ସଞ୍ଜୟଙ୍କୁ ସାକ୍ଷାତ କରି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ: ନିଜ ଜାଲରେ ନିଜେ ଫସିଲେ ବଲିଉଡର କୁଇନ କଙ୍ଗନା ରଣାୱତ । ଅଭିନେତା ସଞ୍ଜୟ ଦତ୍ତଙ୍କୁ ସାକ୍ଷାତ କରିବା ପଡିଲା ମହଙ୍ଗା ।  ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ କଲେ ପ୍ରଶଂସକ । ଅଭିନେତ ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇ ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା । ମିଡିଆ ରିପୋର୍ଟ ମୁତାବକ, କଙ୍ଗନା ତାଙ୍କ ଅପକମିଂ ପ୍ରୋଜେକ୍ଟକୁ ନେଇ ପ୍ରତିଦିନ ମୁମ୍ବାଇଠାରୁ ଦୂରରେ ରହୁଛନ୍ତି । ଫିଲ୍ମ ‘ଥଲାଇଭି’ର ଶୁଟିଂ ଏବଂ ‘ଧାକଡ’ର ପ୍ରସ୍ତୁତିରେ ବ୍ୟସ୍ତ […]

kangana-meet-sanjay

kangana-meet-sanjay

Madhupriya Mistry
  • Published: Friday, 27 November 2020
  • Updated: 27 November 2020, 12:59 PM IST

Sports

Latest News

ମୁମ୍ବାଇ: ନିଜ ଜାଲରେ ନିଜେ ଫସିଲେ ବଲିଉଡର କୁଇନ କଙ୍ଗନା ରଣାୱତ । ଅଭିନେତା ସଞ୍ଜୟ ଦତ୍ତଙ୍କୁ ସାକ୍ଷାତ କରିବା ପଡିଲା ମହଙ୍ଗା ।  ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ କଲେ ପ୍ରଶଂସକ । ଅଭିନେତ ସଞ୍ଜୟ ଦତ୍ତଙ୍କୁ ଭେଟିବାକୁ ଯାଇ ଟ୍ରୋଲର ଶିକାର ହୋଇଛନ୍ତି କଙ୍ଗନା ।

ମିଡିଆ ରିପୋର୍ଟ ମୁତାବକ, କଙ୍ଗନା ତାଙ୍କ ଅପକମିଂ ପ୍ରୋଜେକ୍ଟକୁ ନେଇ ପ୍ରତିଦିନ ମୁମ୍ବାଇଠାରୁ ଦୂରରେ ରହୁଛନ୍ତି । ଫିଲ୍ମ ‘ଥଲାଇଭି’ର ଶୁଟିଂ ଏବଂ ‘ଧାକଡ’ର ପ୍ରସ୍ତୁତିରେ ବ୍ୟସ୍ତ ରହୁଛନ୍ତି କଙ୍ଗନା । ଏହାରି ଭିତରେ ହାଇଦ୍ରାବର ଏକ ହୋଟେଲରେ ରହଣୀ ସମୟରେ କଙ୍ଗନା ସେହି ହୋଟଲରେ ଥିବା ସଞ୍ଜୟ ଦତ୍ତଙ୍କ ସହ ସାକ୍ଷାତ କରିଛନ୍ତି। ଯାହାର ଏକ ଫଟୋକୁ ସୋଶାଲ ମିଡିଆରେ ସେ ସେୟାର କରିଛନ୍ତି ।

ଏହି ଫଟୋକୁ ସେୟାର କରି କଙ୍ଗନା କହିଛନ୍ତି, “କ୍ୟାନ୍ସରରୁ ମୁକ୍ତ ହେବା ପରେ ପ୍ରଥମ କରି ସଂଜୟ ଦତ୍ତଙ୍କୁ ଭେଟି ମୁଁ ବେଶ୍ ଖୁସି । ଏଥିସହ ସଞ୍ଚୟ ଦତ୍ତଙ୍କ ଦୀର୍ଘୟୁ ହୁଅନ୍ତୁ ବୋଲି ମୁଁ କାମନା କରୁଛି ।”

ତେବେ ଏହି ଫଟୋକୁ ସେୟାର କରିବା ପରେ କଙ୍ଗନା ଜୋରଦାର ଟ୍ରୋଲର ଶିକାର ହୋଇଛନ୍ତି । କିଛି ପ୍ରଶଂସକ କଙ୍ଗନା ଓ ସଞ୍ଜୟ ଦତ୍ତଙ୍କ ଦେଖାସାକ୍ଷାତକୁ ସହଜରେ ହଜମ କରିପାରି ନାହାନ୍ତି । ନେପୋଟିଜମ ଏବଂ ଡ୍ରଗ୍ସ ବିରୋଧରେ ସ୍ୱର ଉଠାଇଥିବା କଙ୍ଗନା କିଭଳି ନିଜ ଶବ୍ଦ ବିରୋଧରେ ଯାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ଏଥିସହ ନିଶା ଦ୍ରବ୍ୟର ବିରୋଧ କରୁଥିବା କଙ୍ଗନା କିଭଳି ନିଶାଖୋରଙ୍କ ପାଖରେ ବସିଛନ୍ତି? ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଶଂସକ ।

ସୂଚନାଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରଣାୱତ ବଲିଉଡରେ ପରିବାରବାଦ ତଥା ନେପୋଟିଜମ ଚାଲିଥିବା ନେଇ ଅଭିଯୋଗ ଆଣିଥିଲେ । ଏଥିସହ ବଲିଉଡରେ ଡ୍ରଗ୍ସ କାରବାର ଚାଲିଥିବା ନେଇ ମଧ୍ୟ ଖୁଲାସା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story