ବିବାଦ ଆହୁରି ବଢାଇଲେ କଙ୍ଗନା, ମନ୍ତବ୍ୟ ଶୁଣି ଚିହିଁକି ଯିବେ ସାମ୍ବାଦିକ

ମୁମ୍ୱାଇ:  ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ଗୀତ ରିଲିଜ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ସାମ୍ବାଦିକ ଜଷ୍ଟିନ ରାଓଙ୍କ  ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି।  ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’  ନାମକ ସଂସ୍ଥା ପକ୍ଷରୁ ଗତ ମଙ୍ଗଳବାର କଙ୍ଗନାଙ୍କୁ ବୟକଟ୍‌ କରାଯିବା ନେଇ ଘୋଷଣା କରାଯାଇଥିଲା। ଅପରପକ୍ଷେ କୌଣସି ଅସୁବିଧାରେ ପଡିଯିବା ଆଶଙ୍କାରେ  ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ର ପ୍ରଡ୍ୟୁସର ଏକତା କପୁର ପୂର୍ବରୁ କ୍ଷମା ମାଗି ସାରିଛନ୍ତି। […]

kangana-1..

kangana-1..

Niharika Rout
  • Published: Friday, 12 July 2019
  • Updated: 12 July 2019, 12:29 PM IST

Sports

Latest News

ମୁମ୍ୱାଇ:  ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’ର ଗୀତ ରିଲିଜ କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ସାମ୍ବାଦିକ ଜଷ୍ଟିନ ରାଓଙ୍କ  ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଘନୀଭୂତ ହେବାରେ ଲାଗିଛି।  ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’  ନାମକ ସଂସ୍ଥା ପକ୍ଷରୁ ଗତ ମଙ୍ଗଳବାର କଙ୍ଗନାଙ୍କୁ ବୟକଟ୍‌ କରାଯିବା ନେଇ ଘୋଷଣା କରାଯାଇଥିଲା। ଅପରପକ୍ଷେ କୌଣସି ଅସୁବିଧାରେ ପଡିଯିବା ଆଶଙ୍କାରେ  ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ର ପ୍ରଡ୍ୟୁସର ଏକତା କପୁର ପୂର୍ବରୁ କ୍ଷମା ମାଗି ସାରିଛନ୍ତି।

ଏହି ପରିପ୍ରେକ୍ଷୀରେ କଙ୍ଗନାଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ହାତ ଯୋଡି ମିଡିଆକୁ ନିବେଦନ କରୁଛନ୍ତି। ହେଲେ ଘଟଣାର ସମାଧାନ ଲାଗି ନୁହେଁ। ମିଡିଆ ତରଫରୁ ତାଙ୍କୁ କରାଯାଇଥିବା ବ୍ୟାନ୍‌କୁ ସେ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ଚାହୁଁଛି ଏହି ବ୍ୟାନ୍‌ ନିଷ୍ପତ୍ତିରେ ସଂଘ କାଏମ୍‌ ରହୁ । କାରଣ ମୋ ଯୋଗୁ କାହା ଘରେ ଚୁଲି ଜଳୁ ବୋଲି ମୁଁ ଚାହୁଁନି। କଙ୍ଗନା ଏହି ଭିଡିଓ ଜରିଆରେ ସିଧାସଳଖ ମିଡିଆକୁ ଟାର୍ଗେଟ୍‌ କରିଛନ୍ତି।

ଭିଡିଓ ଆରମ୍ଭରେ କଙ୍ଗନା ଭାରତୀୟ ମିଡିଆର ଖୁବ୍‌ ପ୍ରଶଂସା କରୁଛନ୍ତି।  ସେ କହୁଛନ୍ତି ଯେ,  ସବୁ ଜାଗାରେ ଭଲ ଓ ଖରାପ  ଲୋକ ଅଛନ୍ତି। ମିଡିଆରେ ମଧ୍ୟ ମୋର ବହୁ ଭଲ ବନ୍ଧୁ ଓ ମାର୍ଗଦର୍ଶକ ଅଛନ୍ତି। ମୋ ସଫଳତାରେ ସେମାନଙ୍କର ବହୁତ ଅବଦାନ ମଧ୍ୟ ରହିଛି। ମୁଁ ସବୁବେଳେ ସେମାନଙ୍କ ନିକଟରେ କୃତଜ୍ଞ ରହିବି।

ଏହାପରେ କିନ୍ତୁ କଙ୍ଗନା ମିଡିଆ ଉପରେ ରାଗ ଶୁଝାଇବା ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି । ଆମ ଦେଶର ଏକତା, ଅଖଣ୍ଡତା, ସାର୍ବଭୌମତା କଥା ଉଠାଉଥିବା  ମିଡିଆ  ପ୍ରକୃତରେ ବିକ୍ରି ହୋଇ ଯାଉଛି ବୋଲି ଯୁକ୍ତି ବାଢିଛନ୍ତି ଏହି ଅଭିନେତ୍ରୀ । ଏମାନେ ସବୁବେଳେ ମିଥ୍ୟା କଥା ପ୍ରଚାର କରୁଥିବା ବେଳେ ଏମାନଙ୍କୁ ଦଣ୍ଡିତ କରିବାକୁ କିନ୍ତୁ ସମ୍ବିଧାନରେ କିଛି ବ୍ୟବସ୍ଥା ନାହିଁ।  ଯଦି ଏମାନେ ନିରପେକ୍ଷ ହୋଇଥାନ୍ତେ , ତା ’ ହେଲେ  ଧାର୍ମିକ ଭାବନା ନେଇ ଦେଶର ଏକତା ଉପରେ ପ୍ରହାର କରୁ ନ ଥାନ୍ତେ  ବୋଲି କହିଛନ୍ତି କଙ୍ଗନା।

ଏହାବ୍ୟତୀତ କଙ୍ଗନା ନିଜ ମନର ରାଗ ଶୁଝାଇବାକୁ ଯାଇ କହିଲେ, ମୋତେ ବ୍ୟାନ୍‌ କରିଥିବା ସଂସ୍ଥା ୨ ଦିନ ପୂର୍ବରୁ ହିଁ ଗଠିତ ହୋଇଛି। ଯାହାକୁ କୌଣସି ପ୍ରକାର ମାନ୍ୟତା ମିଳି ନାହିଁ।  ଏହାପରେ କହିଲେ, ତୁମମାନଙ୍କ ପରି ସାମ୍ୱାଦିକ ଏତେ ଶସ୍ତାଯେ, ମାତ୍ର ୫୦-୬୦ ଟଙ୍କାରେ ତୁମମାନଙ୍କୁ କିଣାଯାଇପାରିବ। ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଇସ୍ୟୁକୁ ଲୋକଲୋଚନକୁ ଆଣୁଥିବା ଏପରି ସାମ୍ବାଦିକଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ୍‌ରୁ ବି କମ୍‌।

ତୁମ ପରି ସାମ୍ବାଦିକଙ୍କ ହିସାବରେ ଦୁନିଆ ଚାଲୁଥିଲେ, ମୁଁ ଆଜି ଟପ୍‌ ହିରୋଇନ ହୋଇ ପାରି ନଥାନ୍ତି। ଏପରି ଭାବେ ମିଡିଆ ଉପରେ ବର୍ଷିଛନ୍ତି କଙ୍ଗନା।  ଆଗକୁ ଦେଖିବାକୁ ବାକି ରହିଲା, ଏହା ଶୁଣି ମିଡିଆ କେଉଁ ପଦକ୍ଷେପ ନେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story