୍କୁ ମଧ୍ୟ।

ଦିଲ ସେ: ନେଗେଟିଭ ଚରିତ୍ର କରିବାକୁ ଚାହୁଁ ନଥିବାରୁ ‘ଦିଲ୍ ସେ’କୁ ମନା କରିଦେଇଥିଲେ କାଜଲ। ପରେ ମନିଷା କୋରିଆଲା ଏହି ଚରିତ୍ରରେ ଅଭିନୟ କରିଥିଲେ।

କଭି ଅଲ୍‌ବିଦା ନା କେହେନା: କାଜଲ ଏହି ଫିଲ୍ମର ସ୍କ୍ରିପ୍ଟ ପଢିଲା ପରେ ଅଭିନୟ କରିବାକୁ ସଫା ସଫା ମନା କରିଦେଲ। ଏହାର କାହାଣୀ ତାଙ୍କୁ ପସନ୍ଦ ଆସି ନଥିଲା।

ମହୋବତେଁ: ରାଜର ସିମ୍‌ରନ୍‌ ପରେ ରାଜ୍‌ର ମେଘା ହେବାକୁ ପ୍ରସ୍ତୁତ ନଥିଲେ କାଜଲ। ଏଥିପାଇଁ ଏହି ଫିଲ୍ମକୁ ମଧ୍ୟ ନା କହିଥିଲେ କାଜଲ।

୩ ଇଡିଅଟ୍: ଶାହାରୁଖ ଏହି ଫିଲ୍ମକୁ ମନା କରିବା ପରେ କାଜଲ ମଧ୍ୟ ନା କହିଦେଇଥିଲେ।

ଦିଲ୍‌ୱାଲେ: କାଜଲ ଏହି ଫିଲ୍ମ କରିବାକୁ ୩ ଥର ମନା କରିଦେଇଥିଲେ। ହେଲେ ବନ୍ଧୁ ରୋହିତ ସେଟ୍ଟୀ ଗୋଟିଏ ଜିଦ୍‌ ଥିଲା ଏହାକୁ କାଜଲ ହିଁ କରିବେ। ଶେଷରେ ବନ୍ଧୁ ଆଗରେ ମୁଣ୍ଡ ନୁଆଁଇ ଥିଲେ କାଜଲ ଓ ଏଥିରେ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story