ୟୁଟ୍ୟୁବ୍‌ର ଟପ୍‌ ଟ୍ରେଣ୍ଟରେ ଫିଲ୍ମ 'କଲଙ୍କ'ର ଟିଜର୍

ମୁମ୍ମବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘କଲଙ୍କ୍‌’ର ଟିଜର ରିଲିଜ୍ ହେବା ପରେ ଏହା ୟୁଟ୍ୟୁବର ଟପ୍‌ ଟ୍ରେଣ୍ଡରେ ରହିଛି। ରିଲିଜ୍ ହେବା ୨ ଦିନ ଭିତରେ ଟିଜର୍‌କୁ ପ୍ରାୟ ସାଢ଼େ ୨କୋଟିରୁ ଅଧିକ ଥର ଦେଖାସରିଲାଣି। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମରେ ବରୁଣ ଧାୱନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଏହାସହ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ସୋନାକ୍ଷି ସିହ୍ନା ଓ ମାଧୁରୀ ଦିକ୍ଷିତ ମଧ୍ୟ ଫିଲ୍ମରେ […]

kalank

kalank

Chinmayee Roy
  • Published: Thursday, 14 March 2019
  • Updated: 14 March 2019, 12:10 PM IST

Sports

Latest News

ମୁମ୍ମବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘କଲଙ୍କ୍‌’ର ଟିଜର ରିଲିଜ୍ ହେବା ପରେ ଏହା ୟୁଟ୍ୟୁବର ଟପ୍‌ ଟ୍ରେଣ୍ଡରେ ରହିଛି। ରିଲିଜ୍ ହେବା ୨ ଦିନ ଭିତରେ ଟିଜର୍‌କୁ ପ୍ରାୟ ସାଢ଼େ ୨କୋଟିରୁ ଅଧିକ ଥର ଦେଖାସରିଲାଣି। ଏବେ ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫିଲ୍ମରେ ବରୁଣ ଧାୱନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଏହାସହ ସଞ୍ଜୟ ଦତ୍ତ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ସୋନାକ୍ଷି ସିହ୍ନା ଓ ମାଧୁରୀ ଦିକ୍ଷିତ ମଧ୍ୟ ଫିଲ୍ମରେ ନଜର ଆସିଛନ୍ତି। ଧର୍ମା ପ୍ରଡକ୍ସନ ଦ୍ୱାରା ନିର୍ମତି ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

https://www.instagram.com/p/Bu3dE4WjM6k/?utm_source=ig_web_copy_link

ପୂର୍ବରୁ ଫିଲ୍ମର ଷ୍ଟାର କାଷ୍ଟ ନେଇ ବହୁତ ଚର୍ଚ୍ଚା ହେଉଥିଲା। ହେଲେ ଆପଣ ଜାଣନ୍ତି କରଣଙ୍କ ପ୍ରଥମ ପସନ୍ଦ ଏମାନେ ନଥିଲେ। କରଣ ପ୍ରଥମେ ଫିଲ୍ମରେ ଶାହାରୁଖ ଖାନ୍‌, କାଜୋଲ୍‌, ରାନୀ ମୁଖର୍ଜୀ ଓ ଅଜୟ ଦେବଗନଙ୍କୁ ନେବାକୁ ଚାହୁଁଥିଲେ। ହେଲେ କୌଣସି କାରଣରୁ ଏହା ସମ୍ଭବ ହୋଇପାରି ନଥିଲା।

https://twitter.com/karanjohar/status/1103966658195058688

https://twitter.com/karanjohar/status/1103936009471852546

https://twitter.com/karanjohar/status/1103604077601054720

ଏହି ଫିଲ୍ମଟି ହେଉଛି କରଣ ଓ ତାଙ୍କ ପିତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ। ଏହି ଫିଲ୍ମଟିର ନିର୍ଦ୍ଦେଶନା କରଣଙ୍କ ପିତା ୟଶ ଜୋହର କରିଥାନ୍ତେ। ହେଲେ କୌଣସି କାରଣରୁ ଫିଲ୍ମର ପ୍ରି-ପ୍ରଡକ୍ସ ସରିଥିଲେ ମଧ୍ୟ ଏହା ଆଗକୁ ବଢ଼ିପାରି ନଥିଲା। ଏହା ମଧ୍ୟରେ ୟଶ ଜୋହରଙ୍କ ପରଲୋକ ହୋଇଯାଇଥିଲା। କରଣ ନିଜ ବାୟୋଗ୍ରାଫି ‘ଆନ୍‌ ଅନସ୍ୱିଟେବଲ୍ ବୟ’ରେ ଏ କଥା ଉଲ୍ଲେଖ କରିଛନ୍ତି।

https://twitter.com/karanjohar/status/1103573463833305088

https://twitter.com/karanjohar/status/1103890747575549959

https://twitter.com/karanjohar/status/1103528569412689920

ଏହି ଫିଲ୍ମଟି କରଣଙ୍କର ୧୫ ବର୍ଷର ସ୍ୱପ୍ନ ବୋଲି ସେ ସୋଶାଲ ମିଡିଆରେ ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି, ‘ଏହି ଫିଲ୍ମଟିରେ ମୋ ପିତା ଶେଷଥର ପାଇଁ କାମ କରିଥିଲେ। ଏହି ଫିଲ୍ମକୁ ଦେଖିବା ତାଙ୍କ ସ୍ୱପ୍ନ ଥିଲା। ହେଲେ ମୁଁ ତାଙ୍କ ସ୍ୱପ୍ନ ପୂରା କରିପାରିଲି ନାହିଁ। ମୋ ଆତ୍ମା ଭାଙ୍ଗିପଡ଼ିଥିଲା। ହେଲେ ଏବେ ତାଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି।’

https://www.instagram.com/p/Bu8L8qCjMem/?utm_source=ig_web_copy_link

କରଣଙ୍କ ବାୟୋଗ୍ରାଫି ଅନୁଯାୟୀ, ଏହି ଫିଲ୍ମଟି ଦୁଇ ଘରର କାହାଣୀ, ଯେଉଁଥିରେ ହିନ୍ଦୁ-ମୁସଲିମ୍ ଆଙ୍ଗେଲ ରହିଛି। ଏହା ଏକ ବହୁତ ମଜୁଭୂତ୍‌ ବିଷୟବସ୍ତୁ। ଫିଲ୍ମଟିକୁ ‘କଲଙ୍କ’ ନାଁରେ ରିଲିଜ୍‌ କରାଯିବ। ଫିଲ୍ମଟି ଆସନ୍ତା ମାସ ୧୭ ତାରିଖରେ ପରଦାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story