ମା’ ଭୂମିକାକୁ ନେଇ କାଜଲ ଉତ୍ସାହିତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ତାଙ୍କର ଆଗାମୀ ଫିଲ୍ମରେ ‘ସିଙ୍ଗଲ ମଦର’ ଭୂମିକାରେ ନଜରକୁ ଆସିବେ। ମା’ ଭୂମିକାକୁ ନେଇ କାଜଲ ଖୁବ୍ ଉତ୍ସାହିତ ଥିବା କହିଛନ୍ତି। ଫିଲ୍ମର ସୁଟିଂ ଆସନ୍ତା ବର୍ଷ ହେବ। ଫିଲ୍ମଟି ନିର୍ଦ୍ଦେଶକ ଆନନ୍ଦ ଗାନ୍ଧୀଙ୍କ ନିଜର ଏକ ନାଟକ। କିନ୍ତୁ ସେ ଏଥିରେ ନିର୍ଦ୍ଦେଶନା ଦେବେ ନାହିଁ। ଅଜୟ ଦେବଗନ୍ ଏହାକୁ ନିର୍ମାଣ କରୁଛନ୍ତି। “ଫିଲ୍ମର କାହାଣୀ ଏବେ ଲେଖାଯାଉଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫିଲ୍ମରେ ମୁଁ ‘ସିଙ୍ଗଲ ମଦର’ […]

kajol

kajol

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 06:13 PM IST

Sports

Latest News

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ତାଙ୍କର ଆଗାମୀ ଫିଲ୍ମରେ ‘ସିଙ୍ଗଲ ମଦର’ ଭୂମିକାରେ ନଜରକୁ ଆସିବେ। ମା’ ଭୂମିକାକୁ ନେଇ କାଜଲ ଖୁବ୍ ଉତ୍ସାହିତ ଥିବା କହିଛନ୍ତି। ଫିଲ୍ମର ସୁଟିଂ ଆସନ୍ତା ବର୍ଷ ହେବ। ଫିଲ୍ମଟି ନିର୍ଦ୍ଦେଶକ ଆନନ୍ଦ ଗାନ୍ଧୀଙ୍କ ନିଜର ଏକ ନାଟକ। କିନ୍ତୁ ସେ ଏଥିରେ ନିର୍ଦ୍ଦେଶନା ଦେବେ ନାହିଁ। ଅଜୟ ଦେବଗନ୍ ଏହାକୁ ନିର୍ମାଣ କରୁଛନ୍ତି।

“ଫିଲ୍ମର କାହାଣୀ ଏବେ ଲେଖାଯାଉଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫିଲ୍ମରେ ମୁଁ ‘ସିଙ୍ଗଲ ମଦର’ ଭୂମିକାରେ ଆସୁଛି। ଏହାକୁ ନେଇ ମୁଁ ବହୁତ ଉତ୍ସାହିତ ଅଛି” ବୋଲି କାଜଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story