ବଦଳି ଗଲେଣି କମାଲ୍‌, କଶ୍ମୀରୀଙ୍କୁ ପଚାରିଲେ ପ୍ରଶ୍ନ

ମୁମ୍ବାଇ: ବେଶ୍ ଗୁଡ଼ାଏ ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଫିଲ୍ମ ସମାଲୋଚକ ତଥା ଅଭିନେତା କମାଲ୍ ରଶିଦ୍ ଖାନ୍‌ ଓରଫ୍ କେଆର୍‌କେ। ସବୁ ବେଳେ କିଛି ନା କିଛି ବିବାଦୀୟ ମନ୍ତବ୍ୟ ଦେଉଥିବା କେଆର୍‌କେ ଏଥର କିନ୍ତୁ ଯେଉଁ କଥା କହିଛନ୍ତି, ସେଥିପାଇଁ ଢେର୍ ପ୍ରଶଂସା ପାଉଛନ୍ତି। ତା’ହେଲେ ଏମିତି କ’ଣ କହିଦେଲେ ସେ? ଯେଉଁଦିନଠାରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲାଣି ସେବେଠାରୁ କେଆର୍‌କେଙ୍କ ଟ୍ୱିଟ୍‌ରେ ବହୁ ପରିବର୍ତ୍ତନ ଦେଖା ଦେଇଛି। ଏଥିରେ […]

kRk

kRk

Chinmayee Roy
  • Published: Monday, 12 August 2019
  • Updated: 12 August 2019, 02:16 PM IST

Sports

Latest News

ମୁମ୍ବାଇ: ବେଶ୍ ଗୁଡ଼ାଏ ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଫିଲ୍ମ ସମାଲୋଚକ ତଥା ଅଭିନେତା କମାଲ୍ ରଶିଦ୍ ଖାନ୍‌ ଓରଫ୍ କେଆର୍‌କେ। ସବୁ ବେଳେ କିଛି ନା କିଛି ବିବାଦୀୟ ମନ୍ତବ୍ୟ ଦେଉଥିବା କେଆର୍‌କେ ଏଥର କିନ୍ତୁ ଯେଉଁ କଥା କହିଛନ୍ତି, ସେଥିପାଇଁ ଢେର୍ ପ୍ରଶଂସା ପାଉଛନ୍ତି। ତା’ହେଲେ ଏମିତି କ’ଣ କହିଦେଲେ ସେ?

ଯେଉଁଦିନଠାରୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେଲାଣି ସେବେଠାରୁ କେଆର୍‌କେଙ୍କ ଟ୍ୱିଟ୍‌ରେ ବହୁ ପରିବର୍ତ୍ତନ ଦେଖା ଦେଇଛି। ଏଥିରେ ସେ ଧାରା ୩୭୦ ଉଚ୍ଛେଦକୁ ଖୋଲାଖୋଲି ସମର୍ଥନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ଆଉ ଏହା ଦେଖି ଟ୍ୱିଟର୍‌ ବ୍ୟବହାରକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ କେଆର୍‌କେ କାହାକୁ ସମର୍ଥନ କରିବା ଅବା କୌଣସି କଥାକୁ ପ୍ରଶଂସା କରିବା ବହୁତ୍ କମ୍ ଦେଖିବାକୁ ମିଳେ।

https://twitter.com/kamaalrkhan/status/1160597837731831813

କେଆର୍‌କେ ଟ୍ୱିଟ୍‌ କରି କଶ୍ମୀରବାସୀଙ୍କୁ ପ୍ରଶ୍ନ କରିଛନ୍ତି, ‘ମୋ କଶ୍ମୀରୀ ଭାଇ ଓ ଭଉଣୀମାନଙ୍କୁ ମୋର ଏକ ଅତିସରଳ ପ୍ରଶ୍ନ-  ଯଦି ପାକିସ୍ତାନ ଉପରେ ପିଓକେ, ବାଲୋଚିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଖୁସି ନାହାନ୍ତି, ଆପଣମାନେ କିପରି ଏହା ସହିତ ଖୁସି ରହିପାରିବେ? ମୋତେ ବିଶ୍ୱାସ କରନ୍ତୁ, ଆପଣମାନେ କେବଳ ଭାରତରେ ରହିଲେ ଖୁସି ରହିପାରିବେ। ତେଣୁ ହିଂସା ବନ୍ଦ କରନ୍ତୁ ଓ ଖୁସିରେ ରହନ୍ତୁ।’

https://twitter.com/Mansha_rathore1/status/1160626959526707200

https://twitter.com/Nihalbits/status/1160602393945317376

https://twitter.com/AkhilHaldar/status/1160598941194309632

କେଆର୍‌କେଙ୍କର ଏହି ଟ୍ୱିଟ୍‌ ଏବେ ବେଶ୍‌ ଭାଇରାଲ ହେଉଛି। କେଆର୍‌କେ ଉଠାଇଥିବା ଏହି ପ୍ରଶ୍ନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ତା’ସହିତ କେଆର୍‌କେଙ୍କଠାରେ ଆକସ୍ମିକ ଦେଖାଯାଇଥିବା ଏଭଳି ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେଥିପାଇଁ କିଛି ଲୋକ ଟ୍ୱିଟ୍ କରି କହିଛନ୍ତି, ଆପଣ କେମିତି ଏମିତି ହୋଇଗଲେ। ଆଉ କେହି କେହି ଲେଖିଛନ୍ତି, ପୂର୍ବରୁ ଆପଣ ଯେତେ ଫାଲ୍‌ତୁ କଥା କହିଥିଲେ, ସେସବୁକୁ କ୍ଷମା କରାଗଲା।

ସେହିଭଳି କେଆର୍‌କେଙ୍କ ଆଉ ଏକ ଟ୍ୱିଟ୍‌କୁ ବି ଲୋକେ ବେଶ୍ ପସନ୍ଦ କରିଥିଲେ। ଏଥିରେ  ସେ ଲେଖିଥିଲେ, ‘ଯିଏ ଯାହା କହୁ, ଏହା କିନ୍ତୁ ସତ ଯେ କଶ୍ମୀର ଆମର ଓ ମୁଁ ଅମିତ ଶାହଙ୍କୁ ସମର୍ଥନ କରୁଛି। କଶ୍ମୀରରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଧାରା ୩୭୦କୁ ଶେଷ କରିବା ହିଁ ଉଚିତ୍।’

https://twitter.com/kamaalrkhan/status/1158433722145869828

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story