ପ୍ରଶଂସାରେ ପୋତି ପକାଇଲେ କଣ୍ଟ୍ରୋଭର୍ସି କୁଇନ୍‌ କଙ୍ଗନା

ମୁମ୍ବାଇ: ବିବାଦ ଓ କଙ୍ଗନା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ କହିଲେ ବୋଧହୁଏ ଭୁଲ୍ ହେବନି! ସତେ ଯେମିତି କେହି କାହାକୁ ଛାଡ଼ି ଦଣ୍ଡେ ରହି ପାରିବେନି! ସବୁବେଳେ ଅନ୍ୟମାନଙ୍କୁ ଆଟାକ୍‌ କରୁଥିବା ଅର୍ଥାତ୍ ସମାଲୋଚନା କରୁଥିବା କଙ୍ଗନା ଏବେ କିନ୍ତୁ ଜଣଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହି କଥା ଯିଏ ଶୁଣିବେ, ସେ ହୁଏତ ସଙ୍ଗେ ସଙ୍ଗେ ହଜମ କରିପାରିବେ ନାହିଁ। କିନ୍ତୁ ଏହା ସତ। କଣ୍ଟ୍ରୋଭର୍ସି କୁଇନ୍‌ କାହାକୁ ପ୍ରଶଂସାରେ ପୋତି ପକାଇଛନ୍ତି, ଜାଣିଛନ୍ତି? […]

kangana-1..

kangana-1..

Niharika Rout
  • Published: Saturday, 20 July 2019
  • Updated: 20 July 2019, 11:36 AM IST

Sports

Latest News

ମୁମ୍ବାଇ: ବିବାଦ ଓ କଙ୍ଗନା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ କହିଲେ ବୋଧହୁଏ ଭୁଲ୍ ହେବନି! ସତେ ଯେମିତି କେହି କାହାକୁ ଛାଡ଼ି ଦଣ୍ଡେ ରହି ପାରିବେନି! ସବୁବେଳେ ଅନ୍ୟମାନଙ୍କୁ ଆଟାକ୍‌ କରୁଥିବା ଅର୍ଥାତ୍ ସମାଲୋଚନା କରୁଥିବା କଙ୍ଗନା ଏବେ କିନ୍ତୁ ଜଣଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହି କଥା ଯିଏ ଶୁଣିବେ, ସେ ହୁଏତ ସଙ୍ଗେ ସଙ୍ଗେ ହଜମ କରିପାରିବେ ନାହିଁ। କିନ୍ତୁ ଏହା ସତ। କଣ୍ଟ୍ରୋଭର୍ସି କୁଇନ୍‌ କାହାକୁ ପ୍ରଶଂସାରେ ପୋତି ପକାଇଛନ୍ତି, ଜାଣିଛନ୍ତି? ଆଉ କାହାକୁ ନୁହେଁ ବଲିଉଡ୍‌ ବେବୋ ଅର୍ଥାତ୍ କରୀନା କପୁରଙ୍କୁ ସେ ବହୁତ ପ୍ରଶଂସା କରିଛନ୍ତି।

କଙ୍ଗନା ନିଜ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ ର ପ୍ରମୋସନ୍‌ ପାଇଁ କପିଲ ଶର୍ମାଙ୍କ ଶୋ’କୁ ଆସିଥିବା କରୀନାଙ୍କୁ ଖୁବ୍ ପ୍ରଶଂସା କରିଥିଲେ। ଏପରିକି କରୀନା ଦେଶର ଗୃହ ମନ୍ତ୍ରୀ ହେବା ଉଚିତ୍ ବୋଲି ମଧ୍ୟ କହିଥିଲେ।

କଙ୍ଗନା କହିଥିଲେ, କରୀନା ତାଙ୍କ କ୍ୟାରିଅର, ବ୍ୟକ୍ତିଗତ ଜୀବନ, ଛୁଆ ଓ ପରିବାର ମଧ୍ୟରେ ବେଶ୍ ବଢ଼ିଆ ସନ୍ତୁଳନ ରକ୍ଷା କରି ଆଗେଇ ଚାଲିଛନ୍ତି। ଏହା ନିଶ୍ଚିତ ପ୍ରଶଂସା ଯୋଗ୍ୟ। ଏ କ୍ଷେତ୍ରରେ ସେ ସମସ୍ତଙ୍କ ଲାଗି ପ୍ରେରଣା ପାଲଟି ଥିବା ବେଳେ ଦେଶର ଗୃହ ମନ୍ତ୍ରୀ ହେବାକୁ ମଧ୍ୟ ଉପଯୁକ୍ତ।

କଙ୍ଗନାଙ୍କ ମୁହଁରୁ ଏପରି ପ୍ରଶଂସା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏ ଭିଡିଓ ବି ଖୁବ୍‌ ଭାଇରାଲ୍‌ ହେଉଛି।

ଅବଶ୍ୟ କରୀନାଙ୍କୁ କଙ୍ଗନାଙ୍କ ପ୍ରଶଂସା ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ବହୁ ଥର ସେ କରୀନାଙ୍କୁ ପ୍ରଶଂସା କରିଥିଲେ।

ସୂଚନାଯୋଗ୍ୟ, କଙ୍ଗନାଙ୍କ ଫିଲ୍ମ ‘ଜଜମେଣ୍ଟାଲ ହେ କ୍ୟା’ ଜୁଲାଇ ୨୬ ତାରିଖରେ ରିଲିଜ୍ ହେବ। ଏହି ଫିଲ୍ମରେ ତାଙ୍କ ନାୟକ ସାଜିଛନ୍ତି ରାଜକୁମାର ରାଓ।

https://www.instagram.com/p/B0DCi2ola46/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story