କଙ୍ଗନାଙ୍କ ସହ ସାମ୍ବାଦିକଙ୍କ ଝଗଡ଼ାରେ କ୍ଷମା ମାଗିଲେ ଏକତା

ମୁମ୍ୱାଇ: ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ସଂଘ ସହ ମୁହାଁମୁହିଁ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ। ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ ଫିଲ୍ମର ସଙ୍ଗ ରିଲିଜ ଇଭେଣ୍ଟରେ ହୋଇଥିବା ଏପରି ଘଟଣା ସମୟରେ ଫିଲ୍ମର ପ୍ରଡ୍ୟୁସର ଏକତା କପୁର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ପୂରା ଘଟଣାକୁ ନେଇ ଗମ୍ଭୀର ହୋଇଯାଇଛି ସଂଘ। କଙ୍ଗନା ଓ ସେଠାରେ ଉପସ୍ଥିତ ଫିଲ୍ମର ପ୍ରଡ୍ୟୁସର ଏକତା କପୁର କ୍ଷମା ନ ମାଗିଲେ ଏହି ଫିଲ୍ମକୁ ବୟକଟ୍‌ କରିବାକୁ […]

ekata-1..

ekata-1..

Niharika Rout
  • Published: Thursday, 11 July 2019
  • Updated: 11 July 2019, 11:24 AM IST

Sports

Latest News

ମୁମ୍ୱାଇ: ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’ ସଂଘ ସହ ମୁହାଁମୁହିଁ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ। ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ ଫିଲ୍ମର ସଙ୍ଗ ରିଲିଜ ଇଭେଣ୍ଟରେ ହୋଇଥିବା ଏପରି ଘଟଣା ସମୟରେ ଫିଲ୍ମର ପ୍ରଡ୍ୟୁସର ଏକତା କପୁର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ପୂରା ଘଟଣାକୁ ନେଇ ଗମ୍ଭୀର ହୋଇଯାଇଛି ସଂଘ। କଙ୍ଗନା ଓ ସେଠାରେ ଉପସ୍ଥିତ ଫିଲ୍ମର ପ୍ରଡ୍ୟୁସର ଏକତା କପୁର କ୍ଷମା ନ ମାଗିଲେ ଏହି ଫିଲ୍ମକୁ ବୟକଟ୍‌ କରିବାକୁ ସଂଘ ପକ୍ଷରୁ ଧମକ ମଧ୍ୟ ଦିଆଯାଇଥିଲା।

କଙ୍ଗନା କୌଣସି ଅବସ୍ଥାରେ ମଧ୍ୟ କ୍ଷମା ମାଗିବେ ନାହିଁ ବୋଲି ତାଙ୍କ ଭଉଣୀ ରଙ୍ଗୋଲି ସ୍ପଷ୍ଟ କରି ଦେଇଛନ୍ତି। ହେଲେ ନିଜ ଫିଲ୍ମ ରିଲିଜରେ କୌଣସି ଅସୁବିଧା ଦେଖାଦେବା ଆଶଙ୍କାରେ କ୍ଷମା ମାଗି ନେଇଛନ୍ତି ଏକତା। ଏନେଇ ସେ ଇନଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି।

https://www.instagram.com/p/BzuhPvBg5cr/?utm_source=ig_web_copy_link

ଏକତା ଉଲ୍ଲେଖ କରିଛନ୍ତି ଯେ, ଏହି ସମ୍ପୂର୍ଣ୍ଣ ଘଟଣା ଅପ୍ରତ୍ୟାଶିତ ଭାବେ ଆମ ଫିଲ୍ମର ସଙ୍ଗ ରିଲିଜ ଇଭେଣ୍ଟରେ ହୋଇଥିଲା। ଏହାକୁ ନେଇ ଲୋକେ ବହୁତ କଥା କହୁଥିବା ବେଳେ ପ୍ରଡ୍ୟୁସର୍‌ ହୋଇଥିବାରୁ ଏହି ସମ୍ପୂର୍ଣ୍ଣ ଘଟଣା ଲାଗି ମୁଁ କ୍ଷମା ମାଗୁଛି । ଏଥିଲାଗି ମୁଁ ବହୁ ଦୁଃଖିତ ମଧ୍ୟ।

କାହାକୁ ଆଘାତ ପହଞ୍ଚାଇବା ତଥା ଅପମାନିତ କରିବା ମୋ ଉଦ୍ଦେଶ୍ୟ ନୁହେଁ। ଆମ ଫିଲ୍ମ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ ଆସନ୍ତା ୨୬ ତାରିଖରେ ରିଲିଜ ହେବ। ଏହି ପୂରା ଘଟଣାର ପ୍ରଭାବ ଯେପରି ଫିଲ୍ମ ଉପରେ ନ ପଡେ, ସେଥିଲାଗି ମିଡିଆ ବନ୍ଧୁଙ୍କୁ ଅନୁରୋଧ କରୁଛି।

ଏହି ଘଟଣା ପରେ ‘ଏଣ୍ଟରଟେନ୍‌ମେଣ୍ଟ୍‌ ଜର୍ଣ୍ଣାଲିଷ୍ଟ୍ ଗିଲ୍ଡ ଅଫ୍ ଇଣ୍ଡିଆ’  ପକ୍ଷରୁ ଏକ ପତ୍ର ପଠାଯାଇ କଙ୍ଗନାଙ୍କ ବ୍ୟତୀତ ଫିଲ୍ମର ଅନ୍ୟ ଷ୍ଟାର କାଷ୍ଟ ତଥା ରିଲିଜକୁ ସମ୍ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story